ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଭୁବନେଶ୍ୱର: ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ

ଭୁବନେଶ୍ୱର: ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ – ସମୀକ୍ଷା ଖବର
ଭୁବନେଶ୍ୱର: ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ – ସମୀକ୍ଷା

ଡ଼ ମହେଶ୍ୱର /ସମ୍ପାଦକ / ଭୁବନେଶ୍ୱର / ସମୀକ୍ଷା ନ୍ୟୁଜ:

ଓଁ ନମୋ ଭଗବତେ ବାସୁଦେବାୟ l


ଆଜି ଭାଗବତ ଜନ୍ମ ଦିବସ l ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ ହୋଇଯାଇଛି। 1970 ମସିହାରୁ ଓୟୁଏଟି ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସବୁଦିନ ସନ୍ଧ୍ୟାରେ ଶ୍ରୀମଦ୍ ଭାଗବତ ପୁରାଣ ପାଠ କରାଯାଏ। ଆଜକୁ ଦୀର୍ଘ 20 ବର୍ଷ ହେବ ପ୍ରତି ବର୍ଷ ଭାଗବତ ଜନ୍ମରେ ଜନ୍ମ ଦିନ ପାଳନ କରାଯାଏ। ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ କରି ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ଏହା ଦ୍ୱାରା ମାନସିକ ଶାନ୍ତି ଓ ଶାରରିକ ସୁଖ ଅନୁଭବ କରନ୍ତି । ଭାଗବତରେ ରହିଥିବା ଜନ ଚେତନା ପଦାବଳୀ କୁ ମନେ ରଖି କାର୍ଯ ରେ ଲଗାଇ ପାରିବାରିକ ଶାନ୍ତି ଅନୁଭବ କରନ୍ତି ବୋଲି ଭାଗବତ ପ୍ରବଚକ ପଣ୍ଡିତ ତ୍ରିଲୋଚନ ଷଢଙ୍ଗୀ କହିଛନ୍ତି |

ଭୁବନେଶ୍ୱର: ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ – ସମୀକ୍ଷା

ପ୍ରକାଶ ଥାଉ କି ଆଜି ଇନ୍ଦ୍ରପୂର୍ଣ୍ଣିମା ଏବଂ ଭାଗବତଙ୍କର ଜନ୍ମ ଦିବସ |ଏହିଦିନ ଭଗବାନ ବ୍ୟାସ ଦେବଙ୍କ ଦ୍ୱାରା ଶ୍ରୀମଦଭାଗବତ ରଚନା ପୂର୍ଣ୍ଣ ହୋଇଥିଲା | ଏହା 12 ଅଧ୍ୟାୟ ବିଶିଷ୍ଟ | ଏହାକୁ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆରେ ଲେଖି ଛନ୍ତି | ଓଡ଼ିଶାରେ ଘରେ ଘରେ ଏହା ପ୍ରଚଳିତ | ଏହା ଅତି ସରଳ ଓଡ଼ିଆ ଭାଷାରେ 9 ଅକ୍ଷରୀ ଛନ୍ଦରେ ଲେଖିଛନ୍ତି | ଆଜି ଏହି ଓୟୁଏଟି ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଭାଗବତ ଜନ୍ମ ଉତ୍ସବରେ ୩୦୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଯୋଗ ଦେଇ ଭାଗବତ ଚର୍ଚ୍ଚା କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲେ l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାତ୍ୟା ପ୍ରଭାବରେ ମୟୂରଝାଲିଆର ବାଉଁଶ ନଦୀର ଜଳସ୍ତର ବୃଦ୍ଧି