Headlines

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କ ଦୀର୍ଘାୟୁ କାମନା କରି ଦୁର୍ଗା ମଣ୍ଡପ ରେ ଦିପ ଦାନ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:

ପାରାଦ୍ଵୀପ ବଦପଡିଆ ସ୍ଥିତ ମା ଦୂର୍ଗତି ନାସିନି ମା ଦୂର୍ଗାଙ୍କ ମନ୍ଦିରର ପ୍ରଧାନ ମନ୍ତ୍ରି ନରେନ୍ଦ୍ର ମୋଦିଜି ଙ୍କ ଦୀର୍ଘାୟୁ କାମନା କରି ବହୁ ମହିଳା ଓ ପୁରୁଷମାନେ ଦିପ ଦାନ କରି ଥିବା ଦେଖିବାକୁ ମିଳିଛି l ଏହି ଦ୍ଵିପ ଦାନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବିଧାୟକ ତଥା ଓଡ଼ିଶା ସରକାର୍ ଙ୍କ ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିବା ବେଳେ ଭରତୀୟ ଜନତା ପାର୍ଟି ର ବହୁ ଦଳୀୟ କର୍ମୀ ପାରାଦୀପ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପୌର ପରିଷଦର ସମସ୍ତ ଅଫିସ କର୍ମଚାରୀ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆୟୁଷ କାମନା କରି ସମସ୍ତେ ଦୀପଦାନ କରି ଥିଲେ l

Leave a Reply

Your email address will not be published. Required fields are marked *