ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ମାଲକାନଗିରି

ସୁହାସ ଚାକମା ବନାମ ଭାରତ ସରକାର ଓ ଅନ୍ୟାନ୍ୟ ମାମଲା ସମ୍ବନ୍ଧରେ ସଚେତନତା

ସୁହାସ ଚାକମା ବନାମ ଭାରତ ସରକାର ଓ ଅନ୍ୟାନ୍ୟ ମାମଲା ସମ୍ବନ୍ଧରେ ସଚେତନତା – ସମୀକ୍ଷା ଖବର

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ :


ନୂଆପଡ଼ା ଜିଲ୍ଲା : ତା: ୦୯/୧୦/୨୦୨୬ ରିଖ ସୁନସୁନିଆ ସ୍ଥିତ ମହାମାୟା ଆଇନ ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସୁହାସ ଚାକମା-ବନାମ-ଭାରତ ସରକାର ଓ ଅନ୍ୟାନ୍ୟ [ୱ୍ରିଟ୍ ପିଟିସନ୍ (ସିଭିଲ୍) ନଂ ୧୦୮୨/୨୦୨୦] ମାମଲା ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ସଞ୍ଜୀବ କୁମାର ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅନିଲ କୁମାର ତାଣ୍ଡି, ମହାବିଦ୍ୟାଳୟ ର ଅଧ୍ୟାପକଗଣ ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ସୁହାସ ଚାକମା-ବନାମ-ଭାରତ ସରକାର ଓ ଅନ୍ୟାନ୍ୟ [ୱ୍ରିଟ୍ ପିଟିସନ୍ (ସିଭିଲ୍) ନଂ ୧୦୮୨/୨୦୨୦] ମାମଲା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହି ଅବସରରେ ସଚିବ ନବନୀତା ଦାଶ ମାଗଣା ଆଇନ ସେବା ପ୍ରଦାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ବିଷୟରେ ଚର୍ଚ୍ଚା କରିଥିଲେ ।

ସୁହାସ ଚାକମା ବନାମ ଭାରତ ସରକାର ଓ ଅନ୍ୟାନ୍ୟ ମାମଲା ସମ୍ବନ୍ଧରେ ସଚେତନତା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କୋଶଲ ସେନା ପକ୍ଷରୁ ନୂଆଁଖାଇ ଜୁହାର ଭେଟ୍‌ ଓ କୋଶଲ ସମାବେଶ ୨୦୨୬ ଆୟୋଜିତ