ସନାତନ ପ୍ରଧାନ /ବୌଦ୍ଧ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଅଧିନସ୍ଥ ପ୍ରାଥମିକ ଶିକ୍ଷକ ମାନଙ୍କ ବିଭିନ୍ନ ସମସୟାକୁ ନନଇ ଅଲ ଓଡିଶା ଏଲିନମଣ୍ଟରୀ ଶିକ୍ଷକ ଆନସାସିଏସନ(AOETA ),ନବୌଦ୍ଧ ଶାଖାର ଏକ ସାଧାରଣ ସଭା ଆଜି ତା-୧୧.୧୦.୨୦୨୬ ରିଖ (ରବିବାର) ଦିନ ୧୦ ଘଟିକା ସମୟନର କମମଚାରୀ ଭବନ,ନବୌଦ୍ଧ ଠାନର ଅନୁଷ୍ି ିତ ନ ାଇଯାଇଛି । ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀନିବାସ କ ଁ ର ଙ୍କ ସଭାପତିତ୍ଵନର ପ୍ରାଥମିକ ଶିକ୍ଷକ ମାନଙ୍କ ବିଭିନ୍ନ ସମସୟା ସମ୍ପକମନର ଆନଲାଚନା ନ ାଇଥିଲା । ବିନଶଷ କରି କୟାଡର ରୁଲ ଓ 6 ବଷମର ନନାସନାଲ ଇଙ୍କି ିନମଣ୍ଟ ପ୍ରଦାନ କରିବା ସମ୍ବଦ୍ଧୀୟ ପୁଙ୍ଖାନୁପୁଙ୍ଖ ଆନଲାଚନା କରଯାଇଥିଲା । ଜିଲ୍ଲାସ୍ତରୀୟ ସଂଘ ପଞ୍ଜୀକରଣ ଲିଗାଲ ଆଡଭାଇଜର ଆଇନଜୀବୀ ଶ୍ରୀଯୁକ୍ତ ଶ୍ରୀନିବାସ ସା ୁ ଙ୍କ ମାଧ୍ୟମନର ସମ୍ପାଦନ କରିବାକୁ ଆନଲାଚିତ ନ ଲା । ବରିଷ୍ି ଶିକ୍ଷକ ଶ୍ରୀବତ୍ସ ମନଡାଇ ଙ୍କ ପୃଷ୍ିନପାଷକତାନର ଉପସ୍ଥିତ ରାଜଶ୍ରୀ ମ ାପାତ୍ର,ଉପସଭାପତି ସାଧାରଣ ସମ୍ପାଦକ ବନବି ାରୀ ନଭାଇ, ଯୁଗ୍ମସମ୍ପାଦକ ଭକ୍ତିସିଦ୍ଧାନ୍ତ ନଭାଇ ,ବିମ୍ବାଧର ପ୍ରଧାନ। କାଯମୟକାରୀ ସମ୍ପାଦକ ସଚିଦାନନ୍ଦ ନାଏକ, ସପନ କୁମାର ବାରିକ ( ରଭଙ୍ଗା ବ୍ଲକ)ମନ ଶ ପଡା (କଣ୍ଟାମାଳବ୍ଲକ) ନକାଷାଧ୍ୟକ୍ଷ ଭଗବତ ନଦ ୁ ରୀ ଓ ଅଡିଟର ପ୍ରତାପ ସା ୁ ସନମତ ଅନୟ ଶିକ୍ଷକ ଉପସ୍ଥିତ ର ି ସଭାକୁ ସାଫଲୟ ମଡିତ କରିଥିନଲ । ପରିନଶଷନର ଶିକ୍ଷକ ଆଶିଷ ମ ାନ୍ତ ଧନୟବାଦ ପ୍ରଦାନ କଲ ଓ ସଭାପତି ସଭା ସାଙ୍ଗ ନଘାଷଣା କରିଥିନଲ ।


