ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
୨୨ କେଜି ଗଞ୍ଜେଇ ଜବତ ତେଲେଙ୍ଗାନା ନମ୍ବର ଅଟୋ ସହ ୨ ଗିରଫ: କାଲିମେଳା ଥାନାରେ ଏନ୍‌ଡିପିଏସ୍‌ ମାମଲା ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଅଭିଯୋଗ – ସମୀକ୍ଷା ଖବର

୨୨ କେଜି ଗଞ୍ଜେଇ ଜବତ ତେଲେଙ୍ଗାନା ନମ୍ବର ଅଟୋ ସହ ୨ ଗିରଫ: କାଲିମେଳା ଥାନାରେ ଏନ୍‌ଡିପିଏସ୍‌ ମାମଲା ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଅଭିଯୋଗ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି /ସମୀକ୍ଷା ନ୍ୟୁଜ :୧୦/୧୦/୨୬ ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣ ବିରୋଧରେ ପୋଲିସର ଅଭିଯାନ ଜାରି ରହିଛି। ପୁଣି ଏକ ଗଞ୍ଜେଇ ଚାଲାଣ ଘଟଣାରେ କାଲିମେଳା ପୋଲିସ ୨୨ କେଜି ଗଞ୍ଜେଇ ଜବତ କରିବା ସହ ତେଲେଙ୍ଗାନା ନମ୍ବର ଥିବା ଏକ ଅଟୋକୁ ଜବତ କରିଛି। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ପୋଲିସ ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ଏନ୍‌ଏଚ୍‌-୩୨୬ ରାସ୍ତାରେ ଏମ୍‌ଭି-୯୦ ଗ୍ରାମ ବାହାରେ କାଲିମେଳା ଥାନା ଅଞ୍ଚଳରେ ପୋଲିସ…

Read More
କୋଟପାଡ଼: ମଦ ବନ୍ଦ ଦାବିକରି ଥାନାରେ ପହଁଞ୍ଚିଲେ ମହିଳା – ସମୀକ୍ଷା ଖବର

କୋଟପାଡ଼: ମଦ ବନ୍ଦ ଦାବିକରି ଥାନାରେ ପହଁଞ୍ଚିଲେ ମହିଳା

ବସନ୍ତ ପେଗଡ଼/ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ: କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହିଳାଙ୍କ ମଦବିକ୍ରି ବନ୍ଦଦାବୀ ତେଜିବାରେ ଲାଗିଛି l ଆଜି ଢlମନାହାଣ୍ଡି ପଞ୍ଚାୟତରୁ ଶହଶହ ମହିଳା କୋଟପାଡ଼ ଥାନାରେ ପହଂଚି ଦାବିପତ୍ର ଦେଇଛନ୍ତି l ମହିଳାମାନଙ୍କ ଅଭିଯୋଗ ହେଲା, ଅଞ୍ଚଳରେ ମଦ ମାଫିଆ ବେଆଇନ ଭାବେ ବ୍ୟାପକ ମାତ୍ରାରେ ଦେଶୀ, ବିଦେଶୀ ମଦ ବିକ୍ରି କରୁଥିବା ଯୋଗୁଁ ଯୁବଗୋଷ୍ଠୀ ନିଶlଗ୍ରସ୍ତ ହେବାରେ ଲାଗିଛନ୍ତି l ଯାହାଫଳରେ ପାରିବାରିକ ଅଶାନ୍ତି, ସାମାଜିକ ବିଶୃଙ୍ଖଳା, ଗଣ୍ଡଗୋଳ,ଚୋରି,ସଡ଼କ…

Read More
କଲ୍ୟାଣସିଂହପୁର: ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ – ସମୀକ୍ଷା ଖବର

କଲ୍ୟାଣସିଂହପୁର: ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ

ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର / ସମୀକ୍ଷା ନିୟୁଜ୍: 09/10/2026ଜଣେ ମୃତ, ଅନ୍ୟ ଜଣେ ଗୁରୁତର; ଉତ୍ତେଜନା, ୪୫ ନମ୍ବର ରାସ୍ତା ଅବରୋଧକଲ୍ୟାଣସିଂହପୁର, ରୁ ( ଅଭିଳାଷ ମହାନନ୍ଦିଆ )୦୯/୧୦/୨୦୨୬ (ଆପ୍ର.): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇଠାରେ ଚାଲିଥିବା ପ୍ରସିଦ୍ଧ ଭୈରବ ବାଲିଯାତ୍ରାରେ ଘଟିଛି ଅଘଟଣ। ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ବୁଡ଼ାଗୁଡ଼ା ଗ୍ରାମର ମହେଶ କାଡ୍ରାକାଙ୍କ ମୃତ୍ୟୁ ହୋଇଥିବାବେଳେ ରହନ କାଡ୍ରାକା ଗୁରୁତର ଆହତ…

Read More
କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ – ସମୀକ୍ଷା ଖବର

କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ

ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ :୫ଟି ମାମଲା ରୁଜୁ; ୩୨ ଲିଟର ଦେଶୀ ମଦ, ୬୦ ଲିଟର ଚୋରା ଦେଶୀ ମଦ ଓ ସ୍କୁଟି ଜବତ କଟକ, ୮/୧୦/୨୦୨୬: ଅବକାରୀ ବିଭାଗ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅବୈଧ ମଦ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଟକ ସଦର ରେଞ୍ଜ୍‌ ପକ୍ଷରୁ ନ୍ୟାସନାଲ ଲ’ ୟୁନିଭର୍ସିଟି ନିକଟସ୍ଥ ଅଞ୍ଚଳ ଓ ବିଜୁ ପଟ୍ଟନାୟକ ପାର୍କ ଛକ ନିକଟରେ…

Read More
ତିର୍ତୋଲ ବ୍ଲକ ର. ମହିଲ ଗ୍ରାମ ରେ ବାଣ ବିସ୍ଫୋରଣ ଜଣେ ମୃତ ତିନି ଆହତ – ସମୀକ୍ଷା ଖବର

ତିର୍ତୋଲ ବ୍ଲକ ର. ମହିଲ ଗ୍ରାମ ରେ ବାଣ ବିସ୍ଫୋରଣ ଜଣେ ମୃତ ତିନି ଆହତ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ତିର୍ତୋଲ ବ୍ଲକ ମହିଲ ଗ୍ରାମରେ ଦିବା ୧ଘଟିକା ସମୟରେ ଅଚାନକ ପ୍ରବଳ ମାତ୍ରାରେ ଏକ ଅବାଜ୍ ହେବାରୁ ସେହି ଗ୍ରାମର ପାଖ ପଡୋଶୀ ପହଞ୍ଚି ଦେଖିଲା ବେଳକୁ ମନୋରଞ୍ଜନ ସ୍ୱାଇଁ ଙ୍କ ଘରେ ଗ୍ୟାସ୍ ଫାଟି ଯିବା କାରଣରୁ ମନୋରଞ୍ଜନ ସ୍ୱାଇଁ ପୁରା ପୋଡି ହୋଈ ଖଣ୍ଡିଆ ଖାବରା ହୋଇ ଥିବା ବେଳେ ମୂରୁମୁସୁ ଅବସ୍ଥା ରେ ତାଙ୍କୁ ଗୋଟିଏ ବୋଲର ସାହାଯ୍ୟରେ ଜଗତସିଂହପୁରୁ ହସ୍ ପିଟାଲ…

Read More
ସିବିଆଇ ପଞ୍ଝାରେ ନୂଆପଡା ଏକଲବ୍ୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଲାଞ୍ଚ ନେବାବେଳେ ଧରା ପଡିଲେ – ସମୀକ୍ଷା ଖବର

ସିବିଆଇ ପଞ୍ଝାରେ ନୂଆପଡା ଏକଲବ୍ୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଲାଞ୍ଚ ନେବାବେଳେ ଧରା ପଡିଲେ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ ସମୀକ୍ଷା ନ୍ୟୁଜ:ନୂଆପଡ଼ା, ୦୮/୧୦ : ଶିକ୍ଷକ ସମାଜ ପାଇଁ କଳଙ୍କର ଛିଟା ବୋଲି ଦେଲେ ଜଣେ ପ୍ରଧାନ ଶିକ୍ଷକ। ସେ ନିଜର ସ୍ୱାର୍ଥ ପାଇଁ ନିଜର ତଳିଆ କର୍ମଚାରୀଙ୍କ ଠାରୁ ଲାଞ୍ଚ ମାଗି ଶେଷରେ କଳାକନା ବୋଲି ହୋଇ ସମାଜ ରେ ଅପଦସ୍ତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାର ଏକଲବ୍ଯ ମଡେଲ ଆବାସିକ ବିଦ୍ୟାଳୟରେ। ପ୍ରଧାନଶିକ୍ଷକଙ୍କୁ ଲାଞ୍ଚ ନେବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ…

Read More
ମେଡିକାଲରେ ଘରୋଇ ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର – ସମୀକ୍ଷା ଖବର

ମେଡିକାଲରେ ଘରୋଇ ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୮/୧୦/୨୬ – ଗୁରୁବାର ସନ୍ଧ୍ୟା ୯ଟା ମଧ୍ୟରେ ଉଦଳା ମେଡିକାଲରେ ଏକ ଘରୋଇ ଆମ୍ବୁଲାନ୍ସ ରୋଗୀ ନେଇ ଯିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆମ୍ବୁଲାନ୍ସ ଛାତ ଉଡିଯିବା ସହ ହୁତୁହୁତୁ ହୋଇ ଆମ୍ବୁଲାନ୍ସଟି ଜଳିଗଲା । ଘଟଣାରେ ଜଣେ ରୋଗୀ ମଧ୍ୟ ମୃତ୍ୟବରଣ କରିଥିବା ସହ ଦୁଇଜଣ ଆଘାତ ନେଇ ଏକ ଦୁଃଖଦ ସୂଚନା ମିଳିଛି । ଘଟଣା ଅନୁଯାୟୀ ଉଦଳା…

Read More
କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ – ସମୀକ୍ଷା ଖବର

କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : ୫ଟି ମାମଲା ରୁଜୁ; ୩୨ ଲିଟର ଦେଶୀ ମଦ, ୬୦ ଲିଟର ଚୋରା ଦେଶୀ ମଦ ଓ ସ୍କୁଟି ଜବତକଟକ, ୮/୧୦/୨୦୨୬: ଅବକାରୀ ବିଭାଗ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅବୈଧ ମଦ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଟକ ସଦର ରେଞ୍ଜ୍‌ ପକ୍ଷରୁ ନ୍ୟାସନାଲ ଲ’ ୟୁନିଭର୍ସିଟି ନିକଟସ୍ଥ ଅଞ୍ଚଳ ଓ ବିଜୁ ପଟ୍ଟନାୟକ ପାର୍କ ଛକ ନିକଟରେ…

Read More
ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ ଅଭିଯୋଗରେ ୨ ଗିରଫ :୩ଟି ହାଇୱା ଓ ପ୍ରୋକଲିନ୍‌ ମେସିନ୍‌ ଜବତ – ସମୀକ୍ଷା ଖବର

ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ ଅଭିଯୋଗରେ ୨ ଗିରଫ :୩ଟି ହାଇୱା ଓ ପ୍ରୋକଲିନ୍‌ ମେସିନ୍‌ ଜବତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୮ ଅକ୍ଟୋବର: ଖୋରଧା ସଦର ଥାନା ପୁଲିସ ଚଢ଼ଉ କରି ବେଆଇନ ଭାବେ କଳା ମୁଗୁନି ପଥର ଖନନ ଓ ପରିବହନ କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ଏହି ଚଢ଼ଉ ସମୟରେ କଳାପଥର ବୋଝେଇ ୩ଟି ହାଇୱା ଏବଂ ଗୋଟିଏ ପ୍ରୋକଲିନ୍‌ ମେସିନ୍‌ ଜବତ କରାଯାଇଛି।ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲା କଣାସ ଥାନା ଅଧୀନ ଅଣ୍ଡାଳସିଂହ ଗ୍ରାମର ବିଜୟ…

Read More
ଫାର୍ମା କମ୍ପାନିଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତୁତି – ସମୀକ୍ଷା ଖବର

ଫାର୍ମା କମ୍ପାନିଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତୁତି

ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଏହି ମାମଲାରେ ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ଦୁଇଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ କରି ଫାର୍ମା କମ୍ପାନିଙ୍କ ଅନୈତିକ ମାର୍କେଟିଂ ପ୍ରଥା ବିଷୟରେ ସୁପାରିଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ମୁଖ୍ୟ ବିଷୟଫେଡେରେସନ୍ ଅଫ୍ ମେଡିକାଲ୍ ଆଣ୍ଡ ସେଲ୍ସ ରିପ୍ରେଜେଣ୍ଟେଟିଭ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (FMRAI) ପକ୍ଷରୁ ଦାଏର ଯାଚିକାରେ ଅଭିଯୋଗ…

Read More