ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ରାଜନୈତିକ କାର୍ଯ୍ୟକଳାପ ମହଙ୍ଗା ପଡ଼ିଲା ଦୁର୍ଗାପ୍ରସାଦ ଛୁରିଆ ସସ୍ପେଣ୍ଡ

ରାଜନୈତିକ କାର୍ଯ୍ୟକଳାପ ମହଙ୍ଗା ପଡ଼ିଲା ଦୁର୍ଗାପ୍ରସାଦ ଛୁରିଆ ସସ୍ପେଣ୍ଡ – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ/ ସମୀକ୍ଷା ନ୍ୟୁଜ୍:
ରାଜନୈତିକ କାର୍ଯ୍ୟକଳାପ ରେ ସାମିଲ ହେବା ଅଭିଯୋଗ ରେ ରାଜ୍ୟ ସମବାୟ ସମିତି ବିଭାଗ ର ଜଣେ ବରିଷ୍ଠ ଅଧିକାରୀ ଦୁର୍ଗାପ୍ରସାଦ ଛୁରିଆ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ରାଜ୍ୟ ସମବାୟ ସମିତି କାର୍ଯ୍ୟାଳୟ ରେ ବରିଷ୍ଠ ସହକାରୀ ନିବନ୍ଧକ ଶ୍ରୀ ଚୁରିଆଙ୍କୁ ସସ୍ପେଣ୍ଡ କରାଯାଇଛି ଦୁର୍ଗାପ୍ରସାଦ ଛୁରିଆ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ସ୍ବାମୀ ତାଙ୍କ ବିରୋଧରେ ରାଜନୈତିକ ଦଳର କାର୍ଯ୍ୟକଳାପରେ ସାମିଲ ହେବା ଏବଂ ସରକାରୀ ଚାକିରିର ନିୟମ ଉଲଘଂନ କରିବାନେଇ ଅଭିଯୋଗ ହୋଇଛି ଏହି ଅଭିଯୋଗ ଭିତ୍ତିରେ ସମବାୟ ସମିତି ନିବନ୍ଧକ ପକ୍ଷରୁ ତାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରାଯାଇଛି ନିଲମ୍ବନ ସମୟରେ ଦୁର୍ଗାପ୍ରସାଦ ଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଜାରି ରହିବ ଓ ଫଳା ଫଳ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆ ଯିବ ବୋଲି ଜଣା ପଡିଛି ଏହି ଘଟଣାରେ ସରକାରୀ ଚାକିରିରେ ଥିବା ଅଧିକାରୀମାନଙ୍କ ରାଜନୈତିକ କାର୍ଯ୍ୟକଳାପ ରେ ସମ୍ପୃତିକୁ ନେଇ ପୁଣି ଆରମ୍ଭ ହୋଇଛି

ରାଜନୈତିକ କାର୍ଯ୍ୟକଳାପ ମହଙ୍ଗା ପଡ଼ିଲା ଦୁର୍ଗାପ୍ରସାଦ ଛୁରିଆ ସସ୍ପେଣ୍ଡ – ସମୀକ୍ଷା
ରାଜନୈତିକ କାର୍ଯ୍ୟକଳାପ ମହଙ୍ଗା ପଡ଼ିଲା ଦୁର୍ଗାପ୍ରସାଦ ଛୁରିଆ ସସ୍ପେଣ୍ଡ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗୋପବନ୍ଧୁ ଟିକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଶିହିଡିଆ ଠାରେ ବ୍ଲକ ସ୍ତରୀୟ ସାଇନ୍ସ ସେମିନାର ଅନୁଷ୍ଠିତ