ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବାନ୍ଦୁପଲା କ୍ଲଷ୍ଟରରେ ନବ ଭାରତ ସାକ୍ଷରତା (ଉଲ୍ଲାସ) ପରୀକ୍ଷା : ୩୦୩ ଶିକ୍ଷାର୍ଥୀ ଦେଲେ ପରୀକ୍ଷା

ବାନ୍ଦୁପଲା କ୍ଲଷ୍ଟରରେ ନବ ଭାରତ ସାକ୍ଷରତା (ଉଲ୍ଲାସ) ପରୀକ୍ଷା : ୩୦୩ ଶିକ୍ଷାର୍ଥୀ ଦେଲେ ପରୀକ୍ଷା – ସମୀକ୍ଷା ଖବର

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଲା କ୍ଲଷ୍ଟର ଅନ୍ତର୍ଗତ ଲେତେରମାଲ, ଚଲକି, ଖୁଜେନପାଲି, ଅନ୍ତର୍ଲା, ସରଗୁଲ, ଭଣ୍ଡାରବାଞ୍ଜି, ସନ୍ଧିବାହାଲି, ବାନ୍ଦୁପଲା, ହୀରାପୁର, ଯଇଁତରା, ନୂଆପଡ଼ା, ଜାମିଲିଶର, ବାଙ୍କେଲ ଓ କର୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଭାରତ ସରକାରଙ୍କ ପ୍ରାୟୋଜିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଭାରତରୁ ନିରକ୍ଷରତା ଦୂର କରି ସମସ୍ତଙ୍କୁ ସାକ୍ଷର କରିବା ଦିଗରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଭାରତ ସରକାରଙ୍କ ପକ୍ଷରୁ ଏହି ଅଭିନବ ପଦକ୍ଷେପ ନିଆଯାଇଛି।

ବାନ୍ଦୁପଲା କ୍ଲଷ୍ଟରରେ ନବ ଭାରତ ସାକ୍ଷରତା (ଉଲ୍ଲାସ) ପରୀକ୍ଷା : ୩୦୩ ଶିକ୍ଷାର୍ଥୀ ଦେଲେ ପରୀକ୍ଷା – ସମୀକ୍ଷା

ଉକ୍ତ କାର୍ଯ୍ୟକ୍ରମରେ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବାନ୍ଦୁପଲା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ପ୍ରାୟ ୩୦୩ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସମସ୍ତ ବିଦ୍ୟାଳୟର ଶିକ୍ଷକମାନେ ଏହି ପରୀକ୍ଷା ପରିଚାଳନା କରିଥିବାବେଳେ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମାଝୀ ଓ ସିଆରସିସି ଲିଲୁ ମୋହନ ପ୍ରଧାନ ତଦାରଖ ଦାୟିତ୍ୱରେ ରହିଥିଲେ।

ବାନ୍ଦୁପଲା କ୍ଲଷ୍ଟରରେ ନବ ଭାରତ ସାକ୍ଷରତା (ଉଲ୍ଲାସ) ପରୀକ୍ଷା : ୩୦୩ ଶିକ୍ଷାର୍ଥୀ ଦେଲେ ପରୀକ୍ଷା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁରିବାହାଲ ବ୍ଲକରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ