ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ତାରିଖ -19/11/26
ବାତ୍ୟା ପ୍ରଭାବ ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ତଳିଆ ଅଂଚଳ ର ଲୋକ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତରିତ କରାଯାଉଛି। ଜିରୋ କାଜୁଆଲିଟି କୁ ଗୁରତ୍ୱ ଦେଇ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି । ସାତଭାୟା ପଂଚାୟତ ମଗରକନ୍ଦା ଗାଁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବାଉଁଶଗଡ଼ ନଦୀ ପାର ହୋଇ ପ୍ରଶାସନ ମଗରକନ୍ଦା ଗାଁ ରେ ପହଂଚିଛି।






