ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ ତାଳଚେର: ଗତକାଲି ଅନୁଗୋଳ ଜିଲ୍ଲାପାଳ, ଅନୁଗୋଳ ଉପ-ଜିଲ୍ଲାପାଳ ଏବଂ ତାଳଚେର ଉପ-ଜିଲ୍ଲାପାଳ ମିଳିତ ଭାବେ ତାଳଚେର ଟିଏଫ୍ଏଲ୍ (TFL) ରେଳ କରିଡର ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଅଧିକାରୀମାନେ ରେଳ କରିଡର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା (Grievance) ଗୁଡ଼ିକର ତଦାରଖ କରିଥିଲେ।
ଏହା ପରେ ଅଧିକାରୀମାନେ ତାଳଚେର ପ୍ରଜାମଣ୍ଡଳର ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଅଞ୍ଚଳର ବିକାଶ ଓ ପ୍ରକଳ୍ପଗୁଡ଼ିକୁ ଦ୍ରୁତ ଗତିରେ ଶେଷ କରିବା ପାଇଁ ସେମାନେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଦିଗଦର୍ଶନ ଓ ଉପଦେଶ ଦେଇଛନ୍ତି।
ତାଳଚେର ଟିଏଫ୍ଏଲ୍ ରେଳ କରିଡର ଓ ପ୍ରଜାମଣ୍ଡଳ କାର୍ଯ୍ୟର ଅଗ୍ରଗତି ସମୀକ୍ଷା


Total Users : 3575