ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ମାଲକାନଗିରି : ମିଠାରେ ନିଶାଦ୍ରବ୍ୟ ଦେଇ ସୁନା ଚୋରି ଘଟଣା ରେ ଦୁଇ ଗିରଫ – ସମୀକ୍ଷା ଖବର

ମାଲକାନଗିରି : ମିଠାରେ ନିଶାଦ୍ରବ୍ୟ ଦେଇ ସୁନା ଚୋରି ଘଟଣା ରେ ଦୁଇ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି/୨୯/୦୬/୨୬:ମାଲକାନଗିରି ପୋଲିସ କୁ ମିଳିଛି ଏକ ବଡ ସଫଳତା। ବହୁଦିନରୁ ଚାଲିଥିବା ସୁନା ଚୋରି, ଡ଼କାୟତି ଓ ଠକେଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ମାଲକାନଗିରି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଗିରଫ ହୋଇଥବା ଦୁଇଜଣ ହେଲେ ମଦସୁ ଜନ ପାଉଲ (୨୭)ବର୍ଷ,ଗୁଣ୍ଠୁର ଜିଲ୍ଲା ଆନ୍ଦ୍ର ପ୍ରଦେଶ ଏବଂ ଅନ୍ୟ ଜଣେ ହେଲେ ଇନ୍ତୁରି ଅରୁଣା (୨୧)ବର୍ଷ,ଗୁଣ୍ଠୁର…

Read More
ଟିଟିଲାଗଡ ବିଚରାସ୍ତାରେ ଗୁଣ୍ଡାରାଜ, ଅରାଜକତାର ଭୟଙ୍କର ଚିତ୍ର ୩ ଗରିଫ ପରେ କୋର୍ଟ ଚାଲାଣ – ସମୀକ୍ଷା ଖବର

ଟିଟିଲାଗଡ ବିଚରାସ୍ତାରେ ଗୁଣ୍ଡାରାଜ, ଅରାଜକତାର ଭୟଙ୍କର ଚିତ୍ର ୩ ଗରିଫ ପରେ କୋର୍ଟ ଚାଲାଣ

ସମୀକ୍ଷା ଟିଟିଲାଗଡ ରୁ ସନ୍ତୋଷ କୁମାର ପଟ୍ଟନାୟକ ସପରାଧୀ ବେଫିକର, ଦିନକୁ ଦିନ ବଢୁଛି ଗୁଣ୍ଡାରାଜ। ପୋଲିସକୁ ନାହିଁ ଭୟ, ସ୍ପଷ୍ଟ ଦିବାଲୋକରେ, ବିଚ ରାସ୍ତାରେ ଚାଲିଛି ଗୁଣ୍ଡାରାଜ। ଟିଟିଲାଗଡ଼ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। କିଛିଦିନ ତଳେ ଏପରି ଅଭିଯୋଗ ଆଣି ଟିଟିଲାଗଡ଼ ବିଜେପି ବିଧାୟକ ଙ୍କ ଉପରେ ବର୍ଷୀଥିଲେ ଟିଟିଲାଗଡ଼ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ। ଟିଟିଲାଗଡ଼ ରେ ବିଜେପି ଜିତିଲା ପରେ ଏ କଣ ଚାଲିଛି ବୋଲି ସେ ରାଜ୍ୟ ସରକାରଙ୍କୁ…

Read More
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା : ମୋବାଇଲକୁ ନେଇ କଳି, ବାପା ଓ ସାନଭାଇକୁ ତେଲେଙ୍ଗା କଟୁରୀରେ ହାଣିଲା ବଡ଼ ପୁଅ – ସମୀକ୍ଷା ଖବର

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା : ମୋବାଇଲକୁ ନେଇ କଳି, ବାପା ଓ ସାନଭାଇକୁ ତେଲେଙ୍ଗା କଟୁରୀରେ ହାଣିଲା ବଡ଼ ପୁଅ

ଯଶୋବନ୍ତ ପରିଡା//କପ୍ତିପଦା ଉପଖଣ୍ଡ ୨୮/୦୬/୨୬ (ସମୀକ୍ଷା): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନସ୍ଥ ଶିରାଥଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ମୋବାଇଲକୁ ନେଇ ବଡ଼ ଭାଇର ଆକ୍ରମଣରେ ବାପା ଓ ସାନଭାଇ ଗୁରୁତର ଆହତ ହୋଇଛନ୍ତି।ସଦାନନ୍ଦ ବାରିକଙ୍କ ଦୁଇ ପୁଅ ସୁଶାନ୍ତ ଓ ହେମନ୍ତ ପେସାରେ ରାଜମିସ୍ତ୍ରୀ। ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ସାନପୁଅ ସୁଶାନ୍ତ କାମ ସାରି ଫେରୁଥିବା ବେଳେ ରାସ୍ତାରୁ ଏକ ମୋବାଇଲ ପାଇଥିଲେ। ପରବର୍ତ୍ତୀ ସମୟରେ ମୋବାଇଲର ପ୍ରକୃତ…

Read More