ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ ଦେଲା ବାଲିଗୁଡା ବନ ବିଭାଗ : ଚିତାବାଘ ନଖ, ଦାନ୍ତ ଓ ହରିଣ ଖପୁରୀ ଜବତ ସହ ତିନି ଶିକାରୀ ଗିରଫ – ସମୀକ୍ଷା ଖବର

ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ ଦେଲା ବାଲିଗୁଡା ବନ ବିଭାଗ : ଚିତାବାଘ ନଖ, ଦାନ୍ତ ଓ ହରିଣ ଖପୁରୀ ଜବତ ସହ ତିନି ଶିକାରୀ ଗିରଫ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ବାଲିଗୁଡା: ତା 11/10 /26 କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବନ୍ୟପ୍ରାଣୀ ଶିକାର ଓ ଅବୈଧ ବନ୍ୟପ୍ରାଣୀ ବାଣିଜ୍ୟ ଘଟଣାରେ ବାଲିଗୁଡ଼ା ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା ।ବନ ବିଭାଗ ପକ୍ଷରୁ ଚିତାବାଘ ଚମଡ଼ା ଚୋରାଚାଲାଣ ଓ ବେଆଇନ ଶିକାର ଅଭିଯୋଗରେ ତିନି ଜଣ ଗିରଫ କରାଯାଇଛି l ଏଥିସହ ବିଭିନ୍ନ ବନ୍ୟପ୍ରାଣୀଙ୍କ ଶରୀର ଅଂଶ ଜବତ କରାଯାଇଛି । ବନ ବିଭାଗର ସୂଚନା ଅନୁସାରେ,…

Read More
ପଦ୍ମପୁର: ନକଲି ସୁନା ବିସ୍କୁଟ ର‍୍ୟାକେଟର ପର୍ଦାଫାଶ – ସମୀକ୍ଷା ଖବର

ପଦ୍ମପୁର: ନକଲି ସୁନା ବିସ୍କୁଟ ର‍୍ୟାକେଟର ପର୍ଦାଫାଶ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :ପଦ୍ମପୁର, 11/10/2026: ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ନକଲି ସୁନା କରବାରର ପର୍ଦ୍ଦାଫାଶ କରିବାରେ ପଦ୍ମପୁର ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବଜାର ଦରଠାରୁ ବହୁତ କମ୍ ମୂଲ୍ୟରେ ଅସଲି ସୁନା ଯୋଗାଇଦେବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଲୁଟୁଥିବା ଏକ ଆନ୍ତଃଜିଲ୍ଲା ଠକ ଗ୍ୟାଙ୍ଗ୍‌ର ତିନି ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟରୁ…

Read More
ଦଶହରା ପର୍ବ ପୂର୍ବରୁ ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ – ସ୍ପେସିଆଲ୍ ଡ୍ରାଇଭ୍‌ରେ ଗଞ୍ଜେଇ ଜବତ ଦୁଇ ଗିରଫ – ସମୀକ୍ଷା ଖବର

ଦଶହରା ପର୍ବ ପୂର୍ବରୁ ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ – ସ୍ପେସିଆଲ୍ ଡ୍ରାଇଭ୍‌ରେ ଗଞ୍ଜେଇ ଜବତ ଦୁଇ ଗିରଫ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି — ଦଶହରା ପର୍ବ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ରୋକିବା ଲକ୍ଷ୍ୟରେ ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ। ବ୍ରହ୍ମପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ପେସିଆଲ୍ ଡ୍ରାଇଭ୍ ଜୋରଦାର କରାଯାଇଛି। ଚିକିଟି ଅବକାରୀ ରେଞ୍ଜ ପକ୍ଷରୁ କେ.ନୂଆଗାଁ ଓ ପାଟପୁର ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୯ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ଥାନା ଅଧିକାରୀ ସଞ୍ଜୟ ଭୁକ୍ତାଙ୍କ ନେତୃତ୍ୱରେ…

Read More
ରାୟଗଡ଼ାରେ ବଜ୍ରକାପ୍ତା କୋଳପା ବିକ୍ରି ପାଇଁ ଡିଲ୍ ବେଳେ ୩ ଜଣଙ୍କୁ ଧରିଲା ବନ ବିଭାଗ – ସମୀକ୍ଷା ଖବର

ରାୟଗଡ଼ାରେ ବଜ୍ରକାପ୍ତା କୋଳପା ବିକ୍ରି ପାଇଁ ଡିଲ୍ ବେଳେ ୩ ଜଣଙ୍କୁ ଧରିଲା ବନ ବିଭାଗ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼ା, ୧୧।୧୦ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର କୋଳପା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ରାୟଗଡ଼ା ବନ ବିଭାଗ ଚଢ଼ାଉ କରି ତିନି ଜଣଙ୍କୁ ଧରିଛି। ରାୟଗଡ଼ା ସହରସ୍ଥିତ ଓରମାସ କାର୍ଯ୍ୟାଳୟ ପଛପଟ ପଡ଼ିଆରେ ଏହି ଚଢ଼ାଉ କରାଯାଇଥିବା ବେଳେ ପ୍ରାୟ ୪ କିଲୋଗ୍ରାମରୁ ଊର୍ଦ୍ଧ୍ୱ ଓଜନର ବଜ୍ରକାପ୍ତା କୋଳପା ବିକ୍ରି ପାଇଁ ଡିଲ୍ ଚାଲିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୧ଟା…

Read More
ମୃତ୍ୟୁର ମାସକ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ପୋତା ହୋଇଥିବା ମୃତଦେହ ଜବତ – ସମୀକ୍ଷା ଖବର

ମୃତ୍ୟୁର ମାସକ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ପୋତା ହୋଇଥିବା ମୃତଦେହ ଜବତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ସୋହେଲା,୧୦।୧୦ ସୋହେଲା ଥାନା ଅନ୍ତର୍ଗତ ରାଜ୍ୟ ସୀମାନ୍ତରେ ସ୍ଥିତ ପଣ୍ଡକିପାଲି ଗ୍ରାମରେ ଗତ ମାସ ଆଠ ତାରିଖ ଦିନ ଅମୃତ ବର୍ଗେ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ମୃତକ ଅମୃତ ବର୍ଗେଙ୍କ ପରିବାର ଲୋକେ ସୋହେଲା ଥାନାକୁ ଆସି ଅମୃତଙ୍କୁ ହତ୍ୟା କରା ଯାଇଥିବା ନେଇ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ କ୍ରମେ ସୋହେଲା ପୋଲିସ ଏକ ହତ୍ୟା ମାମଲା…

Read More
ବିଲରୁ ବାହାରିଲା ଶବ – ସମୀକ୍ଷା ଖବର

ବିଲରୁ ବାହାରିଲା ଶବ

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ:ବରଗଡ ଜିଲ୍ଲା ସୋହେଲା ବ୍ଲକ୍‌ ଅନ୍ତର୍ଗତ ପଣ୍ଡକିପାଲି ଗାଁରେ ଏକ ସନ୍ଦେହଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମୃତ୍ୟୁର ପ୍ରାୟ ଏକ ମାସ ପରେ ଜଣେ ବ୍ୟକ୍ତିଙ୍କ କଙ୍କାଳ ମାଟିତଳୁ ଖୋଳି ବାହାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପଣ୍ଡକିପାଲି ଗ୍ରାମର ଅମୃତ ବାରିକ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ରୁ ଜଣାପଡିଛି ଯେଘଟଣାଟି ୨୦୨୬ ସେପ୍ଟେମ୍ବର ୮ ତାରିଖର। ସେଦିନ ରଜନୀ ସାହୁ ନାମକ ଜଣେ ସ୍ଥାନୀୟ ମହିଳା ଅମୃତଙ୍କୁ…

Read More
ପାରାଦୀପ: ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଫାଟକ ସମ୍ମୁଖରେ ଶବ ରଖି ଧାରଣା – ସମୀକ୍ଷା ଖବର

ପାରାଦୀପ: ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଫାଟକ ସମ୍ମୁଖରେ ଶବ ରଖି ଧାରଣା

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ: ଜେଏସ୍‌ଡବ୍ଲ୍ୟୁ କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିକୁ ନେଇ କମ୍ପାନୀ ଫାଟକ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପତ୍ନୀଙ୍କୁ ନିଯୁକ୍ତି ସହ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦାବିରେ ପରିବାରବର୍ଗ, ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ଧାରଣାରେ ବସିଛନ୍ତି। ସୂଚନା ଅନୁଯାୟୀ, ଏରସମା ବ୍ଲକ ବାଲିତୁଠ ପଞ୍ଚାୟତ ଅନ୍ତର୍ଗତ ବଡ଼ଗବପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ପୁଅ ପବିତ୍ର ବେହେରା (୩୫)…

Read More
ୱଣ୍ଡରୱାଲା ୱାଟର ପାର୍କ ଓ ଅରାଙ୍ଗ-ମଧୁପୁର ନିକଟରେ ଦୁଇଟି ସ୍ଥାନରେ ଚଢ଼ାଉ; ୭ଟି ଜେସିବି ଓ ୫ଟି ହାଇୱା ଜବତ, – ସମୀକ୍ଷା ଖବର

ୱଣ୍ଡରୱାଲା ୱାଟର ପାର୍କ ଓ ଅରାଙ୍ଗ-ମଧୁପୁର ନିକଟରେ ଦୁଇଟି ସ୍ଥାନରେ ଚଢ଼ାଉ; ୭ଟି ଜେସିବି ଓ ୫ଟି ହାଇୱା ଜବତ,

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ବେଆଇନ ମୋରମ ଖନନ ଉପରେ ରାତିଅଧିଆ ଚଢ଼ାଉ; ୮ ଗିରଫ, ୧୨ ଗାଡ଼ି ଜବତ ଖୋର୍ଦ୍ଧା, ଅକ୍ଟୋବର ୧୦:- ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ମୋରମ ଖନନ ଅଭିଯୋଗକୁ ନେଇ ପୁଲିସର ରାତିଅଧିଆ ଚଢ଼ାଉରେ ୮ ଜଣ ଗିରଫ ହୋଇଥିବାବେଳେ ୭ଟି ଜେସିବି ଖନନ ଯନ୍ତ୍ର ଓ ୫ଟି ହାଇୱା ଟ୍ରକ୍‌ ସମେତ ମୋଟ ୧୨ଟି ଗାଡ଼ି ଜବତ ହୋଇଛି। ଅକ୍ଟୋବର ୯ ଓ ୧୦…

Read More
ପୁରୁଣା କଲେଜ ବାରଣ୍ଡାରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ ମୃତଦେହ ମୃତ୍ୟୁର କାରଣ ଖୋଜୁଛି ପୋଲିସ – ସମୀକ୍ଷା ଖବର

ପୁରୁଣା କଲେଜ ବାରଣ୍ଡାରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ ମୃତଦେହ ମୃତ୍ୟୁର କାରଣ ଖୋଜୁଛି ପୋଲିସ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ: ପାରାଦୀପର ପୁରୁଣା କଲେଜ ପରିସରରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ଜଣକ ରଜେଇ ବେହେରା ବୋଲି ଜଣାପଡ଼ିଛି। ତାଙ୍କ ଘର ଗଞ୍ଜାମ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳେ ପୁରୁଣା କଲେଜ ପରିସରରେ ରଜେଇ ବେହେରାଙ୍କୁ ବୁଲାବୁଲି କରୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ସେ କଲେଜ ବାରଣ୍ଡାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ…

Read More
ଆମ୍ବପଳାସ ଗାଁ ଜଙ୍ଗଲରେ ପରଜଙ୍ଗ ପୋଲିସର ବଡ ସଫଳତା : – ସମୀକ୍ଷା ଖବର

ଆମ୍ବପଳାସ ଗାଁ ଜଙ୍ଗଲରେ ପରଜଙ୍ଗ ପୋଲିସର ବଡ ସଫଳତା :

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନ୍ୟୁଜ :୦୯/୧୦ ଆମ୍ବପଳାସ ଜଙ୍ଗଲରେ ୩୦ହଜାର ଲିଟର ପୋଚ ନଷ୍ଟ, ୨ହଜାର ଲିଟର ଦେଶୀ ମଦ ଜବତ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁ ନିକଟସ୍ଥ ଜଙ୍ଗଲରେ ଦେଶୀ ମଦ ରନ୍ଧନଶାଳରେ ପୋଲିସର ବଡ଼ ଧରଣର ଚଢ଼ାଉ। ପରଜଙ୍ଗ ଓ ମହାବିରୋଡ଼ ପୋଲିସର ମିଳିତ ଚଢ଼ାଉରେ ଜଙ୍ଗଲ ଭିତରେ ଚାଲିଥିବା ଏକାଧିକ ମଦ ରନ୍ଧାଶାଳକୁ ଭାଙ୍ଗି ଦିଆଯାଇଛି।ଏହି ଚଢ଼ାଉରେ ପ୍ରାୟ ୩୦ ହଜାର ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ…

Read More