ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ଦୀର୍ଘ ଆଠ ବର୍ଷ ପରେ କଲେଜ ଇଲେକ୍ସନ କରାଯାଉ ଥିବା ବେଳେ ଛାତ୍ର ଛାତ୍ରୀ ସମସ୍ତ ଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ମତଦାନ ଚାଲିଥିବା ଦେଖିବାକୁ ମିଳିଛି l ଏଥିରେ ପ୍ପ୍ରାଥି ମାନଙ୍କ ମଧ୍ୟରେ ଏଇ ଇଲେକ୍ସନ କୁ ନେଇ ପାରାଦୀପ ମହାବିଦ୍ୟାଳୟ ସରଗରମ ହୋଇ ଉଠିଥିବା ଦେଖା ଯାଉଛି l ଏଥିରେ ତିନୋଟି ଦଳ ବିଜେପି, ବିଜେଡି, ଓ ଜଣେ ସ୍ଵାଧୀନ ପ୍ରାର୍ଥୀ ଦେଇଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ମନରେ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଛି l ଏହି ଇଲେକ୍ସନ କୁ ନେଇ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୃତ୍ୟ ୟନ୍ କରାଯାଇ ଥିବା ଦେଖିବାକୁ ମିଳିଛି l ଏହି ଇଲେକ୍ସନ ରେ ଟୋଟାଲ ୬୯୦ଭୋଟ ପୁଲିଙ୍ଗ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ ଅଧାରୁ ଅଧିକ ଭୋଟ ପୁଲିଙ୍ଗ ହୋଇଥିବା ଜଣା ଯାଇଛି l






