ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଧାମନଗରରେ ଅବକାରୀ ବିଭାଗର ବଡ଼ ସଫଳତା୪୬ ଗ୍ରାମ ହେରୋଇନ୍‌ ଜବତ, ଜଣେ ଅଭିଯୁକ୍ତ ଗିରଫ

ଧାମନଗରରେ ଅବକାରୀ ବିଭାଗର ବଡ଼ ସଫଳତା୪୬ ଗ୍ରାମ ହେରୋଇନ୍‌ ଜବତ, ଜଣେ ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ/
ଅସୁରାଳି ତା 19/9/26(ନି ପ୍ର )
ଧାମନଗର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଧାମନଗର ବିଜୁ ପଟ୍ଟନାୟକ ଛକ ନିକଟରେ ଚଢ଼ଉ କରି ଏକ ବାଇକ୍‌ ସହ ୪୬ ଗ୍ରାମ ହେରୋଇନ୍‌ ଜବତ କରାଯାଇଛି। ଏହି ଘଟଣାରେ ଏସ୍‌.କେ. ସାଦମ ହୋସେନ୍‌ଙ୍କୁ ଅବକାରୀ ବିଭାଗ ଗିରଫ କରିଛି।
ସୂଚନାନୁସାରେ, ଶନିବାର ସକାଳ ପ୍ରାୟ ୯ଟା ୩୦ରେ ଧାମନଗର ବିଜୁ ପଟ୍ଟନାୟକ ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ଓ ଚଢ଼ଉ କରାଯାଇଥିଲା। ଏହି ସମୟରେ OD-22-F-7323 ନମ୍ବର ବାଇକ୍‌ରୁ ୪୬ ଗ୍ରାମ ହେରୋଇନ୍‌ ଜବତ ହୋଇଥିଲା। ଏନେଇ ଧାମନଗର ଅବକାରୀ ଥାନାରେ କେସ୍‌ ନଂ-୧୨୮/୨୦୨୬-୨୭ ରୁଜୁ କରାଯାଇଛି।

ଧାମନଗରରେ ଅବକାରୀ ବିଭାଗର ବଡ଼ ସଫଳତା୪୬ ଗ୍ରାମ ହେରୋଇନ୍‌ ଜବତ, ଜଣେ ଅଭିଯୁକ୍ତ ଗିରଫ – ସମୀକ୍ଷା


ଧାମନଗର ଅବକାରୀ ସବ୍‌-ଇନ୍ସପେକ୍ଟର ସୁମିତ୍ରା ହେମ୍ବ୍ରମଙ୍କ ନେତୃତ୍ୱରେ ଏଏସ୍‌ଆଇ ଧୁର୍ଜଧନ ବେହେରା, କନଷ୍ଟେବଳ ଖଗେଶ୍ୱର ଜେନା, ସୂର୍ଯ୍ୟକାନ୍ତ କିସ୍କୁ ଓ ସନ୍ଧ୍ୟାରାଣୀ ସେନାପତି ଏହି ଚଢ଼ଉରେ ସାମିଲ ଥିଲେ।

ଧାମନଗରରେ ଅବକାରୀ ବିଭାଗର ବଡ଼ ସଫଳତା୪୬ ଗ୍ରାମ ହେରୋଇନ୍‌ ଜବତ, ଜଣେ ଅଭିଯୁକ୍ତ ଗିରଫ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାଟଣା ରେ ବେଧଡ଼କ ଚୋରା ବାଲି ଚାଲାଣ: ମାଡ଼ି ବସିଲା ପାଟଣା ବନ ବିଭାଗ, ୨ ଟ୍ରାକ୍ଟର ଜବତ