ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଦିଗପହଣ୍ଡିରେ ଲଗାଣ ବର୍ଷା: ବାହୁଦା ନଦୀକୂଳିଆ ଗ୍ରାମବାସୀଙ୍କୁ ସତର୍କ ସୂଚନା , ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡିରେ ଲଗାଣ ବର୍ଷା: ବାହୁଦା ନଦୀକୂଳିଆ ଗ୍ରାମବାସୀଙ୍କୁ ସତର୍କ ସୂଚନା , ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍ – ସମୀକ୍ଷା ଖବର

ଜିତେନ୍ଦ୍ର ଗୌଡ଼/ଦିଗପହଣ୍ଡି ସାମ୍ବାଦିକ/ ସମୀକ୍ଷା ନ୍ୟୁଜ :

ଦିଗପହଣ୍ଡି,୨୨।୯ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ବାଘଲଟି ଜଳସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ଦିଗପହଣ୍ଡିରେ ଲଗାଣ ବର୍ଷା: ବାହୁଦା ନଦୀକୂଳିଆ ଗ୍ରାମବାସୀଙ୍କୁ ସତର୍କ ସୂଚନା , ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍ – ସମୀକ୍ଷା

ବର୍ତମାନ ବାଘଲଟି ଜଳଭଣ୍ଡାରେ ୪୧. ୫୦ ଭାଗ ଜଳ ଗଛିତ ରହିଥିବା ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି l ତେଣୁ ଜଳସ୍ତର ବଢିଲେ ଜଳଭଣ୍ଡାର ସୁରକ୍ଷା ନିମନ୍ତେ ଯେକୌଣସି ସମୟରେ ଜଳ କୁ ନଦୀ ଗର୍ବକୁ ଛଡ଼ାଯିବ ବୋଲି ବାହୁଦା ନଦୀକୂଳ ଗ୍ରାମ ତୁରୁବୁଡି, ଭ୍ରମରପୁର, ବଜ୍ରଗୁମ୍ମା, ଦାଉଣୀ, ଗୌଡ଼ଗାଁ ପତ୍ରଛୁଡ଼ି ସମସ୍ତ ଜନସାଧାରଣଙ୍କୁ ମାଇକ ଯୋଗେ ସତର୍କ ସୂଚନା ଜାରି କରିଛନ୍ତି l

ଦିଗପହଣ୍ଡିରେ ଲଗାଣ ବର୍ଷା: ବାହୁଦା ନଦୀକୂଳିଆ ଗ୍ରାମବାସୀଙ୍କୁ ସତର୍କ ସୂଚନା , ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବର୍ଷାକୁ ଖାତିର ନକରି ପାରାଦୀପରେ ବିଶ୍ୱକର୍ମା ଭସାଣି: ବାଜା, ଢୋଲ, ନାଚ ଓ ଗୀତରେ ଦେବଶିଳ୍ପୀଙ୍କୁ ଦିଆଗଲା ଭାବବିହ୍ୱଳ ବିଦାୟ