ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ

ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ – ସମୀକ୍ଷା ଖବର

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର /ସମୀକ୍ଷା ନ୍ୟୁଜ:

ସୋନପୁର :-ପୁଷ୍ପଲତା ଗ୍ୟାସ ଏଜେନ୍ସୀ ରେ ମିଳୁନି ଗ୍ୟାସ।ସୁବର୍ଣ୍ଣପୁର ସହର ରେ ଗ୍ୟାସ ସଙ୍କଟ ଦେଖାଦେଇଛି। ସକାଳୁ ସକାଳୁ ଜଣେ ସାମ୍ବାଦିକ ଗ୍ୟାସ ଅଭାବରୁ ରୋଷେଇ ହୋଇ ପାରୁ ନ ଥିବାରୁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଇଛାମୃତ୍ୟୁ ଫ୍ଲା କାର୍ଟ ଧରି ଧାରଣା ରେ ବସିଥିଲେ। ଚାରି ଦିନ ଧରି ଗ୍ୟାସ ପାଇଁ ନ୍ୟାୟନ୍ତ ହୋଇ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟଳୟ କୁ ଯାଇ ମଧ୍ୟ ସୁଫଳ ପାଇ ନ ଥିଲେ। ସମାଜ ର ଅନେକ ଅସୁବିଧା ଲୋକ ଲୋଚନ କୁ ଆଣୁଥିବା ଜଣେ ବରିଷ୍ଠ ସାମ୍ବାଦିକ ରାମ ଶଙ୍କର ଭୋଇ ଗୋଟେ ଗ୍ୟାସ ଟାଙ୍କି ପାଇଁ ନିରାଶ ହୋଇ ଭୋକ ରେ ରହି ଇଛାମୃତ୍ୟୁ ମାଗିବା ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବାସୀ ଙ୍କ ପାଇଁ ଲଜ୍ୟା ଜନକ ଘଟଣା।

ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖମତରାଇ ଗାଁରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର