ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୩ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୨୬ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୪୪ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୧ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Udayagiri Buddha Mahotsav: ରାଜ୍ୟ ସ୍ତରୀୟ ୧୭ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦ୍ଘାଟିତ

Udayagiri Buddha Mahotsav: ରାଜ୍ୟ ସ୍ତରୀୟ ୧୭ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦ୍ଘାଟିତ – ସମୀକ୍ଷା ଖବର

ଅଜୟ କୁମାର ଦାଶ/ ବଡ଼ଚଣା ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ବଡ଼ଚଣା,୨୧/୧୧ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରେ ୧୭ତମ ରାଜ୍ୟ ସ୍ତରୀୟ ବୁଦ୍ଧ ମହୋତ୍ସବ ବିଶିଷ୍ଟ ଐତିହାସିକ ତଥା ବୌଦ୍ଧ ଗବେଶକ ଡ଼ଃ.ହରିଶ ଚନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ସାଂସଦ ଡ଼ଃ.ବରୀନ୍ଦ୍ର ନାରାୟଣ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉସôବକୁ ଉଦ୍ଘାଟନ କରିଥିଲେ । ସାରା ବିଶ୍ୱରେ ଉଦୟଗିରି ବିରଳ ଓ ବିଶ୍ୱ ବିକ୍ଷାତ ବୌଦ୍ଧସ୍ଥଳ ରୂପେ ପ୍ରସିଦ୍ଧ ଲାଭ କରିବା ସହ ପ୍ରଥମ ସୂର୍ଯ୍ୟ କିରଣ ଏହି ପାହାଡ଼ ଶୀର୍ଷରେ ପଡ଼ୁଥିବାରୁ ଏହାର ନାମ ଉଦୟଗିରି ଭାବେ ନାମିତ ହୋଇଛି । ବହୁ ପୁରାତନ ପୁଷ୍ପଗିରି ବିଶ୍ୱ ବିଦ୍ୟାଳୟ ଏହି ଅଂଚଳରେ ଗଢିଉଠିଥିଲା । ଏହି ଗୌରବମୟ ଇତିହାସକୁ ସମ୍ବୃଦ୍ଧ କରିବା ପାଇଁ ଓ ବିଶ୍ୱ ତାଲିକାରେ ଯୋଡ଼ିବା ପାଇଁ ଦୀର୍ଘ ୧୭ ବର୍ଷ ଧରି ରାଜ୍ୟ ସ୍ତରୀୟ ଉଦୟଗିରି ବୁଦ୍ଧ ମହୋତ୍ସବ ପାଳନ ହେଉଛି ବୋଲି ଡ଼ଃ. ପୃଷ୍ଟି କହିଥିଲେ । ଉଦ୍ଘାଟକ ତଥା ମୁଖ୍ୟବକ୍ତା ଡ଼ଃ. ବେହେରା କହିଥିଲେ ଯେ, ଆମେ ଏହି ପବିତ୍ର ମାଟିର ସନ୍ତାନ, ଉଦୟଗିରିର ସାମ୍ମୁହିକ ବିକାଶ ଦିଗରେ ସରକାରୀ ସ୍ତରରେ ଉଦ୍ୟମ ଜାରିରଖିବା ସହ ହିରକତ୍ରିର୍ଭୂଜ ଅନ୍ତର୍ଗତ ଉଦୟଗିରିକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବା ପାଇଁ ଚେଷ୍ଟା ଜାରିରହିଛି । ନାଳନ୍ଦା ତକ୍ଷଶିଳା ପରି ବିଶ୍ୱ ଦରବାରରେ ଉଦୟଗିରିର ପରିଚୟ ପାଇଁ ପୁନଃ ପ୍ରୟାସ କରିଯିବ |

Udayagiri Buddha Mahotsav: ରାଜ୍ୟ ସ୍ତରୀୟ ୧୭ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦ୍ଘାଟିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର The residents of the shelter returned home: ଅଶ୍ରୁଳ ନୟନରେ ଘରକୁ ଫେରିଲେ ଆଶ୍ରୟ ସ୍ଥଳୀର ଅନ୍ତେବାସୀ