ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ମାଲକାନଗିରି:ଆପତ୍ତିକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ଯତ୍ନ ବୃଦ୍ଧି ପାଇଁ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ – ସମୀକ୍ଷା ଖବର

ମାଲକାନଗିରି:ଆପତ୍ତିକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ଯତ୍ନ ବୃଦ୍ଧି ପାଇଁ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୧୦/୦୯/୨୬ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଉପସ୍ଥିତିରେ ଆପତ୍ତିକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ଏବଂ ମନୋସାମାଜିକ ଯତ୍ନ ବୃଦ୍ଧି ପାଇଁ ଏକ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ବାଙ୍ଗାଲୋରର ଜାତୀୟ ମାନସିକ ସ୍ୱାସ୍ଥ୍ୟ ଏବଂ ସ୍ନାୟୁବିଜ୍ଞାନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମାଲକାନଗିରିର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା…

Read More
ମାଲକାନଗିରିରେ ଦକ୍ଷତା ବିକାଶ ତାଲିମାର୍ଥୀଙ୍କୁ ପୋଷାକ ଓ ପାଠ୍ୟୋପକରଣ ବଣ୍ଟନ କଲେ ବିଧାୟକ ନରସିଂହ ମାଡ଼କାମି – ସମୀକ୍ଷା ଖବର

ମାଲକାନଗିରିରେ ଦକ୍ଷତା ବିକାଶ ତାଲିମାର୍ଥୀଙ୍କୁ ପୋଷାକ ଓ ପାଠ୍ୟୋପକରଣ ବଣ୍ଟନ କଲେ ବିଧାୟକ ନରସିଂହ ମାଡ଼କାମି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୧୦/୦୯/୨୬ମାଲକାନଗିରି ଜିଲ୍ଲାର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ ଏବଂ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆଜି ଏକ ସ୍ୱତନ୍ତ୍ର ପୋଷାକ ଓ ପାଠ୍ୟୋପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲାକ୍ ପାନ୍ଥର ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଏବଂ ଗ୍ରାମତରଙ୍ଗ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସାମଗ୍ରୀ ବଣ୍ଟନ କରିଛନ୍ତି। ବ୍ଲାକ୍ ପାନ୍ଥର ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ…

Read More
ରାଜନୈତିକ କାର୍ଯ୍ୟକଳାପ ମହଙ୍ଗା ପଡ଼ିଲା ଦୁର୍ଗାପ୍ରସାଦ ଛୁରିଆ ସସ୍ପେଣ୍ଡ – ସମୀକ୍ଷା ଖବର

ରାଜନୈତିକ କାର୍ଯ୍ୟକଳାପ ମହଙ୍ଗା ପଡ଼ିଲା ଦୁର୍ଗାପ୍ରସାଦ ଛୁରିଆ ସସ୍ପେଣ୍ଡ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ/ ସମୀକ୍ଷା ନ୍ୟୁଜ୍:ରାଜନୈତିକ କାର୍ଯ୍ୟକଳାପ ରେ ସାମିଲ ହେବା ଅଭିଯୋଗ ରେ ରାଜ୍ୟ ସମବାୟ ସମିତି ବିଭାଗ ର ଜଣେ ବରିଷ୍ଠ ଅଧିକାରୀ ଦୁର୍ଗାପ୍ରସାଦ ଛୁରିଆ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ରାଜ୍ୟ ସମବାୟ ସମିତି କାର୍ଯ୍ୟାଳୟ ରେ ବରିଷ୍ଠ ସହକାରୀ ନିବନ୍ଧକ ଶ୍ରୀ ଚୁରିଆଙ୍କୁ ସସ୍ପେଣ୍ଡ କରାଯାଇଛି ଦୁର୍ଗାପ୍ରସାଦ ଛୁରିଆ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ସ୍ବାମୀ ତାଙ୍କ ବିରୋଧରେ ରାଜନୈତିକ ଦଳର କାର୍ଯ୍ୟକଳାପରେ ସାମିଲ ହେବା…

Read More
ଗୋପବନ୍ଧୁ ଟିକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଶିହିଡିଆ ଠାରେ ବ୍ଲକ ସ୍ତରୀୟ ସାଇନ୍ସ ସେମିନାର ଅନୁଷ୍ଠିତ – ସମୀକ୍ଷା ଖବର

ଗୋପବନ୍ଧୁ ଟିକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଶିହିଡିଆ ଠାରେ ବ୍ଲକ ସ୍ତରୀୟ ସାଇନ୍ସ ସେମିନାର ଅନୁଷ୍ଠିତ

ବିନୟ ସାହୁ / ବଣେଇ ରିପୋର୍ଟର /ସମୀକ୍ଷା ନ୍ୟୁଜ ବଣାଇଗଡ଼: ବଣାଇଗଡ଼ ବ୍ଲକ ସ୍ଥିତ ଗୋପବନ୍ଧୁ ଟିକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଶିହିଡିଆ ଠାରେ ତା ୦୯/୦୯/୨୦୨୬ ବୁଧବାର ଦିନ ବ୍ଲକ ସ୍ତରୀୟ ସାଇନ୍ସ ସେମିନାର ଅନୁଷ୍ଠିତ ହୋଇ ଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରୂପ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ରୁଗୁଡ଼ାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୁରଲୀଧର…

Read More
ସୋନପୁର ପୋଲିସର ସଫଳତା – ସମୀକ୍ଷା ଖବର

ସୋନପୁର ପୋଲିସର ସଫଳତା

ମୂରଲୀଧର ସାହୁ/ଜିଲ୍ଲା ପ୍ରତିନିଧି /ସୁବର୍ଣ୍ଣପୁର: ଅଭିଯୋଗକାରୀ ଅର୍ଜୁନ ରଥ ଏବଂ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ପ୍ରାୟ ଏକ ଦଶନ୍ଧି ଧରି ବିବାହ ଉତ୍ସବ, ଜନ୍ମଦିନ ପାର୍ଟି, କର୍ପୋରେଟ୍ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସାମାଜିକ ସମାବେଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମିଳିତ ଭାବେ ଖାଦ୍ୟ ଯୋଗାଣ (କ୍ୟାଟରିଂ) ଚୁକ୍ତି ନେଇ କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟରେ ଅର୍ଜୁନ ରଥ ଜଣେ ରୋଷେୟା ଭାବରେ କାମ କରୁଥିବାବେଳେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ଫାଷ୍ଟ ଫୁଡ୍ (ଜଳଖିଆ) ପ୍ରସ୍ତୁତ…

Read More
ତିର୍ତ୍ତୋଲ:କ୍ୟାମ୍ପସ ୟୁନିଟ୍ ଘୋଷଣା – ସମୀକ୍ଷା ଖବର

ତିର୍ତ୍ତୋଲ:କ୍ୟାମ୍ପସ ୟୁନିଟ୍ ଘୋଷଣା

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP), ଜଗତସିଂହପୁର ଜିଲ୍ଲା ତରଫରୁ ତିର୍ତ୍ତୋଲସ୍ଥିତ ଆଦିକବି ଶାରଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କ୍ୟାମ୍ପସ ୟୁନିଟ୍ ଘୋଷଣା ହୋଇଯାଇଛି।ଏବିଭିପି ଛାତ୍ର ବିଭାଗ ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତିଙ୍କ ମତରେ ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି ଅଟେ |ଛାତ୍ର ସମାଜର ହିତ, ଶିକ୍ଷାର୍ଥୀଙ୍କ ସମସ୍ୟା ଓ ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ଛାତ୍ର ନେତାମାନଙ୍କର ନିଷ୍ଠାପୂର୍ଣ୍ଣ ପ୍ରଚେଷ୍ଠା ତାଙ୍କୁ ସଫଳ କରେ । ଦେଶର ଆଗାମୀପିଢ଼ି ରାଜନେତା ଛାତ୍ର…

Read More
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତମାତୃଭାଷାରେ ଭାବ ପ୍ରକାଶ ଅଧିକ ସହଜ ଓ ସ୍ୱାଭାବିକ: ଜିଲ୍ଲାପାଳ – ସମୀକ୍ଷା ଖବର

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତମାତୃଭାଷାରେ ଭାବ ପ୍ରକାଶ ଅଧିକ ସହଜ ଓ ସ୍ୱାଭାବିକ: ଜିଲ୍ଲାପାଳ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ: ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ସରଳ, ସ୍ୱଚ୍ଛ, ସୁଗମ ଓ ଜନମୁଖୀ କରିବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂଆପଡ଼ା ଜିଲ୍ଲାରେ ଦୁଇଦିନିଆ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛିlଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୂଆପଡ଼ାର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନରୁ ଆସିଥିବା ପ୍ରଶିକ୍ଷକମାନଙ୍କୁ…

Read More
ବର୍ଷା : ଲାଲ ସତର୍କତାରେ ମୟୂରଭଞ୍ଜ, ଆଜି ସମସ୍ତ ବିଦ୍ୟାଳୟ ଛୁଟି – ସମୀକ୍ଷା ଖବର

ବର୍ଷା : ଲାଲ ସତର୍କତାରେ ମୟୂରଭଞ୍ଜ, ଆଜି ସମସ୍ତ ବିଦ୍ୟାଳୟ ଛୁଟି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି : ୧୦/୯/୨୦୨୬- ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ବଳ ଗୋଟାଉଥ‌ିବା ବେଳେ ୧୦ ତାରିଖ ଏହା ଲଘୁଚାପର ରୂପ ନେବା ସମ୍ଭାବନା ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରତି ବିଭାଗୀୟ ଲାଲ ସତର୍କତାରହିଛି । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ମୟୂରଭଞ୍ଜ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥୂବାରୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍…

Read More
ଖୋରଧା:ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବର ବୃକ୍ଷ ରୋପଣଅଁଳା, ଲିମ୍ବ, ଅର୍ଜୁନ, କରଞ୍ଜ, ବେଲ, କଦମ୍ବ, ପିସ୍ତା ବାଦାମ, ଶିଶୁ , ସାଗୁଆନ ସମେତ ଅନେକ ଔଷଧୀୟ ବୃକ୍ଷ ଚାରା ରୋପଣ – ସମୀକ୍ଷା ଖବର

ଖୋରଧା:ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବର ବୃକ୍ଷ ରୋପଣଅଁଳା, ଲିମ୍ବ, ଅର୍ଜୁନ, କରଞ୍ଜ, ବେଲ, କଦମ୍ବ, ପିସ୍ତା ବାଦାମ, ଶିଶୁ , ସାଗୁଆନ ସମେତ ଅନେକ ଔଷଧୀୟ ବୃକ୍ଷ ଚାରା ରୋପଣ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୮ା୯: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମଙ୍ଗଳବାର ପ୍ରେସ କ୍ଲବ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କ୍ଲବ ସଭାପତି ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପରିବେଶ ସୁରକ୍ଷା ଭଳି ସାମାଜିକ ଦାୟିତ୍ୱରେ ମଧ୍ୟ ସକ୍ରିୟ ଭୂମିକା ନେବାର…

Read More
ଖୋରଧା ରେ ନକଲି ଟାଟା ଡିଇଏଫ କାରବାର ଠାବ, ୨୨୦ ଲିଟର ସାମଗ୍ରୀ ଜବତ, ୨ ଗିରଫ ; ଯୋଗାଣକାରୀଙ୍କ ସନ୍ଧାନରେ ତଦନ୍ତ – ସମୀକ୍ଷା ଖବର

ଖୋରଧା ରେ ନକଲି ଟାଟା ଡିଇଏଫ କାରବାର ଠାବ, ୨୨୦ ଲିଟର ସାମଗ୍ରୀ ଜବତ, ୨ ଗିରଫ ; ଯୋଗାଣକାରୀଙ୍କ ସନ୍ଧାନରେ ତଦନ୍ତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୯: ଖୋରଧା ସହର ନିକଟସ୍ଥ ତୋଟାପଡ଼ା ଅଞ୍ଚଳରେ ଟାଟା ମୋଟର୍ସର ନାମରେ କଥିତ ନକଲି ଅଟୋମୋବାଇଲ୍‌ ସାମଗ୍ରୀ ବିକ୍ରି ଅଭିଯୋଗରେ ଏନ୍‌ଫୋର୍ସମେଣ୍ଟ ଇନ୍‌ଭେଷ୍ଟିଗେସନ୍‌ ଆଣ୍ଡ ପ୍ରୋଟେକ୍ସନ୍‌ ସର୍ଭିସେସ୍‌ (ଇଆଇପିଆର୍‌) ଓ ଖୋରଧା ଆଦର୍ଶ ଥାନା ପୁଲିସର ମିଳିତ ଚଢ଼ଉରେ ୨୨୦ ଲିଟର ଡିଜେଲ୍‌ ଏକ୍‌ଜଷ୍ଟ ଫ୍ଲୁଇଡ୍‌ (ଡିଇଏଫ୍‌) ଜବତ ହୋଇଛି। ଏହି ଘଟଣାରେ ଦୁଇଟି ପୃଥକ ମାମଲା ରୁଜୁ କରି ପୁଲିସ…

Read More