ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ ର ଛାତ୍ର ନିର୍ବାଚନ ର ଫଳାଫଳ

ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ ର ଛାତ୍ର ନିର୍ବାଚନ ର ଫଳାଫଳ – ସମୀକ୍ଷା ଖବର


ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ବିଜ୍ଞପ୍ତି ସଂଖ୍ୟା ୫୩୨୩୭ ତାରିଖ ୦୫/୧୦/୨୦୨୬ ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡିଶାର ପ୍ରତେକ କଲେଜ ରେ ଛାତ୍ର ଛାତ୍ରୀ ଙ୍କୁ ନେଇ ନିର୍ବାଚନ ହୋଇଥିବାବେଳେ, ସେହିପରି ବାରକୋଟ ବ୍ଲକର ପଂଚାୟତ ଡିଗ୍ରୀ କଲେଜ ରେ ମଧ୍ୟ କଲେଜର ଛାତ୍ର ସଂଘର ବିଭିନ୍ନ କାର୍ଯ୍ୟାଳୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତଦନୁସାରେ, ନିମ୍ନଲିଖିତ ପ୍ରାର୍ଥୀମାନଙ୍କୁ ସମ୍ପୃକ୍ତ ପଦବୀରେ ନିର୍ବାଚିତ ଘୋଷଣା କରାଯାଇଛି।
ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଗୁଡିକ ହେଉଛି। ସଭାପତି ଭାବେ ଯୁକ୍ତତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଶିକ୍ଷା ସାହୁ, ବି.ଏସ.ସି ତୃତୀୟ ବର୍ଷର ଛାତ୍ରୀ ଉପସଭାପତି ମୋହିତ କୁମାର ନାଏକ,ସାଧାରଣ ସଚିବ ସସ୍ମିତା କଲୋ ସାଂସ୍କୃତିକ ସଚିବ ପୁଲିନ ନାଏକ, ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ର ଅଂପ୍ରକାଶ ନାଏକ ସହକାରୀ ସଚିବ ଭାବେ ଏବଂ ଯୁକ୍ତତିନି ଦ୍ୱିତୀୟ ବର୍ଷର ଜିତେନ୍ଦ୍ର ନାଏକଙ୍କୁ ଅଥଲେଟିକ ସଚିବ ଭାବେ ଘଷଣା କରାଯାଇଛି।

ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ ର ଛାତ୍ର ନିର୍ବାଚନ ର ଫଳାଫଳ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିର୍ବାଚନ ବାତିଲ, ୧୬୩ ଧାରା ଜାରି