ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମାଲକାନଗିରି ୧୧୦ ବାହିନୀ ବିଏସଏଫ୍‌ ମୁଖ୍ୟାଳୟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳିତ: ନିଶାମୁକ୍ତ ସମାଜ ଗଠନ ପାଇଁ ଯବାନଙ୍କ ଶପଥ

ମାଲକାନଗିରି ୧୧୦ ବାହିନୀ ବିଏସଏଫ୍‌ ମୁଖ୍ୟାଳୟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳିତ: ନିଶାମୁକ୍ତ ସମାଜ ଗଠନ ପାଇଁ ଯବାନଙ୍କ ଶପଥ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୮/୦୮/୨୬
ମାଲକାନଗିରି ସଦରସ୍ଥିତ ୧୧୦ ବାହିନୀ ବିଏସଏଫ୍‌ କ୍ୟାମ୍ପ ମୁଖ୍ୟାଳୟ ଏମ୍.ଭି.୩ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି।

ମାଲକାନଗିରି ୧୧୦ ବାହିନୀ ବିଏସଏଫ୍‌ ମୁଖ୍ୟାଳୟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳିତ: ନିଶାମୁକ୍ତ ସମାଜ ଗଠନ ପାଇଁ ଯବାନଙ୍କ ଶପଥ – ସମୀକ୍ଷା ଖବର


​ଆଜି ପୂର୍ବାହ୍ନ ୧୧:୩୦ ରୁ ୧୨:୧୦ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୫ ଜଣ ପ୍ରତିନିଧି ୩ ଜଣ ଭଉଣୀ ଓ ୨ ଜଣ ଭାଇ ଯୋଗଦେଇ ୧୧୦ ବାହିନୀ ବିଏସଏଫ୍‌ର ଦ୍ୱିତୀୟ କମାଣ୍ଡାଣ୍ଟ ଅଫିସର ଙ୍କ ସମେତ ୫ ଜଣ ଆଞ୍ଚଳିକ ଅଫିସର, ୧୨ ଜଣ ଏସଓ ଏବଂ ୨୭ ଜଣ ଯବାନଙ୍କୁ ସମୁଦାୟ ୪୫ ଜଣଙ୍କୁ ସ୍ନେହ ଓ ସୁରକ୍ଷାର ପ୍ରତୀକ ରାକ୍ଷୀ ବାନ୍ଧିଥିଲେ।


​କାର୍ଯ୍ୟକ୍ରମର ଶେଷରେ ଉପସ୍ଥିତ ସମସ୍ତ ଯବାନ ଓ ଅଧିକାରୀମାନେ ନିଜେ ନିଶାମୁକ୍ତ ରହିବା ସହ ସମ୍ପୂର୍ଣ୍ଣ ଦେଶକୁ ନିଶାମୁକ୍ତ କରିବା ପାଇଁ ଦୃଢ଼ ଶପଥ ଗ୍ରହଣ କରିଥିଲେ। ସୀମା ସୁରକ୍ଷା ବଳର ଏହି ସାମାଜିକ ଓ ଆଧ୍ୟାତ୍ମିକ ପ୍ରଚେଷ୍ଟାକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି।

ମାଲକାନଗିରି ୧୧୦ ବାହିନୀ ବିଏସଏଫ୍‌ ମୁଖ୍ୟାଳୟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳିତ: ନିଶାମୁକ୍ତ ସମାଜ ଗଠନ ପାଇଁ ଯବାନଙ୍କ ଶପଥ – ସମୀକ୍ଷା
ମାଲକାନଗିରି ୧୧୦ ବାହିନୀ ବିଏସଏଫ୍‌ ମୁଖ୍ୟାଳୟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳିତ: ନିଶାମୁକ୍ତ ସମାଜ ଗଠନ ପାଇଁ ଯବାନଙ୍କ ଶପଥ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର