୫୯ ଜାତୀୟ ରାଜପଥରେ ପିଆଜ ବୋଝେଇ ପିକଅପ୍ ଦୁର୍ଘଟଣା୧୧ କେଭି ବିଦ୍ୟୁତ ଖୁଣ୍ଟ ଚୁରମାର, ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ୨ ସାଥୀ
ମୁରିବାହାଲ, ୨୬/୦୬./୨୬ ଭଗବାନ ମହାନ୍ତି: ବିଳମ୍ବିତ ରାତିରେ ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜପଥରେ ଏକ ପିଆଜ ବୋଝେଇ ପିକଅପ୍ ଗାଡି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଛି। ଡ୍ରାଇଭର ପ୍ରତାପ ଖୁଟେ, (୨୦), କହିବା ଅନୁଯାୟୀ ରାଇପୁରରୁ କେସିଙ୍ଗାକୁ ପିଆଜ ବୋଝେଇ ପିକଅପ୍ ଗାଡି ନଂ CG 04 QU 0672 ନେଇ ଆସିବା ସମୟରେ ପାଖାପାଖି ରାତି ୨ଟାରେ ତାଙ୍କୁ ନିଦ ଲାଗିଯାଇଥିଲା। ଫଳରେ ଗାଡିଟି ୧୧ କେଭି…