
ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ପାରାଦୀପ ଓଡିଶା ସରକାର ଙ୍କ ତରଫରୁ ଦୀର୍ଘ ଆଠ ବର୍ଷ ପରେ କଲେଜ ଇଲେକ୍ସନ କରାଯାଉ ଥିବା ବେଳେ ଛାତ୍ର ଛାତ୍ରୀ ସମସ୍ତ ଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିବା l ଏହି ଇଲେକ୍ସନ ଶାନ୍ତି ଶୃଙ୍ଖଳା ସହ ମତଦାନ ହୋଇଥିବା ବେଳେ ଏଥିରେ ଭାରତୀୟ ଜନତା ପାର୍ଟି ତରଫରୁ ୨୪ ଜଣ ପ୍ରାର୍ଥୀ ନୋମିନେଶନ କରିଥିବା ବେଳେ ସେଥି ମଧ୍ୟରୁ ୨୩ ଜଣ ପ୍ରାର୍ଥୀ ଜିତି ଥିବା ଦେଖିବାକୁ ମିଳିଛି l ଏଥିରେ ରାକେଶ ଦେଓ ସଭାପତି ଭାବେ ଜିତି ଥିବା ବେଳେ ଉପ ସଭପତି ଭାବେ ବିଜିନା ରେଡି ଜିତି ଥିବା ବେଳେ ସମ୍ପାଦକ ଭାବେ ଝୁଲି ସାହୁ ଜୀତି ଥିବା ସହ ଡ୍ରାମାଟିକି ର ସ୍ବାଧୀନ ପ୍ରାର୍ଥୀ ଭାବରେ ଜଣେ ପ୍ରାର୍ଥୀ ଜିତିଥିବା ଦେଖା ଯାଉଛି l ଏହି ଇଲେକ୍ସନ କୁ ନେଇ ପ୍ପ୍ରାଥି ମାନଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ଭରି ରହିଥିବା ବେଳେ ଭାରତୀୟ ଜନତା ପାର୍ଟିର ସମସ୍ତ ପ୍ରାର୍ଥୀ ଜିତି ବେଳେ ଏକ ସ୍ୱୋଭା ଯାତ୍ରାରେ ସମସ୍ତ ଜିତି ଥିବା ପ୍ରାଥି ଙ୍କୁ ନେଇ ପାରାଦୀପ ପରିକ୍ରମା କରିଥିବା ଦେଖିବାକୁ ମିଳିଛି l ସଂପୂର୍ଣ ଭୋଟିଙ୍ଗ ୬୯୦ ହୋଇଥିବା ବେଳେ ସେଥି ମଧ୍ୟରୁ ୫୬୦ ପୁଲିଙ୍ଗ ହୋଇଥିବା ଜଣା ଯାଇଛି l ଏ ନେଇ ଭାରତୀୟ ଜନତା ପାର୍ଟି ସମସ୍ତ ମେମ୍ବର ଓ ଦଳୀୟ କର୍ମ କର୍ତ୍ତା ମାନେ ଖୁସି ଥିବା ଦେଖିବାକୁ ମିଳିଛି l ଏଥିପାଇଁ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ ହେବା ପାଇଁ ପାରାଦୀପ ଆଦର୍ଶ ଥାନା ତରଫରୁ ପୋଲିସ ମୃତୟନ୍ କରାଯାଇ ଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ଭୋଟ ଗଣତି କାର୍ଯ୍ୟ କ୍ରମ ଶେଷ ହୋଇଛି l






