ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

30 ଲକ୍ଷରୁଉର୍ଦ୍ଧ୍ୱଟଙ୍କା ମୂଲ୍ୟର 105 ଟି ହଜି ଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର

30 ଲକ୍ଷରୁଉର୍ଦ୍ଧ୍ୱଟଙ୍କା ମୂଲ୍ୟର 105 ଟି ହଜି ଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର – ସମୀକ୍ଷା ଖବର

ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ:

ନୟାଗଡ଼. 13.10.2026: ଆରକ୍ଷୀଅଧୀକ୍ଷକଙ୍କନିର୍ଦ୍ଦେଶକ୍ରମେଏବଂସାଇବରଥାନାରତତ୍ତ୍ୱାବଧାନରେ ,ନୟାଗଡ଼ ପୋଲିସ ଦ୍ଵାରା 30 ଲକ୍ଷରୁଉର୍ଦ୍ଧ୍ୱଟଙ୍କା ମୂଲ୍ୟର 105 ଟି ହଜି ଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର, ମୋବାଇଲ ମେଳାରେ ବଣ୍ଟନଆଜି ଜିଲ୍ଲା ପୋଲିସମୁଖ୍ୟାଳୟପରିସରରେ, ପୋଲିସ ପକ୍ଷରୁ ଏକ ବିଶାଳ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ 105 ଗୋଟି ହଜି ଯାଇଥିବା ଦାମୀ ମୋବାଇଲ ଫୋନ୍ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଫେରସ୍ତକରାଯାଇଛି।ଏହିମୋବାଇଲ୍ଫୋନ୍‌ଗୁଡ଼ିକବିଭିନ୍ନଜିଲ୍ଲା (ଖୋର୍ଦ୍ଧା, କଟକ, ଗଞ୍ଜାମ, ବାଲେଶ୍ୱର, କନ୍ଧମାଳ, କୋରାପୁଟ,ଭୁବନେଶ୍ୱରଓଢେଙ୍କାନାଳ), ରାଜ୍ୟତଥାରା ଜ୍ୟବାହାର (ପଶ୍ଚିମବଙ୍ଗ, ଝାଡ଼ଖଣ୍ଡଓକର୍ଣ୍ଣାଟକ)ରୁଉଦ୍ଧାରକରାଯାଇଛି।

30 ଲକ୍ଷରୁଉର୍ଦ୍ଧ୍ୱଟଙ୍କା ମୂଲ୍ୟର 105 ଟି ହଜି ଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସୋହେଲା ଦୁର୍ଗାପୂଜା ରାମଲୀଲା ମହୋତ୍ସବ: ମୁକ୍ତାକାଶ ମଞ୍ଚରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଏବଂ ରୁଷି ବିଶ୍ଵାମିତ୍ରଙ୍କ ଗଙ୍ଗାରେ ନୌକା ଯାତ୍ରା ଏବଂ ଭରତ ମିଳନ ଉପାଖ୍ୟାନ ମଞ୍ଚସ୍ଥ