ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ପ୍ରେମରୁ ବିବାହ,ବିବାହରୁ ଧୋକା, ଆଉ ଧୋକାରୁ ହତ୍ୟା – ସମୀକ୍ଷା ଖବର

ପ୍ରେମରୁ ବିବାହ,ବିବାହରୁ ଧୋକା, ଆଉ ଧୋକାରୁ ହତ୍ୟା

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ପ୍ରେମରେ ବିଶ୍ୱାସ ଥାଏ।ବିବାହରେ ପ୍ରତିଶ୍ରୁତି ଥାଏ ଓ ସମ୍ପର୍କରେ ଥାଏ ଭରସା | କିନ୍ତୁ ଯେତେବେଳେ ସେହି ଭରସାର ସ୍ଥାନ ନିଏ ସନ୍ଦେହ, ପ୍ରତାରଣା, ପରକୀୟା ଓ ପ୍ରତିଶୋଧ ସେତେବେଳେ ସମ୍ପର୍କର କାହାଣୀ କେବଳ ବିଚ୍ଛେଦରେ ଅଟକୁନାହିଁ। କେତେକ ଘଟଣାରେ ଏହା ପହଞ୍ଚୁଛି ହତ୍ୟା ପର୍ଯ୍ୟନ୍ତ। ଦେଶର କିଛି ଚର୍ଚ୍ଚିତ ମାମଲା ଏବେ ଏହି ପ୍ରଶ୍ନ ଉଠାଇଛି । ମେରଠର ‘ବ୍ଲୁ ଡ୍ରମ୍’ ମାମଲା ଦେଶକୁ ଦୋହଲାଇଦେଇଥିବା ମେରଠର ‘ବ୍ଲୁ…

Read More
ଖୋରଧାରେ ବେଆଇନ କଳାପଥର ଖନନ ଅଭିଯୋଗରେ ୪ ଗିରଫ:୪ଟି ହାଇୱା ଓ ପୋକଲେନ୍‌ ମେସିନ୍‌ ଜବତ, ଖୁଆ ପାହାଡ଼ରେ ପୁଲିସର ଚଢ଼ଉ – ସମୀକ୍ଷା ଖବର

ଖୋରଧାରେ ବେଆଇନ କଳାପଥର ଖନନ ଅଭିଯୋଗରେ ୪ ଗିରଫ:୪ଟି ହାଇୱା ଓ ପୋକଲେନ୍‌ ମେସିନ୍‌ ଜବତ, ଖୁଆ ପାହାଡ଼ରେ ପୁଲିସର ଚଢ଼ଉ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୪।୧୦:- ଖୋରଧା ସଦର ଥାନା ଅନ୍ତର୍ଗତ ଖୁଆ ପାହାଡ଼ରେ ବେଆଇନ ଭାବେ କଳାପଥର ଖନନ ଓ ପରିବହନ କରାଯାଉଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ବୁଧବାର ସକାଳେ ଏହି ଚଢ଼ଉ ସମୟରେ କଳାପଥର ବୋଝେଇ ୪ଟି ହାଇୱା ଟ୍ରକ ସହ ଗୋଟିଏ ପୋକଲେନ ମେସିନ ଜବତ କରାଯାଇଛି। ଖୋରଧା ଅଞ୍ଚଳରେ ବେଆଇନ ଖଣି କାରବାରକୁ ନେଇ ପୁଣି ଚର୍ଚ୍ଚା ଜୋର୍‌…

Read More
କେବେ ଅଟକିବ ରାଜଧାନୀରେ ବେପରୁଆ ଗାଡି ଚାଳନା ଓ ଦୁର୍ଘଟଣା – ସମୀକ୍ଷା ଖବର

କେବେ ଅଟକିବ ରାଜଧାନୀରେ ବେପରୁଆ ଗାଡି ଚାଳନା ଓ ଦୁର୍ଘଟଣା

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଗାଡ଼ି ଚାଳନା ଏବଂ କ୍ରମାଗତ ଦୁର୍ଘଟଣା ଏବେ ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି | ବିଶେଷ କରି ଅକ୍ଟୋବର ୨୦୨୬ର ଚଳିତ ସପ୍ତାହରେ ଘଟିଥିବା କେତେକ ଭୟଙ୍କର ହିଟ୍-ଆଣ୍ଡ-ରନ୍ ଓ ମଦ୍ୟପାନ ଜନିତ ଦୁର୍ଘଟଣା ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି | ନଜର ପକାନ୍ତୁ କିଛି ଦୁର୍ଘଟଣା ଉପରେ : ସାମ୍ପ୍ରତିକ ପ୍ରମୁଖ ଦୁର୍ଘଟଣା (ଅକ୍ଟୋବର ୨୦୨୬) ଦୁର୍ଘଟଣା…

Read More
ପୁଣି ସଫଳତା, ସୁପାରି କିଲିଂ ପାଇଁ ବନ୍ଧୁକ କିଣାବିକା କରୁଥିବା ସମୟରେ ଦୁଇ ଅପରାଧୀଙ୍କୁ ଗିରଫ କରିଛି ରାଇରଙ୍ଗପୁର ଜିଲ୍ଲା ପୋଲିସ – ସମୀକ୍ଷା ଖବର

ପୁଣି ସଫଳତା, ସୁପାରି କିଲିଂ ପାଇଁ ବନ୍ଧୁକ କିଣାବିକା କରୁଥିବା ସମୟରେ ଦୁଇ ଅପରାଧୀଙ୍କୁ ଗିରଫ କରିଛି ରାଇରଙ୍ଗପୁର ଜିଲ୍ଲା ପୋଲିସ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୩/୧୦/୨୬ – ରାଇରଙ୍ଗପୁର ଜିଲ୍ଲା ପୋଲିସ ତରଫରୁ ଅଳ୍ପଦିନ ଆଗରୁ ୯ଜଣ ଦୁର୍ଦ୍ଦାନ୍ତ ଅପରାଧୀ ସହ ମାରଣାସ୍ତ୍ର ଜବତ ପରେ ପୁଣି ଵହଳଦା ଥାନା ଅଞ୍ଚଳର ଦୁନ୍ଦୁଘାଟରୁ ସୋମବାର ରାତି ୧୧ ଟା ୩୦ ସମୟରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି ପୋଲିସ । ସୂଚନା ଅନୁସାରେ ସୁପାରି କିଲିଂ ମାମଲାରେ ବନ୍ଧୁକ କିଣାବିକା ଉଦ୍ୟମ କରୁଥିବା ସମୟରେ କୌଣସି ସୂତ୍ରରୁ…

Read More
ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ :ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ – ସମୀକ୍ଷା ଖବର

ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ :ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : କଟକ, ତା ୧୩.୧୦.୨୦୨୬ ରିଖ – କଟକ ଜିଲ୍ଲାର ନିଆଳି ଥାନା ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ମିଳିତ ଚଢ଼ଉ କରାଯାଇ ବେଆଇନ ଭାବେ ଗଚ୍ଛିତ ବିପୁଳ ପରିମାଣର ଔଷଧ ଜବତ କରାଯାଇଛି। କଟକ ଡ୍ରଗ୍ସ କଣ୍ଟ୍ରୋଲ ଟିମ୍ ଓ ନିଆଳି ଥାନା ପୋଲିସର ମିଳିତ ଉଦ୍ୟମରେ ଅଭିଯୁକ୍ତଙ୍କ ଘରେ ଏହି ଚଢ଼ଉ କରାଯାଇଥିଲା।…

Read More
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ – ସମୀକ୍ଷା ଖବର

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୩/୧୦/୨୬ – ଶୁକ୍ରୁଳି ବ୍ଲକର ଏକ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ରୀନିବାସର ଜଣେ ନାବାଳିକା ଅନ୍ତେବାସୀଙ୍କ ସହ ଅସଦାଚରଣ କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ନିଜ ପଦବୀର ଦୁରୁପଯୋଗ କରି ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ ପ୍ରଦର୍ଶନ କରିଥାନ୍ତି । ତେବେ ଘଟଣାରେ ପୀଡିତା ଜଣକ ନିଜ ପରିବାର…

Read More
ଖମତରାଇ ଗାଁରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର – ସମୀକ୍ଷା ଖବର

ଖମତରାଇ ଗାଁରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଦେବେଶ ହୋତା/ବିଶେଷ ପ୍ରତିନିଧି/ସମୀକ୍ଷା ନ୍ୟୁଜ/ନୂଆପଡା: ୧୩-୧୦-୨୬ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରାଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଦୁହେଁ ହେଲେ ସଙ୍କୀର୍ତ୍ତନ ଗହୀର ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ପୋଢ଼। ସୂଚନା ଅନୁସାରେ, ଆଜି ସକାଳେ ଘରର କବାଟ ନ ଖୋଲିବାରୁ ପରିବାର ଲୋକେ ଝରକା ପଟେ ଦେଖିଥିଲେ। ପରେ କବାଟ ଖୋଲି ଦେଖିବା ବେଳେ ସଙ୍କୀର୍ତ୍ତନଙ୍କ…

Read More
ସ୍ଵିପ୍ଟ ଗାଡ଼ିରୁ 120 କିଲୋ ଗଞ୍ଜେଇ ଜବତ – ସମୀକ୍ଷା ଖବର

ସ୍ଵିପ୍ଟ ଗାଡ଼ିରୁ 120 କିଲୋ ଗଞ୍ଜେଇ ଜବତ

ବିଜ୍ଞାନ କୁମାର ବିଶ୍ୱାଳ/ ସମୀକ୍ଷା ନ୍ୟୁଜ/ କଟକ:କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧୀକ୍ଷକ ଶ୍ରୀ C H Tirupathi ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ୨ ଗୋଟି ଟିମ୍ ଗଠନ କରାଯାଇ ତିଗିରିଆ ଥାନା ଅନ୍ତର୍ଗତ ନୁଆସଡକ ଛକରେ ଆଠଗଡ ଅବକାରୀ ଥାନା ଏବଂ ବାଙ୍କୀ ଅବକାରୀ ଥାନା ସହିତ ଏକ…

Read More
ଇନ୍‌ଷ୍ଟାଗ୍ରାମ୍ ପରିଚୟ ଆପଣେଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ୩ ଲକ୍ଷ ଟଙ୍କା ଠକେଇ ,ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଇନ୍‌ଷ୍ଟାଗ୍ରାମ୍ ପରିଚୟ ଆପଣେଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ୩ ଲକ୍ଷ ଟଙ୍କା ଠକେଇ ,ଅଭିଯୁକ୍ତ ଗିରଫ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୋଲିସ୍ ଇନ୍‌ଷ୍ଟାଗ୍ରାମ୍ ରେ ପରିଚୟ ଆପଣେଇ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ, ଦୁଷ୍କର୍ମ ଓ ଟଙ୍କା ନେଇ ଫେରାଇ ନଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଭ୍ରମରପୁର ପଲ୍ଲୀ ଗ୍ରାମର ମୁରଲୀ ମହାନ୍ତିଙ୍କ ପୁଅ କହ୍ନେଇ ମହାନ୍ତି (୨୬)। ଏ ସଂକ୍ରାନ୍ତରେ କେ. ନୂଆଗାଁ ଥାନାରେ କେସ୍‌ ନଂ…

Read More
ଠକେଇ ଓ ମାରପିଟ୍ ଅଭିଯୋଗରେ ୩ ଗିରଫ: ନକଲି ସୁନା ଦେଖାଇ ଲୁଟିନେଲେ ୪୨ ହଜାର ଟଙ୍କା – ସମୀକ୍ଷା ଖବର

ଠକେଇ ଓ ମାରପିଟ୍ ଅଭିଯୋଗରେ ୩ ଗିରଫ: ନକଲି ସୁନା ଦେଖାଇ ଲୁଟିନେଲେ ୪୨ ହଜାର ଟଙ୍କା

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ପଦ୍ମପୁର ତା ୧୧.୧୦- ସୁନା ବିସ୍କୁଟ୍‌ ବିକ୍ରି ନାଁରେ ଠକେଇ ଓ ଲୁଟପାଟ୍‌ କରିବା ଅଭିଯୋଗରେ ମେଲ୍‌ଛାମୁଣ୍ଡା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କପାନି ଗ୍ରାମର ଦୁର୍ଯ୍ୟୋଧନ ତାଣ୍ଡି (୪୪), ପାଟଣାଗଡ଼ ଥାନା ବଡ଼ ବାବେଜୁରୀ ଗ୍ରାମର ରାଜୁ ରାୟ (୪୦) ଏବଂ ଖପ୍ରାଖୋଲ ଥାନା ମାଟିଖାଇ…

Read More