ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ସରଗରପାଲି ଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ

ସରଗରପାଲି ଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ – ସମୀକ୍ଷା ଖବର

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣପୁର:
*ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲଜ ମାଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ.ହୋଇଯାଇଛି.ଅଶ୍ୱିନୀ ମାସ ସପ୍ତମୀ ତିଥିରେ ଏହି ରାବଣ ଦରବାର ଉତଘାଟିତ ହୋଇଯାଇଛି.ମୁଖ୍ୟ ଅତିଥି ଭାବେ ସାଂସଦ ନମୁନି ସାନନ୍ଦ ମେହେର ଯୋଗଦେଇ ଉତଘାଟନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ସାଗରପାଲି ଦୁର୍ଗାପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ. ରାବଣ ଦରବାର ଦେଖିବା ପାଇଁ ସାଗରପାଲି ଏବଂ ଅଖା ପାଖ ଗ୍ରାମର ହଜାର ହଜାର ଦର୍ଶକ ମନ ଭରି ଉପଭୋଗ କରିଥିଲେ

ସରଗରପାଲି ଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ