ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସଂସଦ ନିର୍ବାଚନ କୁ ନେଇ ପାରାଦୀପ କଲେଜ ଚଳ ଚଞ୍ଚଳ

ସଂସଦ ନିର୍ବାଚନ କୁ ନେଇ ପାରାଦୀପ କଲେଜ ଚଳ ଚଞ୍ଚଳ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ଦୀର୍ଘ ଆଠ ବର୍ଷ ପରେ କଲେଜ ଇଲେକ୍ସନ କରାଯାଉ ଥିବା ବେଳେ ଛାତ୍ର ଛାତ୍ରୀ ସମସ୍ତ ଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ମତଦାନ ଚାଲିଥିବା ଦେଖିବାକୁ ମିଳିଛି l ଏଥିରେ ପ୍ପ୍ରାଥି ମାନଙ୍କ ମଧ୍ୟରେ ଏଇ ଇଲେକ୍ସନ କୁ ନେଇ ପାରାଦୀପ ମହାବିଦ୍ୟାଳୟ ସରଗରମ ହୋଇ ଉଠିଥିବା ଦେଖା ଯାଉଛି l ଏଥିରେ ତିନୋଟି ଦଳ ବିଜେପି, ବିଜେଡି, ଓ ଜଣେ ସ୍ଵାଧୀନ ପ୍ରାର୍ଥୀ ଦେଇଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ମନରେ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଛି l ଏହି ଇଲେକ୍ସନ କୁ ନେଇ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୃତ୍ୟ ୟନ୍ କରାଯାଇ ଥିବା ଦେଖିବାକୁ ମିଳିଛି l ଏହି ଇଲେକ୍ସନ ରେ ଟୋଟାଲ ୬୯୦ଭୋଟ ପୁଲିଙ୍ଗ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ ଅଧାରୁ ଅଧିକ ଭୋଟ ପୁଲିଙ୍ଗ ହୋଇଥିବା ଜଣା ଯାଇଛି l

ସଂସଦ ନିର୍ବାଚନ କୁ ନେଇ ପାରାଦୀପ କଲେଜ ଚଳ ଚଞ୍ଚଳ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପ୍ରେମରୁ ବିବାହ,ବିବାହରୁ ଧୋକା, ଆଉ ଧୋକାରୁ ହତ୍ୟା