ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
“ଦ କ୍ଲେ କଣ୍ଟିନ୍ୟୁଅମ ” ଟେରାକୋଟା ପ୍ରଦର୍ଶନୀ ଉଦ୍ଘାଟିତ: ପାରମ୍ପରିକ ଓ ସମସାମୟିକ ଶିଳ୍ପୀଙ୍କ ଅପୂର୍ବ ସମନ୍ୱୟ – ସମୀକ୍ଷା ଖବର

“ଦ କ୍ଲେ କଣ୍ଟିନ୍ୟୁଅମ ” ଟେରାକୋଟା ପ୍ରଦର୍ଶନୀ ଉଦ୍ଘାଟିତ: ପାରମ୍ପରିକ ଓ ସମସାମୟିକ ଶିଳ୍ପୀଙ୍କ ଅପୂର୍ବ ସମନ୍ୱୟ

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର ୨/୦୯/୨୬- ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର,ଖାରବେଳ ନଗରଠାରେ ଉଦ୍ଘାଟିତ ହୋଇଯାଇଛି ପାରମ୍ପରିକ ଓ ସମସାମୟିକ ଟେରାକୋଟା ପ୍ରଦର୍ଶନୀ ” ଦ କ୍ଲେ କଣ୍ଟିନ୍ୟୁଅମ୍”।ପ୍ରଦର୍ଶନୀକୁ ଅନ୍ୟ ଅତିଥିମାନଙ୍କ ସହ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ବିନୋଦ ମହାରଣା ଯୋଗଦେଇ ଓଡ଼ିଶାର ପାରମ୍ପରିକ କାଳରୁ ସମସାମୟିକ କଳା ପ୍ରସ୍ତୁତ ହେଲେ କଳାର ପ୍ରକୃତ ଉନ୍ନତି ସାଧିତ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି…

Read More
ପାଇକମାଳ:ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ନେଇ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ । – ସମୀକ୍ଷା ଖବର

ପାଇକମାଳ:ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ନେଇ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ।

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ସହିତ ପାରମ୍ପରିକ ବିହନ ଓ କୃଷି ପରମ୍ପରାର ସୁରକ୍ଷା ଉଦ୍ଦେଶ୍ୟରେ ଆଜି ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶାରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ପ୍ରକଳ୍ପ ଅଧୀନରେ ଦେବଦତ୍ତ କ୍ଲବ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ-ତଥା-ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା…

Read More
ପଞ୍ଚାୟତ ଓ ପୌର ନିର୍ବାଚନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ: ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ବୁଲିବେ ବୁଥ ସ୍ତରୀୟ ଅଧିକାରୀ – ସମୀକ୍ଷା ଖବର

ପଞ୍ଚାୟତ ଓ ପୌର ନିର୍ବାଚନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ: ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ବୁଲିବେ ବୁଥ ସ୍ତରୀୟ ଅଧିକାରୀ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର,୩୧ ଅଗଷ୍ଟ ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ  ଭୋଟର ତାଲିକାରେ ଥିବା ତ୍ରୁଟି ଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଭୁବନେଶ୍ୱର ମହାନଗର ନିଗମରେ (ବିଏମସି) ଆରମ୍ଭ ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମସି ଅଧୀନରେ…

Read More
ଆମରି ସତ୍ୟ ପତ୍ରିକାର ଷୋଡଶ ବାର୍ଷିକ ଉତ୍ସବ -୨୦୨୬ ଅନୁଷ୍ଠିତ – ସମୀକ୍ଷା ଖବର

ଆମରି ସତ୍ୟ ପତ୍ରିକାର ଷୋଡଶ ବାର୍ଷିକ ଉତ୍ସବ -୨୦୨୬ ଅନୁଷ୍ଠିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ , ଖୋରଧା, ୩୦/୮- ଆମରି ସତ୍ୟ ପତ୍ରିକାର ଷୋଡ଼ଶ ବାର୍ଷିକ ଉତ୍ସବ- ୨୦୨୬ ସମ୍ପାଦକ ଡ. ପ୍ରସନ୍ନ କୁମାର ଜେନାଙ୍କ ସଭାପତିତ୍ବରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟକ ଭାବରେ ମେଜର କ୍ଷିରୋଦ ପ୍ରସାଦ ମହାନ୍ତି ଯୋଗଦେଇ ପୁସ୍ତକ ପଠନ ଦ୍ବାରା ଅନ୍ତଃକରଣ ଶୁଦ୍ଧି ଓ ବୌଦ୍ଧିକ ବିକାଶ ହୁଏ ବୋଲି ମତ ପ୍ରକାଶ କରିଥିଲେ। ବରିଷ୍ଠ ଅନୁବାଦକ ଶ୍ରୀଯୁକ୍ତ ତୁଳସୀ…

Read More
ଚିଲିକାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି କୁ ନେଇ ଆଇନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ – ସମୀକ୍ଷା ଖବର

ଚିଲିକାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି କୁ ନେଇ ଆଇନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା ,୩୦/୮ – ଆଜି ଚିଲିକା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର, ଶିକ୍ଷାର ମାନବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ପାସ ହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ…

Read More
ଜିଲ୍ଲା ସ୍ତରୀୟ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ ସମାରୋହ -୨୦୨୬, ସମୃଦ୍ଧ ଓଡିଶା ପାଇଁ ପ୍ରତ୍ୟେକ ମହିଳା ଉଦଯୋଗୀ ହେବାକୁ ପଡ଼ିବ- ମନ୍ତ୍ରୀ – ସମୀକ୍ଷା ଖବର

ଜିଲ୍ଲା ସ୍ତରୀୟ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ ସମାରୋହ -୨୦୨୬, ସମୃଦ୍ଧ ଓଡିଶା ପାଇଁ ପ୍ରତ୍ୟେକ ମହିଳା ଉଦଯୋଗୀ ହେବାକୁ ପଡ଼ିବ- ମନ୍ତ୍ରୀ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ , ୨୮/୮-: ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ‘ସୁଭଦ୍ରା’ ପରିବାର ଓ ସମାଜକୁ ଠିକଣା ରାସ୍ତାରେ ଚାଲିବାକୁ ପଥ ଦେଖାଇଥାଏ l ଓଡ଼ିଶାର ମା ‘, ଭଉଣି ମାନଙ୍କୁ ଶସକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଅଟେ l ମୁକ୍ତିମନ୍ତ ରୂପ ଓ ସକ୍ଷମ ହୋଇ ନିଷ୍ଠାର ସହ ମହିଳାମାନେ ସୁଭଦ୍ରା ସହାୟତାରେ ନିଜେ ଉଦଯୋଗି ହୋଇ ଅନ୍ୟ ପାଇଁ ପଥ ଉନ୍ମୁକ୍ତ କରି…

Read More
ନେପାଳ ପଶୁପତିନାଥ ଦର୍ଶନରେ ଯାଇ ଦମ୍ପତି ନିଖୋଜ , ଚିନ୍ତାରେ ପରିବାର, ସରକାରୀ ସହାୟତା ଲୋଡ଼ିଲେ – ସମୀକ୍ଷା ଖବର

ନେପାଳ ପଶୁପତିନାଥ ଦର୍ଶନରେ ଯାଇ ଦମ୍ପତି ନିଖୋଜ , ଚିନ୍ତାରେ ପରିବାର, ସରକାରୀ ସହାୟତା ଲୋଡ଼ିଲେ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ : ୨୭।୮: ନେପାଳରେ ଉପୁଜିଥିବା ଅସ୍ଥିର ପରିସ୍ଥିତି ମଧ୍ୟରେ ଓଡ଼ିଶାର ୬ ଜଣ ଫୁଟବଲ ଖେଳାଳି ସୁରକ୍ଷିତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଖୋରଧା ର ଏକ ଦମ୍ପତି ନିଖୋଜ ଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି। ଜେମାଦେଇ ଅଞ୍ଚଳର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିର୍ଦ୍ଧାର୍ଥୀ ସାହୁ ନେପାଳ ଯାତ୍ରା ସମୟରୁ ପରିବାର ସହ ଯୋଗାଯୋଗରେ…

Read More
ଖୋରଧା: ଭଡ଼ା ଘରୁ ୨୧.୮ ଗଞ୍ଜେଇ ସହିତ ମୋବାଇଲ ଜବତ, ଜଣେ ଗିରଫ – ସମୀକ୍ଷା ଖବର

ଖୋରଧା: ଭଡ଼ା ଘରୁ ୨୧.୮ ଗଞ୍ଜେଇ ସହିତ ମୋବାଇଲ ଜବତ, ଜଣେ ଗିରଫ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ : ୨୭/୮ : ଖୋରଧା ସହରର ମହାରଣା ସାହିରେ ଥିବା ଏକ ଭଡ଼ାଘରୁ ୨୧.୮ କେଜି ଗଞ୍ଜେଇ ଜବତ ଘଟଣାକୁ ନେଇ ଶିଳ୍ପାଞ୍ଚଳ ଥାନା ପୁଲିସର ତଦନ୍ତ ଆରମ୍ଭ। ନିଶାଦ୍ରବ୍ୟକୁ କେବଳ ନିଜ ପାଖରେ ରଖାଯାଇଥିଲା ନା ଏହି ଭଡ଼ାଘରଟି ଏକ ବଡ଼ ଗଞ୍ଜେଇ ଚାଲାଣ ଚକ୍ରର ଅସ୍ଥାୟୀ ଗୋଦାମ ଭାବେ ବ୍ୟବହୃତ ହେଉଥିଲା, ତାହା ଏବେ ତଦନ୍ତର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଘଟଣାରେ…

Read More
ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ – ସମୀକ୍ଷା ଖବର

ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ

ଭୁବନେଶ୍ୱର/ସମୀକ୍ଷା ନିୟୁଜ/ ୨୭ା୦୮: ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ଏକ ବୃହତ୍‌ ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ପ୍ରାୟ ୫୦୦ ଜଣ ଅଂଶଗ୍ରହଣ କରିଥିବାବେଳେ ୧୮୨ ଜଣ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ବଣ୍ଟନ କରାଯାଇଛି। ଏହି ଅବସରରେ ମୋଟରାଇଜଡ଼ ବ୍ୟାଟେରୀ ଚାଳିତ ଯାନ, ହ୍ୱିଲଚେୟାର, ଟ୍ରାଇସାଇକେଲ, କମୋଡ୍ ହ୍ୱିଲଚେୟାର, କ୍ରଚ୍, ସହାୟକ ବେଲ୍ଟ, ଭେଷ୍ଟ ଓ ହିୟାରିଂ ଏଡ୍‌ ଆଦି ଉପକରଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।…

Read More
ଭୁବନେଶ୍ୱର:ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ୧୭ ତମ ଶ୍ରାଦ୍ଧ ଦିବସ ପାଳିତ – ସମୀକ୍ଷା ଖବର

ଭୁବନେଶ୍ୱର:ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ୧୭ ତମ ଶ୍ରାଦ୍ଧ ଦିବସ ପାଳିତ

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର,୨୫/୦୮/୨୬: ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତି ଓଡ଼ିଶାରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜଣକ ଭାବେ ପରିଚିତ।ତାଙ୍କ ଦ୍ୱାରା ନିର୍ମିତ ଶୈଳବାଳା ମହାବିଦ୍ୟାଳୟରେ ୧୯୫୭ ମସିହାରେ ସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଓଡ଼ିଶାର ପ୍ରଥମ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି।ଭାରତର ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପୂର୍ଣ୍ଣବୟବ ବ୍ରୋଞ୍ ପ୍ରତିମୂର୍ତ୍ତି ମଧ୍ୟ ସେ ନିର୍ମାଣ କରିଥିଲେ।ପୁରାତନ ସାଂସଦ ଭବନରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ଓ ଓଡ଼ିଆ ଭାଷା,ସାହିତ୍ୟ…

Read More