ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ସ୍ୱାୟତ୍ତ ଶାସନ ଦିବସରେ ବିକାଶକୁ ଗୌଣ, ରାଜନୀତି ମୁଖ୍ୟ: ତାଳଚେରର ଭବିଷ୍ୟତ ନେଇ ନିରବ ବିଧାୟକ, ନଗରପାଳ ଓ ପ୍ରଶାସନ – ସମୀକ୍ଷା ଖବର

ସ୍ୱାୟତ୍ତ ଶାସନ ଦିବସରେ ବିକାଶକୁ ଗୌଣ, ରାଜନୀତି ମୁଖ୍ୟ: ତାଳଚେରର ଭବିଷ୍ୟତ ନେଇ ନିରବ ବିଧାୟକ, ନଗରପାଳ ଓ ପ୍ରଶାସନ

​ପୁଲକେଶ୍ଵର ମିଶ୍ର, ସ୍ଵତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେର, ଅନୁଗୁଳ: 31/8/2026​ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ତାଳଚେର ପୌରପାଳିକା କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଥିବା ବେଳେ ସହରର ବାସ୍ତବ ବିକାଶର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ସ୍ୱାୟତ୍ତ ଶାସନ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି—ବିଗତ ବର୍ଷର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା, ଖର୍ଚ୍ଚର ହିସାବ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ, ସହରର ରାସ୍ତାଘାଟ, ଡ୍ରେନେଜ୍‌, ପାନୀୟ ଜଳ, ପରିମଳ ଓ ଆଲୋକୀକରଣ ଭଳି ମୌଳିକ…

Read More
ନୃସିଂହନାଥ ମନ୍ଦିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ – ସମୀକ୍ଷା ଖବର

ନୃସିଂହନାଥ ମନ୍ଦିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ପଦ୍ମପୁର,୨୮।୮ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ ପାଇକମାଲ ସ୍ଥିତ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ଦିବା ୧୦ ଘଟିକା ୧୧ମିନିଟ ୧୬ ସେକେଣ୍ଡ ରୁ ୧୨ ଘଟିକା ୨୬ ମିନିଟ ୧୮ ସେକେଣ୍ଡ ମଧ୍ୟରେ ମହାପ୍ରଭୁଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯିବ। ଧାର୍ଯ୍ୟ ଲଗ୍ନ ଅନୁଯାୟୀ ଶ୍ରୀଶ୍ରୀ ନୃସିଂହନାଥ…

Read More
ଅବକାରୀ ବିଭାଗର ବଡ଼ ସଫଳତା; ୪୦ ଲକ୍ଷ ଟଙ୍କାର ୪୦୦ କେଜି ଗଞ୍ଜେଇ ଜବତ, ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ଉଦ୍ୟମ ବିଫଳ – ସମୀକ୍ଷା ଖବର

ଅବକାରୀ ବିଭାଗର ବଡ଼ ସଫଳତା; ୪୦ ଲକ୍ଷ ଟଙ୍କାର ୪୦୦ କେଜି ଗଞ୍ଜେଇ ଜବତ, ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ଉଦ୍ୟମ ବିଫଳ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୩୦/୦୮/୨୬ମାଲକାନଗିରି ଜିଲ୍ଲାରେ ଚାଲୁଥିବା ବିଶେଷ ଅଭିଯାନ ଅବସରରେ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଅବକାରୀ ଅଧୀକ୍ଷକ ଶ୍ରୀ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ତା ଅବକାରୀ ଟିମ୍ ପକ୍ଷରୁ ପେପରମେଟଲା ଥାନା ଅଧୀନସ୍ଥ ଧୂଳିପୁଟ ଗ୍ରାମ ପଂଚାୟତର ସୁରୁବନ୍ଧ ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।​ଚଢ଼ାଉ ସମୟରେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ପ୍ରାୟ ୪୦୦ କେଜି ଗଞ୍ଜେଇ ବସ୍ତା ଜବତ କରାଯାଇଥିଲା। ଜବତ ଗଞ୍ଜେଇର…

Read More
ଚିତ୍ରକୋଣ୍ଡା ବ୍ଲକ: କଣ୍ଟାଗୁଡ଼ା ଗ୍ରାମରେ ବିକାଶ ରାସ୍ତାରେ ବାଧକ ସାଜିଛି ସେତୁ, ବର୍ଷାରେ ଗାଁ ଲୋକେ ହନ୍ତସନ୍ତ – ସମୀକ୍ଷା ଖବର

ଚିତ୍ରକୋଣ୍ଡା ବ୍ଲକ: କଣ୍ଟାଗୁଡ଼ା ଗ୍ରାମରେ ବିକାଶ ରାସ୍ତାରେ ବାଧକ ସାଜିଛି ସେତୁ, ବର୍ଷାରେ ଗାଁ ଲୋକେ ହନ୍ତସନ୍ତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୩୦/୦୮/୨୬ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲେଗାଡ଼ା ପଞ୍ଚାୟତର କଣ୍ଟାଗୁଡ଼ା ଗ୍ରାମ ଆଜି ମଧ୍ୟ ବିକାଶର ମୁଖ୍ୟସ୍ରୋତରେ ପହଁଚି ପାରି ନାହିଁ। ଏହି ଗ୍ରାମରେ ପ୍ରାୟ ୨୫ଟି ପରିବାର ବସବାସ କରୁଥିବା ବେଳେ ଏଠାରେ ଗୋଟିଏ ଭଲ ରାସ୍ତା କିମ୍ବା ସେତୁଟିଏ ଗାଁ ଲୋକଙ୍କ ପାଇଁ ନିର୍ମାଣ ହୋଇପାରିନାହିଁ। ଗୋଟିଏ ଛୋଟ ବ୍ରିଜ୍‌ର ଅଭାବ ଯେପରି ଗ୍ରାମର ବିକାଶ ଯାତ୍ରାକୁ ଅଟକାଇ ଦେଇଛି। ଫଳରେ ସରକାରୀ ଯୋଜନା ଓ ମୌଳିକ…

Read More
ଯେଉଁଠି ପହଞ୍ଚେନି ସ୍ୱାସ୍ଥ୍ୟସେବା, ସେଠି ପହଞ୍ଚିଲେ ‘ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନି : ଦୁର୍ଗମ ଆଦିବାସୀ ଗାଁରେ ଡାକ୍ତରଙ୍କ ମାନବିକତାର ନିଆରା ଦୃଷ୍ଟାନ୍ତ – ସମୀକ୍ଷା ଖବର

ଯେଉଁଠି ପହଞ୍ଚେନି ସ୍ୱାସ୍ଥ୍ୟସେବା, ସେଠି ପହଞ୍ଚିଲେ ‘ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନି : ଦୁର୍ଗମ ଆଦିବାସୀ ଗାଁରେ ଡାକ୍ତରଙ୍କ ମାନବିକତାର ନିଆରା ଦୃଷ୍ଟାନ୍ତ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ : 29/8/2026: ପଦ୍ମପୁର: ଆଜିର ବ୍ୟସ୍ତବହୁଳ ସମାଜରେ ଚିକିତ୍ସା ସେବା ଯେତେବେଳେ ଧୀରେ ଧୀରେ ବ୍ୟବସାୟିକ ରୂପ ନେଉଛି, ସେତେବେଳେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନି ପୁଣିଥରେ ମାନବିକତା ଓ ସେବାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଶନିବାର ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡେନ ଗ୍ରାମପଞ୍ଚାୟତର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ…

Read More
ଝାରସୁଗୁଡ଼ା ବିଜେପିରେ ଅନ୍ତଃକନ୍ଦଳ ଚର୍ଚ୍ଚା ତେଜସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମକୁ ନେଇ ମନ୍ତ୍ରୀ-ବିଧାୟକ ସମୀକରଣ ଉପରେ ଉଠିଲା ପ୍ରଶ୍ନ – ସମୀକ୍ଷା ଖବର

ଝାରସୁଗୁଡ଼ା ବିଜେପିରେ ଅନ୍ତଃକନ୍ଦଳ ଚର୍ଚ୍ଚା ତେଜସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମକୁ ନେଇ ମନ୍ତ୍ରୀ-ବିଧାୟକ ସମୀକରଣ ଉପରେ ଉଠିଲା ପ୍ରଶ୍ନ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼:, ୨୯/୮: ଝାରସୁଗୁଡ଼ା ଜିଲ୍ଲା ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି l ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ରାଜନୈତିକ ସମୀକରଣକୁ ନେଇ ଦଳୀୟ ମହଲରେ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚା ଏବେ ସାର୍ବଜନୀନ ଆଲୋଚନାର ବିଷୟ ପାଲଟିଛି l ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ…

Read More
ନୟାଗଡ / ସମୀକ୍ଷା ନିୟୁଜ/୨୮ ଅଗଷ୍ଟ ୨୦୨୬: ରକ୍ଷା ବନ୍ଧନ ତଥା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରାକ୍ଷୀ ପିନ୍ଧାଉଛନ୍ତି ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା – ସମୀକ୍ଷା ଖବର

ନୟାଗଡ / ସମୀକ୍ଷା ନିୟୁଜ/୨୮ ଅଗଷ୍ଟ ୨୦୨୬: ରକ୍ଷା ବନ୍ଧନ ତଥା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରାକ୍ଷୀ ପିନ୍ଧାଉଛନ୍ତି ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

Read More
ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ – ସମୀକ୍ଷା ଖବର

ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୯/୦୮/୨୬: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ ସ୍ତର ସହ ତାଳ ମିଳାଇ ଜିଲ୍ଲାରେ ତିନି ଦିନିଆ ଅଗଷ୍ଟ ୨୮, ୨୯ ଓ ୩୦ କ୍ରୀଡ଼ା ଉତ୍ସବ ସମାରୋହପୂର୍ବକ ଆରମ୍ଭ ହୋଇଯାଇଛି।​ଅଗଷ୍ଟ ୨୮ ପ୍ରଥମ ଦିବସଉତ୍ସବର ପ୍ରଥମ ଦିନରେ ବିଭିନ୍ନ ସ୍କୁଲ୍‌ଗୁଡ଼ିକରେ ହୋକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସହ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଜାଗ୍ରତ କରିବା ପାଇଁ ୨୯-ଚ୍ୟାଲେଞ୍ଜ…

Read More
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭଉଣୀକୁ ଛାଡ଼ିବାକୁ ଯାଉଥିବା ଭାଇ ମୃତ, ୪ ଗୁରୁତର – ସମୀକ୍ଷା ଖବର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭଉଣୀକୁ ଛାଡ଼ିବାକୁ ଯାଉଥିବା ଭାଇ ମୃତ, ୪ ଗୁରୁତର

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ, ୨୯/୦୮/୨୬/_ (ସମୀକ୍ଷା ନ୍ୟୁଜ):​ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିଳଘାଟି ଜଙ୍ଗଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭଉଣୀ ଓ ଭଣଜାଙ୍କୁ ଶଶୁରଘରକୁ ଛାଡ଼ିବାକୁ ଯାଉଥିବା ସମୟରେ ପଛପଟୁ ଏକ ଦ୍ରୁତଗାମୀ ବୁଲେଟ୍ ଧକ୍କା ଦେବାରୁ ଭାଇଙ୍କର ମୃତ୍ୟୁ ହୋଇଛି ଏବଂ ଭଉଣୀ ଓ ଭଣଜାଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି।​ମିଳିଥିବା ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅଧୀନ ଶିଆଳିଆ (ଖ) ଗ୍ରାମର ଚାନ୍ଦୁ ହାଁସଦାଙ୍କ…

Read More
ମୋବାଇଲରୁ ପ୍ରମାଣ ଲିଭାଇବା ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୟୂରଭଞ୍ଜ କପ୍ତିପଦାର ନିମାଇଁ ମୁର୍ମୁଙ୍କ ଗୁହାରି – ସମୀକ୍ଷା ଖବର

ମୋବାଇଲରୁ ପ୍ରମାଣ ଲିଭାଇବା ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୟୂରଭଞ୍ଜ କପ୍ତିପଦାର ନିମାଇଁ ମୁର୍ମୁଙ୍କ ଗୁହାରି

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ, ୨୮/୦୮/୨୬/ (ସମୀକ୍ଷା ନ୍ୟୁଜ): ​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ନିମାଇଁ ମୁର୍ମୁ (ପିତା- ମୁଦୁଲି ମୁର୍ମୁ) ତାଙ୍କ ପରିବାର ଉପରେ ହୋଇଥିବା ମାଡ଼ପିଟ୍, ମୋବାଇଲରୁ ପ୍ରମାଣ ନଷ୍ଟ ଏବଂ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଦୃଢ଼ ଦାବି କରିଛନ୍ତି।ପୂର୍ବରୁ ନିମାଇଁଙ୍କ ପରିବାର ସହ ଘଟିଥିବା ଏକ ହିଂସାକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ…

Read More