ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଜୟବୋଡ଼ ଜଗନ୍ନାଥ ମନ୍ଦୀର ରେ ଶ୍ରୀମଦଭାଗବତ ପୂଜା

ଜୟବୋଡ଼ ଜଗନ୍ନାଥ ମନ୍ଦୀର ରେ ଶ୍ରୀମଦଭାଗବତ ପୂଜା – ସମୀକ୍ଷା ଖବର
ଜୟବୋଡ଼ ଜଗନ୍ନାଥ ମନ୍ଦୀର ରେ ଶ୍ରୀମଦଭାଗବତ ପୂଜା – ସମୀକ୍ଷା

ଭଗବାନ ମହାନ୍ତି/ଜଗତସିଂହପୁର /ସମୀକ୍ଷା ଖବର:

ଇନ୍ଦ୍ରପୂର୍ଣ୍ଣିମା ଓ ଭାଗବତ ଜନ୍ମ ଉପଲକ୍ଷେ ଆଜି ଜଗତସିଂହପୁର ସ୍ଥିତ ଜୟବୋଡ଼ ଜଗନ୍ନାଥ ମନ୍ଦୀର ବାରଣ୍ଡାରେ ଭାଗବତ ପୂଜା ବହୁ ଆଡମ୍ବରରେ ଭକ୍ତ ମାନଙ୍କ ସମାବେଶରେ ଆୟୋଜିତ ହୋଇଯାଇଛି |ଏଥିରେ ପ୍ରଥମେ,ଦବ ଦବ ମହାଦେବଙ୍କର ତଥା ଜଗନ୍ନାଥ ମହାପ୍ରଭୁଙ୍କ ପୂଜା ଅର୍ଚନା କରାଯାଇଥିଲା |ତା ପରେ ସମ୍ପୂର୍ଣ ଭାଗବତ ପଢା ଯାଇଥିଲା |
ପ୍ରକାଶ ଥାଉ କି ଆଜି ଇନ୍ଦ୍ରପୂର୍ଣ୍ଣିମା ଏବଂ ଭାଗବତଙ୍କର ଜନ୍ମ ଦିବସ |ଏହିଦିନ ଭଗବାନ ବ୍ୟାସ ଦେବଙ୍କ ଦ୍ୱାରା ଶ୍ରୀମଦଭାଗବତ ରଚନା ପୂର୍ଣ୍ଣ ହୋଇଥିଲା | ଏହା 12 ଅଧ୍ୟାୟ ବିଶିଷ୍ଟ | ଏହାକୁ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆରେ ଲେଖି ଛନ୍ତି | ଓଡ଼ିଶାରେ ଘରେ ଘରେ ଏହା ପ୍ରଚଳିତ | ଏହା ଅତି ସରଳ ଓଡ଼ିଆ ଭାଷାରେ 9 ଅକ୍ଷରୀ ଛନ୍ଦରେ ଲେଖିଛନ୍ତି |ଓଡ଼ିଶାରେ ଗାଁ ଗାଁ ରେ ଭାଗବତ ଟୁଙ୍ଗି ମାଧ୍ୟମରେ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ରୀତିରେ ପରିବର୍ତ୍ତିତ ହୋଇଯାଇଛି ବୋଲି ଜଗନ୍ନାଥ ମନ୍ଦୀରର ପୂଜକ ଘନ ପଢିଆରି କହିଛନ୍ତି |

ଜୟବୋଡ଼ ଜଗନ୍ନାଥ ମନ୍ଦୀର ରେ ଶ୍ରୀମଦଭାଗବତ ପୂଜା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭୁବନେଶ୍ୱର: ଓୟୁଏଟି ସ୍ଥିତ ଶ୍ର ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମ ଦିବସ ପାଳିତ