ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
କେନ୍ଦ୍ରାପଡ଼ା : ୨୫ କି.ଗ୍ରା. ଗଞ୍ଜେଇ ଜବତ, ୨ ଜଣ କୋର୍ଟ ଚାଲାଣ – ସମୀକ୍ଷା ଖବର

କେନ୍ଦ୍ରାପଡ଼ା : ୨୫ କି.ଗ୍ରା. ଗଞ୍ଜେଇ ଜବତ, ୨ ଜଣ କୋର୍ଟ ଚାଲାଣ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା : # କେନ୍ଦ୍ରାପଡ଼ା, ୦୧/୦୯: କେନ୍ଦ୍ରାପଡ଼ା ଜିଲ୍ଲାରେ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ସମୟରେ କେଚରପଡ଼ା ଗ୍ରାମରେ କଙ୍ଗୋ ସିଗାରେଟ୍…

Read More
ଅବକାରୀ ବିଭାଗର ବଡ଼ ସଫଳତା; ୪୦ ଲକ୍ଷ ଟଙ୍କାର ୪୦୦ କେଜି ଗଞ୍ଜେଇ ଜବତ, ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ଉଦ୍ୟମ ବିଫଳ – ସମୀକ୍ଷା ଖବର

ଅବକାରୀ ବିଭାଗର ବଡ଼ ସଫଳତା; ୪୦ ଲକ୍ଷ ଟଙ୍କାର ୪୦୦ କେଜି ଗଞ୍ଜେଇ ଜବତ, ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ଉଦ୍ୟମ ବିଫଳ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୩୦/୦୮/୨୬ମାଲକାନଗିରି ଜିଲ୍ଲାରେ ଚାଲୁଥିବା ବିଶେଷ ଅଭିଯାନ ଅବସରରେ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଅବକାରୀ ଅଧୀକ୍ଷକ ଶ୍ରୀ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ତା ଅବକାରୀ ଟିମ୍ ପକ୍ଷରୁ ପେପରମେଟଲା ଥାନା ଅଧୀନସ୍ଥ ଧୂଳିପୁଟ ଗ୍ରାମ ପଂଚାୟତର ସୁରୁବନ୍ଧ ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।​ଚଢ଼ାଉ ସମୟରେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ପ୍ରାୟ ୪୦୦ କେଜି ଗଞ୍ଜେଇ ବସ୍ତା ଜବତ କରାଯାଇଥିଲା। ଜବତ ଗଞ୍ଜେଇର…

Read More
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭଉଣୀକୁ ଛାଡ଼ିବାକୁ ଯାଉଥିବା ଭାଇ ମୃତ, ୪ ଗୁରୁତର – ସମୀକ୍ଷା ଖବର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭଉଣୀକୁ ଛାଡ଼ିବାକୁ ଯାଉଥିବା ଭାଇ ମୃତ, ୪ ଗୁରୁତର

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ, ୨୯/୦୮/୨୬/_ (ସମୀକ୍ଷା ନ୍ୟୁଜ):​ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିଳଘାଟି ଜଙ୍ଗଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭଉଣୀ ଓ ଭଣଜାଙ୍କୁ ଶଶୁରଘରକୁ ଛାଡ଼ିବାକୁ ଯାଉଥିବା ସମୟରେ ପଛପଟୁ ଏକ ଦ୍ରୁତଗାମୀ ବୁଲେଟ୍ ଧକ୍କା ଦେବାରୁ ଭାଇଙ୍କର ମୃତ୍ୟୁ ହୋଇଛି ଏବଂ ଭଉଣୀ ଓ ଭଣଜାଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି।​ମିଳିଥିବା ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅଧୀନ ଶିଆଳିଆ (ଖ) ଗ୍ରାମର ଚାନ୍ଦୁ ହାଁସଦାଙ୍କ…

Read More
ମୋବାଇଲରୁ ପ୍ରମାଣ ଲିଭାଇବା ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୟୂରଭଞ୍ଜ କପ୍ତିପଦାର ନିମାଇଁ ମୁର୍ମୁଙ୍କ ଗୁହାରି – ସମୀକ୍ଷା ଖବର

ମୋବାଇଲରୁ ପ୍ରମାଣ ଲିଭାଇବା ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୟୂରଭଞ୍ଜ କପ୍ତିପଦାର ନିମାଇଁ ମୁର୍ମୁଙ୍କ ଗୁହାରି

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ, ୨୮/୦୮/୨୬/ (ସମୀକ୍ଷା ନ୍ୟୁଜ): ​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ନିମାଇଁ ମୁର୍ମୁ (ପିତା- ମୁଦୁଲି ମୁର୍ମୁ) ତାଙ୍କ ପରିବାର ଉପରେ ହୋଇଥିବା ମାଡ଼ପିଟ୍, ମୋବାଇଲରୁ ପ୍ରମାଣ ନଷ୍ଟ ଏବଂ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଦୃଢ଼ ଦାବି କରିଛନ୍ତି।ପୂର୍ବରୁ ନିମାଇଁଙ୍କ ପରିବାର ସହ ଘଟିଥିବା ଏକ ହିଂସାକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ…

Read More
ବୁର୍ଲାରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡମାଂସ ବ୍ୟବସାୟୀଙ୍କୁ ୩ ରାଉଣ୍ଡ ଗୁଳିମାଡ଼,ଘଟଣାସ୍ଥଳରେ ମୃତ୍ୟୁ; ଅଭିଯୁକ୍ତ ଅଟକ – ସମୀକ୍ଷା ଖବର

ବୁର୍ଲାରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡମାଂସ ବ୍ୟବସାୟୀଙ୍କୁ ୩ ରାଉଣ୍ଡ ଗୁଳିମାଡ଼,ଘଟଣାସ୍ଥଳରେ ମୃତ୍ୟୁ; ଅଭିଯୁକ୍ତ ଅଟକ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି : ବୁର୍ଲା : ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି l ବୁର୍ଲା କିଭା ଛକ ନିକଟରେ ଜଣେ ମାଂସ ବ୍ୟବସାୟୀଙ୍କୁ ଲକ୍ଷ୍ୟ କରି ୩ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ଘଟଣାସ୍ଥଳରେ ମହମ୍ମଦ ଅନିସ କାଦରୀଙ୍କ ମୃତ୍ୟୁ ଘଟିଛି l ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଗୁଳିକାଣ୍ଡ ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି l ସୂଚନା…

Read More
ଇବ ନଦୀରୁ ସାମାଜିକ କର୍ମୀ ରବି ସୋନିଙ୍କ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ନା, ହତ୍ୟା ? ସାଧାରଣରେ ଚର୍ଚ୍ଚା – ସମୀକ୍ଷା ଖବର

ଇବ ନଦୀରୁ ସାମାଜିକ କର୍ମୀ ରବି ସୋନିଙ୍କ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ନା, ହତ୍ୟା ? ସାଧାରଣରେ ଚର୍ଚ୍ଚା

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ବ୍ରଜରାଜନଗର, 28/8/2026 : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ପରିଚିତ ସାମାଜିକ କର୍ମୀ ରବି ସୋନିଙ୍କ ନିଖୋଜ ଘଟଣାର ଦୁଃଖଦ ଅବସାନ ଘଟିଛି l ଇବ ନଦୀର ଓପିଏମ୍‌ ଘାଟ ନିକଟରୁ ଶୁକ୍ରବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି l ରବିଙ୍କ ଅକାଳ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିବାର, ପରିଚିତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି l ସୂଚନା ଅନୁସାରେ, ଗତ ବୁଧବାର…

Read More
କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର – ସମୀକ୍ଷା ଖବର

କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୭.୦୮.୨୬ (ସମୀକ୍ଷା ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା-ଶରତ ରାସ୍ତାର ବେହେରା ସାହି ନିକଟରେ ଆଜି ଗୁରୁବାର ଅପରାହ୍ନରେ ତିନୋଟି ପର୍ଯ୍ୟାୟରେ ସିରିଜ୍ ଦୁର୍ଘଟଣା ଘଟିଯାଇଛି। ଏଥିମଧ୍ୟରୁ ଦୁଇଟି ସାମାନ୍ୟ ହୋଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାଟି ଅତ୍ୟନ୍ତ ମର୍ମନ୍ତୁଦ ଥିଲା। ​ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ପଲସର୍ ବାଇକ୍ (ନଂ- OD 11A K 4578) ବିପରୀତ ଦିଗରୁ ଆସୁଥିବା ଏକ ସୁଜୁକି ଚାରିଚକିଆ ଗାଡ଼ିକୁ (ନଂ- OD 02C…

Read More
ଖୋରଧା: ଭଡ଼ା ଘରୁ ୨୧.୮ ଗଞ୍ଜେଇ ସହିତ ମୋବାଇଲ ଜବତ, ଜଣେ ଗିରଫ – ସମୀକ୍ଷା ଖବର

ଖୋରଧା: ଭଡ଼ା ଘରୁ ୨୧.୮ ଗଞ୍ଜେଇ ସହିତ ମୋବାଇଲ ଜବତ, ଜଣେ ଗିରଫ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ : ୨୭/୮ : ଖୋରଧା ସହରର ମହାରଣା ସାହିରେ ଥିବା ଏକ ଭଡ଼ାଘରୁ ୨୧.୮ କେଜି ଗଞ୍ଜେଇ ଜବତ ଘଟଣାକୁ ନେଇ ଶିଳ୍ପାଞ୍ଚଳ ଥାନା ପୁଲିସର ତଦନ୍ତ ଆରମ୍ଭ। ନିଶାଦ୍ରବ୍ୟକୁ କେବଳ ନିଜ ପାଖରେ ରଖାଯାଇଥିଲା ନା ଏହି ଭଡ଼ାଘରଟି ଏକ ବଡ଼ ଗଞ୍ଜେଇ ଚାଲାଣ ଚକ୍ରର ଅସ୍ଥାୟୀ ଗୋଦାମ ଭାବେ ବ୍ୟବହୃତ ହେଉଥିଲା, ତାହା ଏବେ ତଦନ୍ତର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଘଟଣାରେ…

Read More
ଚୋରା ମଦ ଧରିବାକୁ ଆବକାରୀ ବିଭାଗ ଓ ପ୍ରଶାସନ ତତ୍ପର। ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ — ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ – ସମୀକ୍ଷା ଖବର

ଚୋରା ମଦ ଧରିବାକୁ ଆବକାରୀ ବିଭାଗ ଓ ପ୍ରଶାସନ ତତ୍ପର। ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ — ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ

କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ /ସମୀକ୍ଷା ନ୍ୟୁଜ: ରାୟଗଡ଼ା ଜିଲ୍ଲା ରେ ଚୋରା ମଦ ବିକ୍ରୟକୁ ରୋକିବା ସକାଶେ ପ୍ରଶାସନ ସକ୍ରିୟ ହୋଇଛି।ରାୟଗଡା ଉପଜିଲ୍ଲାପାଳ, ନେତୃତ୍ୱରେ ରାୟଗଡା ସବଡ଼ିଭିଜନର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚୋରା ଓ ଅବୈଧ ମଦ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଛି।ସମ୍ପୂର୍ଣ୍ଣ ବନ୍ଦ କରିବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି ଉପଜିଲ୍ଲାପାଳ ରମେଶ ଜେନା ସୂଚନା ଦେଇଛନ୍ତି। ବ୍ୟାପକ ଭାବେ ଚୋରା କାରବାର ହେଉଥୁବା ଜେ.କେ.ପୁର, କାଶୀପୁର,…

Read More
ସ୍କୁଲ ପଛ ପଟ ନାଳ ରୁ ସ୍କୁଲ ଛାତ୍ରର ମୃତଦେହ ଉଦ୍ଧାର ,ହତ୍ୟା ସନ୍ଦେହ କଲେ ପରିବାର – ସମୀକ୍ଷା ଖବର

ସ୍କୁଲ ପଛ ପଟ ନାଳ ରୁ ସ୍କୁଲ ଛାତ୍ରର ମୃତଦେହ ଉଦ୍ଧାର ,ହତ୍ୟା ସନ୍ଦେହ କଲେ ପରିବାର

କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ/ ବୋରିଗୁମ୍ମା /ସମୀକ୍ଷା ନ୍ୟୁଜ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଅନୁସୂଚିତ ଜାତି ଓ ଜନ ଜାତି ବିଭାଗ ର ଛାତ୍ରାବାସ ପରିଚାଳନା ଉପରେ ଉଠିଲା ପ୍ରଶ୍ନ । ଛାତ୍ରାବାସ ରୁ ଜଣେ ଛାତ୍ର 3 ଦିନ ଧରି ନିଖୋଜ ହେଉଛି ପରେ ସ୍କୁଲ ପଛ ପଟ ନାଳରୁ ରକ୍ତାତ ଅବସର ରେ ସବ ଉଦ୍ଧାର ହେବା ଘଟଣା ହିଁ ବୟାନ କରୁଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ…

Read More