ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଜଗତସିଂହପୁର : ବାଲିକୁଦା ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ର ସଂସଦର ଶପଥ ପାଠ

ଜଗତସିଂହପୁର : ବାଲିକୁଦା ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ର ସଂସଦର ଶପଥ ପାଠ – ସମୀକ୍ଷା ଖବର


ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 16/10/26 (ନି. ପ୍ର ): ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦା ମହାବିଦ୍ୟାଳୟର ଛାତ୍ର ସଂସଦ ର ନବନିର୍ବାଚିତ ଛାତ୍ର ନେତା ମାନଙ୍କର ଶପଥ ପାଠ ହୋଇଯାଇଛି |ମହାବିଦ୍ୟାଳୟର ଅଧକ୍ଷ ଡ଼ ଖିରୋଦ ପ୍ରସାଦ ନାୟକ ନିର୍ବାଚିତ ଛାତ୍ର ନେତାଙ୍କର ଶପଥ ପାଠ କରାଇଥିଲେ | ଶପଥ ନେଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ରୁଦ୍ର ନାରାୟଣ ଦାସ, ଅଭିଷେକ ବିଶ୍ୱାଳ, ସ୍ମୃତି ରେଖା ଜେନା, ଅଭିଜିତ ଜେନା, ବିଶାଳ ଗୋଛାୟତ, ଗୋରେଖନାଥ ଲେଙ୍କା, ଦୁର୍ଗା ପ୍ରସାଦ ପାଢ଼ୀ, ଓମ ପ୍ରକାଶ ଦାସ, ଆଶୁତୋଷ ବାରିକ, ରାଣୁବାଳା ସ୍ୱାଇଁ, ରଶ୍ମି ରଞ୍ଜନ ସାହୁ ଓ ଲିପ୍ସା ନାୟକ| ଏହି ଅବସରରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ସହକର୍ମଚାରୀ, ପତ୍ରକାର ତଥା ପରିଚାଳନା କମିଟି ର ସଭ୍ୟ ସବୁ ଉପସ୍ଥିତ ଥିଲେ |

ଜଗତସିଂହପୁର : ବାଲିକୁଦା ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ର ସଂସଦର ଶପଥ ପାଠ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର:ଅବକାରୀ ବିଭାଗକୁ ବଡ ସଫଳତା।୬୧ ଗ୍ରାମର ହେରୋଇନ, ‌ସ୍କୁଟି ସହ ଅଭିଯୁକ୍ତ ଗିରଫ