ନିଟ୍ରେ କୃତିତ୍ୱ ହାସଲ କଲେ ସ୍ମିତାରାଣୀ, ଗାଇସିଲେଟ ଅଞ୍ଚଳ ପାଇଁ ଆଣିଲେ ଗୌରବ
ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ : 30/8/2026: ଗାଇସିଲେଟ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଶରଧାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ କରିମୁଣ୍ଡା ଗ୍ରାମର ରାଧାକାନ୍ତ ବାଗଙ୍କ ଝିଅ ସ୍ମିତାରାଣୀ ବାଗ ୨୦୨୬ ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କରି ନିଜ ପରିବାର ସମେତ ସମଗ୍ର ଅଞ୍ଚଳ ଓ ଗାଇସିଲେଟ ଲକ୍ଷେଘର ସମାଜ ପାଇଁ ଗୌରବ ଆଣିଛନ୍ତି। ସ୍ମିତାରାଣୀଙ୍କ ଏହି ସଫଳତା ପାଇଁ ଗାଇସିଲେଟ ଲକ୍ଷେଘର ସମାଜ ଓ ସିଡୁଲ କାଷ୍ଟ କର୍ମଚାରୀ…