ରାଜପାଲ ଯାଦବଙ୍କ ଚେକ୍ ବାଉନ୍ସ ମାମଲାରେ ସୁପ୍ରିମ୍ କୋର୍ଟରେ ଶୁଣାଣି ହୋଇଛି
ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ଆଜି ଅଭିନେତା ରାଜପାଲ ଯାଦବଙ୍କ ଚେକ୍ ବାଉନ୍ସ ମାମଲାରେ ସୁପ୍ରିମ୍ କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ପରେ ରାଜପାଲ ଯାଦବ ଭାବପ୍ରବଣ ହୋଇ ନିଜ ଦୁଃଖ ଓ ଆର୍ଥିକ କ୍ଷତି ବିଷୟରେ କହିଥିଲେ। ଏ ସବୁ ଭିତରେ ରାଜପାଲ ଯାଦବ କହିଥିଲେ ଯେ ଯେ ‘ଅତା ପତା ଲାପତା’ ଫିଲ୍ମରେ ତାଙ୍କର ବହୁତ ବଡ଼ ଆର୍ଥିକ କ୍ଷତି ହୋଇଥିଲା। ତାଙ୍କ କହିବା ଅନୁସାରେ, ଫିଲ୍ମ ପାଇଁ ପ୍ରାୟ ୨୨ କୋଟି ଟଙ୍କା…