ବାଲୁଗାଁ ଓ ଗୋଦାବରୀଶ ମହାବିଦ୍ୟାଳୟରେ ABVP ସମର୍ଥିତ ପ୍ରାର୍ଥୀ ବିଜୟୀ
ବାସୁଦେବ ହାବୁଡ଼ାସିଂହ /ବାଲୁଗାଁ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ବାଲୁଗାଁ ମହାବିଦ୍ୟାଳୟରେ ପୂର୍ବରୁ ABVP ସାମର୍ଥିତ ୧୬ ଜଣ ପ୍ରାର୍ଥୀ ଅପ୍ରତିଦ୍ବନ୍ଦି ଭାବରେ ନିର୍ବାଚିତ ହୋଇଥିବାବେଳେ କେବଳ ସଭାପତି ପାଇଁ ନିର୍ବାଚନୀ ମୈଦାନରେ ଦୁଇ ପ୍ରାର୍ଥୀନୀ ABVP ଓ BCJD ମଧ୍ୟରେ ଟକ୍କର ହୋଇଥିଲା | ଆଜି BCJD ପ୍ରାର୍ଥୀନୀ ରାଜଲକ୍ଷ୍ମୀ ସ୍ୱାଇଁ ୨୧୪ ଖଣ୍ଡ ଭୋଟ ପାଇଥିବା ବେଳେ ABVP ସମର୍ଥିତ ପ୍ରାର୍ଥୀନୀ ପୂଜା ଦିହୁଡି ୪୬୪ ଖଣ୍ଡ ଭୋଟ ପାଇ ୨୪୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି | ଛାତ୍ର…