ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା

ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା – ସମୀକ୍ଷା ଖବର

କୋକସରା ବ୍ଲକ।ଧନୀରାମ ପାଣିଗ୍ରାହୀ – ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା ଦୀର୍ଘ ତିନି ବର୍ଷ ହେଲା ରାସ୍ତା ଶୋଚନୀୟ ଅବସ୍ଥା ରେ ପଡ଼ିରହିଛି ରାସ୍ତା ରେ ବ୍ବଡ଼ ବଡ଼ ଖାଲ ହେଇ ଯାଇଛି। ଅନେକ ଗାଡି ଓଲଟି ପଡିଛି ଏବଂ ଦୁଇ ଚକିଆ ଯାନ ଗୁଡ଼ିକ ପଡ଼ି ଯାଇ ଖଣ୍ଡିଆ ଖାବରା ହୋଇ ଯାଉଛନ୍ତି ଲୋକେ। ପ୍ରଶାସନ କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି ସରକାର କିଛି ପଦକ୍ଷେପ ନେଉ ନାହାନ୍ତି।Rampur ବାସୀ କଲମପୁର ଜୁନାଗଡ ନ ଗଲେ ତାଙ୍କର ବହୁତ ଅସୁବିଧା ର ସମ୍ମଖୀନ ହେବାକୁ ପଡ଼ିବ । ବର୍ତ୍ତମାନ ବର୍ଷା ଓଳାହି ଆସିଲାନି ହେଲେ ସରକାର ମରାମତି କାମ ଟିକେ ବି ଆରମ୍ଭ କରି ନାହାନ୍ତି

ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ,କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ସାମ୍ବାଦିକମାନଙ୍କ ଦ୍ୱାରା ଦିବଙ୍ଗତ ଆତ୍ମାର ସଦଗତି କାମନା.