ସ୍ବର୍ଗତ ରବୀନ୍ଦ୍ର ଥିଲେ ଜଣେ ଯୋଗଜନ୍ମା ସିଦ୍ଧ ପୁରୁଷ
ବିଶିଷ୍ଟ ଶିକ୍ଷାବିତ୍ ରବୀନ୍ଦ୍ର ପ୍ରସାଦ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ବାସୁଦେବପୁର / ଭଦ୍ରକ /ସମୀକ୍ଷା ନ୍ୟୁଜ/ ୩/୦୯:ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତର ଭାଗପୁର ଗ୍ରାମରେ ବିଶିଷ୍ଟ ଶିକ୍ଷାବିତ୍ ,ପାଲା ,ଗାୟକ,ସାହିତ୍ୟିକ,ରାତିକ,ଚିକିତ୍ସାଓ ସଂସ୍କୃତି ଜଗତର ନିଷ୍ଟାପର ସେବକ ତଥା ଅନେକ ଶିକ୍ଷା ଅନୁଷ୍ଠିନର ପ୍ରାଣ ପ୍ରତିଷ୍ଠାତା ରବିନ୍ଦ୍ର ପ୍ରସାଦ ସାହୁଙ୍କ ପ୍ରଥମ ଶ୍ରାଦ୍ଦ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି|ଏହି ଉତ୍ସାବରେ କବି ଓ ଗୀତିକାର ସୁଦର୍ଶନ…