ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ

ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ସାରା ଦେଶରେ ମା ଦୁର୍ଗତି ନାସିନି ମା ଙ୍କର ପାର୍ବଣ ଋତୁ ଚାଲି ଥିବା ବେଳେ ଇଫକୋ ପରିସରରେ ମା ଦଶଭୁଜା ଦୁର୍ଗତି ନାସିନୀ ଦୂର୍ଗାଙ୍କ ନବ ରାତ୍ର ପୂଜା ଅବସରରେ ଯଥା ବିଧି ପୂଜା ଅର୍ଚ୍ଚନା କରାଯାଇ ଥିବା ବେଳେ ପାରାଦୀପ ଇଫକୋ ୟୁନିଟ୍ ହେଡ ଙ୍କ ନିର୍ଦେଶ କ୍ରମେ ଇଫକୋ ସଭା ଗୃହରେ ପାରାଦୀପ ଇଫକୋ ୟୁନିଟ ସମସ୍ତ ଅଫିସର କର୍ମଚାରୀ ଓ ଇଫକୋ ବହୁ ମାନ୍ୟ ଗଣ୍ୟ ଅଧିକାରି ସେମାନଙ୍କ ପରିବାର ବର୍ଗ ସମସ୍ତେ ମିଳିତ ଭାବେ ମାଙ୍କ ପୂଜାରେଭାଗ ନେଇଥିବା ବେଳେ ଦାଣ୍ଡିଅ ନୁତ୍ୟରେ ଝୁମିଥିବା ଦେଖାଇବାକୁ ମିଳିଥିଲା l ଏଥିରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା!

ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାରାଦୀପ କଲେଜ ସଂସଦ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିର ୨୩ ପ୍ରାଥି ବାଜିମାତ