ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଯାଜପୁର ରୋଡ ଆଦର୍ଶ ଥାନା ରୁ ନ୍ୟାୟ ନ ପାଇଁ ଏସପି ଙ୍କ ଦ୍ଵାରସ୍ଥ ହେଲେ ପାଢ଼ୀ ମୋବାଇଲ ଓନର ଦୀପକ କୁମାର ପାଢ଼ୀ

ଯାଜପୁର ରୋଡ ଆଦର୍ଶ ଥାନା ରୁ ନ୍ୟାୟ ନ ପାଇଁ ଏସପି ଙ୍କ ଦ୍ଵାରସ୍ଥ ହେଲେ ପାଢ଼ୀ ମୋବାଇଲ ଓନର ଦୀପକ କୁମାର ପାଢ଼ୀ – ସମୀକ୍ଷା ଖବର

ବିଶ୍ୱଜିତ ଦାଶ / କୋରେଇ ସାମ୍ବାଦିକ/ ସମୀକ୍ଷା ନ୍ୟୁଜ :

ଗତ ମାର୍ଚ୍ଚ ମାସ ରେ ଯାଜପୁର ରୋଡ ସ୍ଥିତ ପାଢ଼ୀ ମୋବାଇଲ ଦୋକାନ ରୁ ଚୋରି ଘଟଣା ରେ ନ୍ୟାୟ ନ ପାଇବାରୁ ଏସପି ଙ୍କ ଦ୍ଵାରସ୍ଥ ହେବା ସହିତ ମୁହଁ ଖୋଲିଲେ ଦୋକାନ ର ମାଲିକ ଦୀପକ କୁମାର ପାଢ଼ୀ.ଯାଜପୁର ରୋଡ ପୋଲିସ ଦୀର୍ଘ ଛ ମାସ ଧରି ମାମଲା ରୁଜୁ କରିଥିଲେ ମଧ୍ୟ ନାଁ ଆଜି ପର୍ଯ୍ୟନ୍ତ ମିଳିଛି କୌଣସି ମୋବାଇଲ ନାଁ ଧରାପଡିଛନ୍ତି କୌଣସି ଆସାମୀ କୁ . ସୂଚନା ମୁତାବକ ଗତ ମାର୍ଚ୍ଚ 24ତାରିଖ ରାତିରେ 5ଜଣ ଦୁର୍ବୁତ୍ତ ଯାଜପୁର ରୋଡ ବସଷ୍ଟାଣ୍ଡ ବାଇପାସ ରେ ଥିବା ପାଢ଼ୀ ମୋବାଇଲ ର ସଟର ଭାଙ୍ଗି ଲକ୍ଷାଧିକ ଟଙ୍କା ର ମୋବାଇଲ ଓ ଟଙ୍କା ଲୁଟିନେଇଥିଲେ ଯାହାର ସମ୍ପୂର୍ଣ ଭିଡିଓ ସିସିଟିଭି ରେ କଏଦ ହୋଇଛି.କିନ୍ତୁ ପୋଲିସ ମାମଲା ରୁଜୁ କରି ହାତ ବାନ୍ଧି ବସିଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି. ଚୋର ଙ୍କୁ ଖୋଜିବାକୁ ପୋଲିସ ମାଲିକ ସହିତ ଟଙ୍କା ଖର୍ଚ୍ଚ କରି ବିହାର ଯାଇଥିଲେ ମଧ୍ୟ ଚୋର କୁ ନ ଧରି ଫେରିଆସିଥିବା ମଧ୍ୟ ଅଭିଯୋଗ କରିଛନ୍ତି.ସେ ନୂତନ ଦୋକାନ କରି ହାତରୁ ଋଣ ସୁଜୁଥିବା ବେଳେ ମାନସିକ ଦୁଶ୍ଚିନ୍ତା ରେ ରହୁଥିବା ମଧ୍ୟ କହିଥିଲେ. ଏଥିପାଇଁ ଆଜି ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ଶହ ତୁରନ୍ତ ନ୍ୟାୟ ନ ମିଳିଲେ ସେ ବାଧ୍ୟ ହୋଇ ପୋଲିସ ମହାନିର୍ଦେଶକ ଓ ଆଇନି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରେ ଦ୍ଵାରସ୍ତ ହେବେ ବୋଲି ଦୋକାନ ର ମାଲିକ ଦୀପକ କୁମାର ପାଢ଼ୀ ସୂଚନା ଦେଇଥିଲେ.

ଯାଜପୁର ରୋଡ ଆଦର୍ଶ ଥାନା ରୁ ନ୍ୟାୟ ନ ପାଇଁ ଏସପି ଙ୍କ ଦ୍ଵାରସ୍ଥ ହେଲେ ପାଢ଼ୀ ମୋବାଇଲ ଓନର ଦୀପକ କୁମାର ପାଢ଼ୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାୟଗଡ଼ା ପୌର ଉପାଧ୍ୟକ୍ଷା ପଦ ପାଇଁ ୨୯ରେ ଉପନିର୍ବାଚନ ,ରାଜନୈତିକ ସମୀକରଣ ମଧ୍ୟରେ କାହା ହାତକୁ ଯିବ ଉପାଧ୍ୟକ୍ଷା ପଦ