ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏସଏଫଆଇ ସମର୍ଥିତ ପ୍ରାର୍ଥି ଙ୍କ ବାଜିମାତ
ବିନୟ ସାହୁ / ବଣେଇ ରିପୋର୍ଟର /ସମୀକ୍ଷା ନ୍ୟୁଜ : ଲହୁଣୀପଡା- ୧୫/୧୦ (ଦାଶରଥି ପଣ୍ଡା)ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ରେ ଏସଏଫଆଇ ସମର୍ଥିତ ପ୍ରାର୍ଥୀ ବାଜିମାତ କରିଛନ୍ତି।ଗୁରୁବାର ଦିନ ଭୋଟ ଗ୍ରହଣ ହୋଇଥିଲା । ମହାବିଦ୍ୟାଳୟରେ ୩ ରାଜନୈତିକ ଦଳ ପକ୍ଷରୁ ସମର୍ଥିତ ପ୍ରାର୍ଥି ମାନଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରିଥିବା ବେଳେ ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟରେ ଏସଏଫଆଇ ସମର୍ଥିତ ୩ ପ୍ରାର୍ଥି ବିଜୟ ହାସଲ କରିଥିବା ଜଣାପଡ଼ିଛି…