ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ମାଲକାନଗିରି ବଲାଙ୍ଗୀର ନୂଆପଡ଼ା ରାୟଗଡ଼ା
ମାଲକାନଗିରି ବସଷ୍ଟାଣ୍ଡ ଶିଶୁ ଉଦ୍ୟାନରେ ଭୟାବହ ଅଗ୍ନିକାଣ୍ଡ – ସମୀକ୍ଷା ଖବର

ମାଲକାନଗିରି ବସଷ୍ଟାଣ୍ଡ ଶିଶୁ ଉଦ୍ୟାନରେ ଭୟାବହ ଅଗ୍ନିକାଣ୍ଡ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୭/୦୬/୨୬​ ରାତିର ଅନ୍ଧାରରେ ଅଗ୍ନିର କରାଳ ରୂପ ଦେଖିଲା ଉପାନ୍ତ ମାଲକାନଗିରି ଜିଲ୍ଲା। ମାଲକାନଗିରି ସଦର ମହକୁମା ବସଷ୍ଟାଣ୍ଡ ପରିସରରେ ଥିବା ଶିଶୁ ଉଦ୍ୟାନରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ହୁତୁ ହୁତୁ ହୋଇ ଜଳୁଥିବା ଏହି ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଏହାକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ଦୀର୍ଘ ୩ ଘଣ୍ଟା କାଳ କଠିନ ପରିଶ୍ରମ…

Read More
ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ପ୍ରଶାସନର କଡ଼ା ଆଭିମୁଖ୍ୟ: ମାଲକାନଗିରି ଜିଲ୍ଲାପାଳଙ୍କ ସମୀକ୍ଷା ପରେ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ – ସମୀକ୍ଷା ଖବର

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ପ୍ରଶାସନର କଡ଼ା ଆଭିମୁଖ୍ୟ: ମାଲକାନଗିରି ଜିଲ୍ଲାପାଳଙ୍କ ସମୀକ୍ଷା ପରେ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ରପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୫/୦୬/୨୬ଜିଲ୍ଲାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରଶଂସନୀୟ ତଥା ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୮୮ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ ସର୍ଦ୍ଦାରଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ଏବଂ ବିଦ୍ୟାଳୟ ପରିଚାଳନାରେ ଅନିୟମିତତା ଅଭିଯୋଗରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ଏବଂ…

Read More
ମାଲକାନଗିରି ବନ ବିଭାଗ ଦ୍ୱାରା ୩୧୧ କଇଁଛ ଜବତ ସହ ଗୋଟିଏ ବୋଲେର ଓ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ – ସମୀକ୍ଷା ଖବର

ମାଲକାନଗିରି ବନ ବିଭାଗ ଦ୍ୱାରା ୩୧୧ କଇଁଛ ଜବତ ସହ ଗୋଟିଏ ବୋଲେର ଓ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୫/୦୬/୨୬ କିଛି ବିଶେଷ ସୁତ୍ରରୁ ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ମାଲକାନଗିରି ବନାଧିକାରୀ ୨୫-୬-୨୬ ତାରିଖ ଦିନ ମାଲକାନଗିରିର ପଦ୍ମଗିରି ଛକ ନିକଟରେ ବନବିଭାଗର ସ୍ୱତନ୍ତ୍ର ଟିମ ଜଗିରହିଥିଲେ।କିଛି ସମୟପରେ OD-07C-9921 ନମ୍ବର ବିଶିଷ୍ଟ ଏକ ବୋଲେରୋ ପ୍ଲସ୍ ଦ୍ରୁତ ଗତିରେ ଯାଉଥିବା ଦେଖି ଗାଡିଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଗାଡ଼ି ମଧ୍ୟରୁ ମୋଟ ୩୩୧ ଟି କଇଁଛ (ପ୍ରାୟ 5.7 କ୍ୟୁଣ୍ଟାଲ) ଗାଡିରେ ବେଆଇନ ଭାବରେ…

Read More