ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବରଗଡ ରେ ବିଡା ବିଡା ନକଲି ନୋଟ୍

ବରଗଡ ରେ ବିଡା ବିଡା ନକଲି ନୋଟ୍ – ସମୀକ୍ଷା ଖବର


ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ:
ବରଗଡ ରେ ଧରାପଡିଲା ୪୫ ହଜାର ଟଙ୍କା ର ନକଲି ନୋଟ୍ ଏହି ମାମଲାରେ ନାବାଳିକ କୁ ବରଗଡ ଟାଉନ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ତେବେ ବରଗଡ ସହରର ସ୍ବାଗତ ସାହୁ ଜଣେ ଯୁବକ ନିଜ ଓଲା ସ୍କୁଟି କୁ ବିକ୍ରୀ ପାଇଁ olx ରେ ବିଜ୍ଞାପନ ଦେବା ପରେ ତାଙ୍କ ସ୍କୁଟି କିଣିବାକୁ ଆସିବା ଆସି ତାଙ୍କୁ ପ୍ରାୟ ୪୫ ହଜାର ଟଙ୍କାରେ ସ୍କୁଟି କିଣା ପାଇଁ ଡ଼ିଲ ଫାଇନାଲ ହୋଇଥିଲା ତେବେ ଏହି ଟଙ୍କାକୁ ଗଣିବା ବେଳେ ନକଳି ହୋଇଥିବା ସନ୍ଦେହ ହେବାରୁ ସେ ପ୍ରଥମେ ବ୍ୟାଙ୍କ୍ ଓ ତା ଟାଉନ୍ ଥାନା ଦ୍ବାରସ୍ଥ ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ ଏ ନେଇ ବରଗଡ ପୋଲିସ୍ ତଦନ୍ତ ଆରମ୍ଭ କରିବା ସହ ଜଣେ ନାବାଳକ କୁ ଅଟକରଖି ଅଧିକ ତଦନ୍ତ ଜାରି ରଖିଛି ଏହି ନକଲି ନୋଟ୍ ରେ ୫୦୦,୨୦୦ ଓ ୧୦୦ ଟଙ୍କିଆ ନୋଟ୍ ରହିଛି ତେବେ କେଉଁ ସ୍ଥାନରୁ ନକଲି ନୋଟ୍ ଆସିଲା ତା ସହ ଏହି ମାମଲାରେ ଆଉ କାହାର ସଂପୃକ୍ତି ରହିଛି ସେ ପୋଲିସ ଅଧିକ ତଦନ୍ତ ଜାରି ରଖିଛ

ବରଗଡ ରେ ବିଡା ବିଡା ନକଲି ନୋଟ୍ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପରିବେଶ-ଅନୁକୂଳ ପୂଜା ପାଳନ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆହ୍ୱାନ