ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ପାରାଦୀପ ଓଡିଶା ସରକାର ଙ୍କ ତରଫରୁ ଦୀର୍ଘ ଆଠ ବର୍ଷ ପରେ ମହାବିଦ୍ୟାଳୟ ଗୁଡ଼ିକରେ ଇଲେକ୍ ସନ୍ ପାଇଁ ଘୋଷଣା କରାଯାଇ ଥିବା ବେଳେ ଆଜି ପାରାଦୀପ ମହା ବିଦ୍ୟାଳୟର ରେ ପ୍ରଥମ ଭାରତୀୟ ଜନତା ପାର୍ଟି ତରଫରୁ ବିଧିବଦ୍ଧ ଭାବେ ସୁସଜ୍ଜିତ ଗାଡ଼ିରେ ପ୍ରାଥି ବାଜା ବଜାଇ ପ୍ରସେଶନ କରି ନିକଟ ହନୁମାନ ମନ୍ଦୀର ରେ ପୂଜା ଅର୍ଚ୍ଚନା ସାରି ବିରାଟ ଶୋଭାଯାତ୍ରାରେ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ଦଳୀୟ ସମର୍ଥନଙ୍କ ସହିତ ସ୍ଲୋଗାନ ଦେଇ ସଭାପତି ,ସମ୍ପାଦକ ମାନେ ବାହାରି ପାରାଦୀପ କଲେଜ୍ ପରିସରର ପହଞ୍ଚି ଥିଲେ l ସେଠାର ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି l






