Headlines

ବରଗଡ ଟାଉନ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ଭୁଜାଲି ଓ ଛୁରୀ ରେ ଆକ୍ରମଣ ୮ ରୁ ଅଧିକ ଗୁରୁତର

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ :

ବରଗଡ ଟାଉନ ଥାନା ଅନ୍ତର୍ଗତ ପାତିକାର ପାଳୀ ରେ ଗୋଷ୍ଠୀ ସଂଘର୍ଷ l କଥା କଟା କଟି କୁ ନେଇ ଗଣ୍ଡଗୋଳ l ଭୁଜାଲି ଓ ଛୁରୀ ମରାମରି ୮ ଜଣ ଗୁରୁତର ଥିବା ବେଳେ ସେଥି ମଧ୍ୟ୍ୟ ରୁ ଦୁଇ ଜଣ ଅତି ଗୁରୁତର ଥିବା ଯୋଗୁଁ ବଡ଼ ମେଡିକାଲ ବୁର୍ଲା କୁ ରେଫର କରାଯାଇଛି l ବାକି ସମସ୍ତେ ବରଗଡ ମୁଖ୍ୟ ଚିକିତ୍ସା ଲୟରେ ଚିକିର୍ସିତ ହେଉଛନ୍ତି l ଘଟଣା ସ୍ଥଳରେ ବରଗଡ ଟାଉନ ପୋଲିସ ପହଂଚି କେଉଁ ପାଇଁ ଗୋଷ୍ଠୀ ସଂଘର୍ଷ ହେଲା ତାହା ତଦନ୍ତ ଚଳାଇଛି l

Leave a Reply

Your email address will not be published. Required fields are marked *