ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଗୋ ମାତା ସୁରକ୍ଷା ଯୋଜନା ବେଲ୍ଟ ପିନ୍ଧା ଯିବାର କାର୍ଯ୍ୟର ଶୁଭାରମ୍ଭ

ଗୋ ମାତା ସୁରକ୍ଷା ଯୋଜନା ବେଲ୍ଟ ପିନ୍ଧା ଯିବାର କାର୍ଯ୍ୟର ଶୁଭାରମ୍ଭ – ସମୀକ୍ଷା ଖବର

ଲିପିକା ଦାସ / ସ୍ୱତନ୍ତ୍ର ପ୍ରତିନିଧି /ରାଉରକେଲା : 12/08/26 ପ୍ରାଣୀ ସମ୍ପଦ ବିକାଶ ବିଭାଗ, ସୁନ୍ଦରଗଡ଼, ପାନପୋଷ ଉପଖଣ୍ଡରେ ଅଦ୍ୟ ” ଗୋ ମାତା ସୁରକ୍ଷା ଯୋଜନା ” ଅନ୍ତର୍ଗତ ବୁଲା ଗାଈ ଗୋରୁ ମାନଙ୍କୁ ରିଫଲେକ୍ଟିଭ ରେଡ଼ିଅମ ବେଲ୍ଟ ପିନ୍ଧା ଯିବାର କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା. ଏହି ସମୟରେ ସୁଶ୍ରୀ ଦିନାହ ଦାସ୍ତା୍ଗୀର, କମିଶନର ଆର.ଏମ. ସି, ଡା8 ପ୍ରସନ୍ନ କୁମାର ମହାରଣା ଏସ ଡ଼ି ଭି ଓ, ପାନପୋଷ, ଶ୍ରୀଯୁକ୍ତ ତରୁଣ କାନ୍ତ, ଡେପୁଟି କମିଶନର, ଆର.ଏମ. ସି, ଶ୍ରୀଯୁକ୍ତ ମାନସ ପୃଷ୍ଟି, ଏମ ଭି ଆଇ ରାଉରକେଲା ଏବଂ ଉପଖଣ୍ଡର ବିଭିନ୍ନ ବ୍ଲକର ପ୍ରାଣୀ ଚିକିତ୍ସକମାନେ, ଆନିମଲ ହେଲ୍ପ ଲାଇନର କର୍ମଚାରୀ ଏବଂ ଆର. ଏମ.ସି. ର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରି ଥିଲେ I ଓଡିଶା ସରକାରଙ୍କ ତରଫରୁ ରାସ୍ତାରେ ଘଟୁଥିବା ଦୁର୍ଘଟଣାରେ ମନୁଷ୍ୟ ଏବଂ ଗାଈ ଗୋରୁଙ୍କର ପ୍ରଣାହାନିରୁ ରକ୍ଷା କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି I ଆଗାମୀ ଦିନରେ ଜାତୀୟ ରାଜପଥ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଂଚଳରେ 3000 ବୁଲାଗୋରୁଙ୍କୁ ଏହି ବେଲ୍ଟ ପିନ୍ଧାଇବାର ଲକ୍ଷ ଧାର୍ଯ୍ୟ କରାଯାଇଛି I.

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ତାଳଚେର ମ୍ୟୁନିସିପାଲିଟିର ବେପରୁଆ ନୀତି: ପବିତ୍ର ମୋହନ ମାର୍ଗରେ ମରଣଚାନ୍ଦ, ପ୍ରଶାସନ ଆଖିରେ ଲୁଗା