ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବିଷମକଟକ ବିଧାୟକ ନୀଳମାଧବ ହିକକା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ ବରଣ କରିଥିବା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ ବେଦନା ଜଣାଇଲେ

ବିଷମକଟକ ବିଧାୟକ ନୀଳମାଧବ ହିକକା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ ବରଣ କରିଥିବା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ ବେଦନା ଜଣାଇଲେ – ସମୀକ୍ଷା ଖବର

ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର ସାମ୍ବାଦିକ / ସମୀକ୍ଷା ନ୍ୟୁଜ :

କଲ୍ୟାଣ ସିଂହପୁର, ୧୧/୧୦/୨୦୨୬:
ରାୟଗଡ଼ା ଜିଲ୍ଲା କଲ୍ୟାସିଂହପୁର ବ୍ଳକ ପୂଜାରିଗୁଡ଼ା ପଞ୍ଚାୟତ ବଡ଼ ନାୟକ ଗୁଡା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ, ନିଲୁ କାଡ୍ରାକା ବୟସୋ ୧୨, କାମୀ ତିଆକା ବୟସ ( ୧୨ ) ଶାନ୍ତି ନଗର୍ ପୋଖରୀ ରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଗୃହ କୁଯାଇ ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳମାଧବ ହିକକା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ ବେଦନା ଜଣାଇବା ସହ ମାଝୀ ଗୁଡା ଗ୍ରାମର ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ପିଅନ ମୋହରା ସିମାଞ୍ଚଳ ଙ୍କ ଆକସ୍ମିକ ମୃତ୍ୟୁ ଓ ସିକର ପାଇ ବାଲିଯାତ୍ରାରେ ଛୁରାମାଡରେ ମୃତ୍ୟୁବରଣ କରିଥିବା ବୁଡାଗୁଡ଼ା ଗ୍ରାମର ( ମହେଶ କାଡ୍ରାକା ) ଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ, ବୁଡ଼ାଗୁଡ଼ ପଞ୍ଚାୟତର ପୂର୍ବତନ ସଭାପତି ସୁଖା କାଡ୍ରାକା ଙ୍କ ଦେହ ଅସୁସ୍ଥ ଥିବା ଜାଣି ପାରି ତାଙ୍କ ଘରକୁ ଯାଇ ସ୍ବାସ୍ଥ୍ୟବସ୍ତା ପଚାରି ବୁଝି ଥିଲେ।ତାଙ୍କ ସହ ବିଷମକଟକ ବ୍ଲକ୍ କଂଗ୍ରେସ ସଭାପତି କୃଷ୍ଣ ନାଣାକା, କଲ୍ୟାଣ ସିଂହପୁର ବ୍ଳକ କଂଗ୍ରେସ ସଭାପତି ଚିନ୍ତାଲି ନାଗେଶ୍ଵର ରାଓ, ସାଂସଦ ପ୍ରତିନିଧି କୁମାରସ୍ଵାମୀ କୌଶଲ୍ୟା, ଯୁବନେତା ପ୍ରଶାନ୍ତ ନନ୍ଦ କୌଶଲ୍ୟା, ବିଧାୟକ ପ୍ରତି ନିଧି ବାଲାରାଓ ବିଡ଼ିକା ଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ବିଷମକଟକ ବିଧାୟକ ନୀଳମାଧବ ହିକକା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ ବରଣ କରିଥିବା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ ବେଦନା ଜଣାଇଲେ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶେରଗଡ: ଗାହାଣ କଳାକାରଙ୍କ ସାଧାରଣ ଅଧିବେଶନରେ ଯୋଗ ଦେଲେ ପରିବହନ ମନ୍ତ୍ରୀ