ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
୧୦ ବ୍ୟବସାୟୀଙ୍କଠାରୁ ୧୯ ହଜାର ଟଙ୍କା ଜରିମାନା, ୫୫ କେଜି ଅନୁପଯୁକ୍ତ ଖାଦ୍ୟ ନଷ୍ଟ: ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସର ମିଳିତ ଚଢ଼ାଉ – ସମୀକ୍ଷା ଖବର

୧୦ ବ୍ୟବସାୟୀଙ୍କଠାରୁ ୧୯ ହଜାର ଟଙ୍କା ଜରିମାନା, ୫୫ କେଜି ଅନୁପଯୁକ୍ତ ଖାଦ୍ୟ ନଷ୍ଟ: ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସର ମିଳିତ ଚଢ଼ାଉ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା, ୬/୧୦: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା ଓ ନିରାପତ୍ତା ଯାଞ୍ଚ ପାଇଁ କେନ୍ଦ୍ରାପଡ଼ା ସହରରେ ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ସହରର ତିନିମୁହାଣୀଠାରୁ ଦୁହୁରିଆ ପର୍ଯ୍ୟନ୍ତ ବିଭିନ୍ନ ହୋଟେଲ, ଖାଦ୍ୟ ଦୋକାନ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିଲା।ଯାଞ୍ଚ ସମୟରେ ବାସୀ ଓ ଅତ୍ୟଧିକ ରଙ୍ଗ ମିଶ୍ରିତ ଖାଦ୍ୟ ସମେତ ପ୍ରାୟ ୫୫ କେଜି ଅନୁପଯୁକ୍ତ…

Read More
ଟିଟିଲାଗଡ଼ ମାତୃ ଓ ଶିଶୁ ହସ୍ପିଟାଲରେ ଅମାନବୀୟ କାଣ୍ଡ: ରୋଗୀଙ୍କୁ ଦିଆଯାଉଛି ପୋକଭରା ବ୍ରେଡ୍ – ସମୀକ୍ଷା ଖବର

ଟିଟିଲାଗଡ଼ ମାତୃ ଓ ଶିଶୁ ହସ୍ପିଟାଲରେ ଅମାନବୀୟ କାଣ୍ଡ: ରୋଗୀଙ୍କୁ ଦିଆଯାଉଛି ପୋକଭରା ବ୍ରେଡ୍

ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ: ଟିଟିଲାଗଡ଼,5/10/2026, ସମୀକ୍ଷା ନ୍ୟୁଜ୍ : ରୋଗରୁ ଆରୋଗ୍ୟ ପାଇଁ ରୋଗୀ ଡାକ୍ତରଖାନାକୁ ଆସୁଥିବା ବେଳେ, ହସ୍ପିଟାଲ ଭିତରେ ତାଙ୍କୁ ମିଳୁଛି ମରଣଯନ୍ତା ସଦୃଶ ନିମ୍ନମାନର ଖାଦ୍ୟ। ଟିଟିଲାଗଡ଼ ସହର ନିକଟସ୍ଥ ପିପଲପଦର ଗ୍ରାମ ନିକଟରେ ଥିବା ନୂତନ ମାତୃ ଓ ଶିଶୁ ବିଭାଗ ମୁଖ୍ୟ ଚିକିତ୍ସାଳୟରେ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲରେ ଚିକିତ୍ସାଧୀନ କୁନି ଶିଶୁ ରୋଗୀଙ୍କଠାରୁ ଆରମ୍ଭ କରି ବୟସ୍କ ରୋଗୀମାନଙ୍କୁ ସକାଳ ଜଳଖିଆରେ ପୋକ…

Read More
ପୀତାବାସ ପଣ୍ଡା ହତ୍ୟା ମାମଲା: ଜେଲ୍‌ରୁ ଫୋନ୍‌ କଲ୍ ଅଭିଯୋଗ ପରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା – ସମୀକ୍ଷା ଖବର

ପୀତାବାସ ପଣ୍ଡା ହତ୍ୟା ମାମଲା: ଜେଲ୍‌ରୁ ଫୋନ୍‌ କଲ୍ ଅଭିଯୋଗ ପରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା

ଅନନ୍ତ ନାରାୟଣ ମହାନ୍ତି /ଜିଲ୍ଲା ପ୍ରତିନିଧି /ଗଞ୍ଜାମ/ସମୀକ୍ଷା ନ୍ୟୁଜ: ବ୍ରହ୍ମପୁର, 6/10/2026: ଥାନାରେ ହଜାର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ସୂଚନା ମୁତାବକ ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନାମରେ ଗୋଶାଣୀ ନୂଆଗାଁ ଥାନାରେ ଜଣେ ସାକ୍ଷୀଙ୍କୁ ଧମକ ଦେବା ଓ ସାକ୍ଷ୍ୟ ବଦଳାଇବାକୁ ପ୍ରଭାବିତ କରିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିବା ଖବର ପ୍ରକାଶ ପାଇଛି। ଏହି ମାମଲାର ସମ୍ପର୍କ ବିଜେପି ନେତା ତଥା ଆଇନଜୀବୀ ପିତାବାସ ପଣ୍ଡା ହତ୍ୟା ମାମଲା…

Read More
କାଗଜ କଲମରେ ସୀମିତ ସଡ଼କ ସୁରକ୍ଷା ଯୋଜନା: ଓଭରଲୋଡିଂ ଗାଡ଼ିଙ୍କ ଦୌରାତ୍ମ୍ୟ – ସମୀକ୍ଷା ଖବର

କାଗଜ କଲମରେ ସୀମିତ ସଡ଼କ ସୁରକ୍ଷା ଯୋଜନା: ଓଭରଲୋଡିଂ ଗାଡ଼ିଙ୍କ ଦୌରାତ୍ମ୍ୟ

ବିଜୟ ଶଙ୍କର ଦାଶ, ସ୍ଵତନ୍ତ୍ର ପ୍ରତିନିଧି, ଝାରସୁଗୁଡ଼ା: ଝାରସୁଗୁଡ଼ା,୬/୧୦ : ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାରୀ ସ୍ତରରେ ଯୋଜନା ପରେ ଯୋଜନା ପ୍ରସ୍ତୁତ ହେଉଛି l ସଡ଼କ ସୁରକ୍ଷା ନାମରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି l ଆଧୁନିକ ଇଞ୍ଜିନିୟରିଂ ବ୍ୟବସ୍ଥା, ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ଭଳି ପଦକ୍ଷେପ ନିଆଯାଉଥିବା ଦାବି ହେଉଛି l କିନ୍ତୁ ଝାରସୁଗୁଡ଼ା ସହରର ରାସ୍ତାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା ସଡ଼କ ସୁରକ୍ଷା…

Read More
ବରଗଡ ପୋଲିସ୍ କୁ ବଡ ସଫଳତା ୩୧୫୬ ବୋତଲ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଜବତ, ଜଣେ ଗିରଫ – ସମୀକ୍ଷା ଖବର

ବରଗଡ ପୋଲିସ୍ କୁ ବଡ ସଫଳତା ୩୧୫୬ ବୋତଲ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଜବତ, ଜଣେ ଗିରଫ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼, ୫।୧୦ ବରଗଡ଼ ଗ୍ରାମାଞ୍ଚଳ ଥାନା ପୁଲିସ ବେଆଇନ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ୩୧୫୬ ବୋତଲ କଫ୍‌ ସିରପ୍‌ ଜବତ କରିଛି। ଜବତ କଫ୍‌ ସିରପ୍‌ରେ ମୋଟ ୬୩୧.୨ ଗ୍ରାମ କୋଡିନ୍‌ ଫସ୍‌ଫେଟ୍‌ ଥିବା ବିଷୟ ବରଗଡ ଏସପି ରବୀନ୍ଦ୍ର ନାଥ ଶତପଥୀ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ସୋମବାର ଦିନ ଏସ…

Read More
କାଉନସିଲରକୁ ମାଡ଼ ଦିଆଯିବା ଅଭିଯୋଗରେ ବରଗଡ଼ ଏସ୍. ପି ଙ୍କ ଦ୍ବାରସ୍ଥ ହେଲା ବିଜେଡି – ସମୀକ୍ଷା ଖବର

କାଉନସିଲରକୁ ମାଡ଼ ଦିଆଯିବା ଅଭିଯୋଗରେ ବରଗଡ଼ ଏସ୍. ପି ଙ୍କ ଦ୍ବାରସ୍ଥ ହେଲା ବିଜେଡି

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼ ୦୫/୧୦ ଅତାବିରା ଏନ୍ ଏ ସି ର ୱାର୍ଡ଼ ନମ୍ବର ୯ ର କାଉନସିଲର ନାରାୟଣ ସାହୁଙ୍କୁ , ବିଧାୟକ ଙ୍କ ଉପସ୍ଥିତି ରେ ତାଙ୍କ ଡ୍ରାଇଭର ମାଡ ମାରିଥିବା ଅଭିଯୋଗ ନେଇ ପ୍ରଥମେ ଅତାବିରା ଥାନା ଦ୍ବାରସ୍ଥ ହେବା ପରେ ଏଫ୍ ଆଇ ଆର୍ ରେଜିଷ୍ଟ୍ରି ହୋଇନଥିବା ଅଭିଯୋଗ ନେଇ ଅତାବିରା ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା…

Read More
ବିବାଦରେ ସଞ୍ଜୟ ଦତ୍ତ – ସମୀକ୍ଷା ଖବର

ବିବାଦରେ ସଞ୍ଜୟ ଦତ୍ତ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ସଞ୍ଜୟ ଦତ୍ତଙ୍କ “ଭାରତରେ ଆଉ ଶାନ୍ତି ଅନୁଭବ ହେଉନାହିଁ” ବୟାନଟି ଏବେ ଚର୍ଚ୍ଚାରେ ରହିଛି। ତେବେ ଏହାକୁ ତାଙ୍କର ସରକାର ବିରୋଧୀ ଘୋଷଣା ବୋଲି ସିଧାସଳଖ ଧରିନେବା ଠିକ୍ ନୁହେଁ। କଣ କହିଥିଲେ ସଞ୍ଜୟ ଦତ୍ତ?ଗାନ୍ଧୀ ଜୟନ୍ତୀ ଅବସରରେ ଶେଖର ସୁମନଙ୍କ ଶୋ’ “Shekhar Tonite”ରେ ସଞ୍ଜୟ ଦତ୍ତ ଭାରତର ଲୋକମାନଙ୍କୁ ପ୍ରଶଂସା କରି କହିଥିଲେ ଯେ ଭାରତୀୟମାନେ ଉଦାର ଓ ଅତିଥିପରାୟଣ। କିନ୍ତୁ ତାଙ୍କୁ ଦେଶରେ ପୂର୍ବଭଳି ଶାନ୍ତି…

Read More
କାମ ହୋଇଛି କେବଳ ମୁରୁମରେ; ଫଳକରେ ସୂଚନା ମେଟାଲ ମୁରୁମ ରାସ୍ତା – ସମୀକ୍ଷା ଖବର

କାମ ହୋଇଛି କେବଳ ମୁରୁମରେ; ଫଳକରେ ସୂଚନା ମେଟାଲ ମୁରୁମ ରାସ୍ତା

ବସନ୍ତ ପେଗଡ଼/ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ: କୋରାପୁଟ :–04/10/26–: ମନରେଗା ଯୋଜନାରେ ଆର୍ଥିକ ବର୍ଷ 25/26 ରେ ନିର୍ମିତ ହୋଇଥିବା ୱାର୍କ କୋଡ଼ ନମ୍ବର -(2411015016/RC/10619108)ମେଟାଲ ମୁରୁମ ରାସ୍ତାରେ କେବଳ ମୁରୁମ ପକାଇ ରାସ୍ତା କାମ ସାରିଦେଇଥିବା ଅଭିଯୋଗ ହୋଇଛି lସୂଚନା ପ୍ରକାରେ, କୋଟପାଡ଼ ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ପଞ୍ଚାୟତର ଜଡ଼ାସର୍ଗିରୁ ପଣ୍ଡ୍ର ନାମରେ ଛ’ଲକ୍ଷ ଟଙ୍କା ବ୍ୟୟରେ ମେଟାଲ ମୁରୁମ ସଡ଼କ ତିଆରି ହୋଇଥିବା ସୂଚନା ଫଳକରେ ଦର୍ଶlଯାଇଥିବା ବେଳେ ମେଟାଲ ବ୍ୟବହାର ନ କରି…

Read More
ଖୋରଧା: ୩୦ ବର୍ଷର ବସତି, ଏବେ ବି ଅଧିକାର ଅପେକ୍ଷାରେ ଭୂମିହୀନ ପରିବାର – ସମୀକ୍ଷା ଖବର

ଖୋରଧା: ୩୦ ବର୍ଷର ବସତି, ଏବେ ବି ଅଧିକାର ଅପେକ୍ଷାରେ ଭୂମିହୀନ ପରିବାର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୫/୧୦: ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗୋଟିଏ ସ୍ଥାନରେ ଘର କରି ପରିବାର ସହ ରହି ଆସୁଛନ୍ତି। ପିଢ଼ି ପରେ ପିଢ଼ି ଏଠାରେ ଜୀବନ କାଟୁଛନ୍ତି। ହେଲେ ଏତେ ବର୍ଷ ପରେ ବି ନିଜ ବାସସ୍ଥାନର ଆଇନଗତ ଅଧିକାର ମିଳିନାହିଁ। ଏବେ ଉଚ୍ଛେଦ ଆଶଙ୍କା ସହ ଧମକଚମକର ଅଭିଯୋଗ ମଧ୍ୟ ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇଦେଇଛି। ନିଜ ବାସସ୍ଥାନକୁ ସୁରକ୍ଷିତ…

Read More
ନୂଆପଡା ଜ଼ିଲ୍ଲା: ମାନସିକ ବିକୃତ ମହିଳା ଓ ପୁରୁଷ ଙ୍କ ମୌଳିକ ଅଧିକାର ହନନ – ସମୀକ୍ଷା ଖବର

ନୂଆପଡା ଜ଼ିଲ୍ଲା: ମାନସିକ ବିକୃତ ମହିଳା ଓ ପୁରୁଷ ଙ୍କ ମୌଳିକ ଅଧିକାର ହନନ

ଦେବେଶ ହୋତା/ବିଶେଷ ପ୍ରତିନିଧି/ସମୀକ୍ଷା ନ୍ୟୁଜ/ନୂଆପଡା: ନୂଆପଡା ଜ଼ିଲ୍ଲା, ତା. ୦୫-୧୦-୨୬: ନୂଆପଡା ଜ଼ିଲ୍ଲା ଖଡ଼ିଆଳ ସହର ରେ ଦିନରାତି ମାନସିକ ବିକୃତ କିଛି ମହିଳା ଓ ପୁରୁଷ ଙ୍କୁ ରାଜ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି l ମୌଳିକ ଅଧିକାର ସମସ୍ତ ଙ୍କ ପାଇଁ ସମାନ lପ୍ରଶାସନିକ ଅଧିକାରୀ କହନ୍ତୁ ବା ଜନସାଧାରଣ ସମସ୍ତେ ଏମିତି ବ୍ୟକ୍ତି ଙ୍କୁ ଘୃଣା ମନୋଭାବ ପୋଷଣ କରୁଥିବା ଦେଖା ଯାଏ l ତା ସହିତ ଏମାନ ଙ୍କ ମଇଳା ଫଟା…

Read More