ତାଳଚେର ଫାଷ୍ଟଗେଟ୍-ହାଣ୍ଡିଧୁଆଁ ରାସ୍ତା ସମ୍ପ୍ରସାରଣରେ ଅହେତୁକ ବିଳମ୍ବ: ଜବରଦଖଲ ଉଚ୍ଛେଦ ନହେବାରୁ ଅଟକିଛି ଡବଲ୍ ରୋଡ୍ କାର୍ଯ୍ୟ
ପୁଲକେଶ୍ୱର ମିଶ୍ର, ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେର, ଅନୁଗୋଳ (ସମୀକ୍ଷା ନ୍ୟୁଜ୍): ତାଳଚେର ସହରର ପ୍ରମୁଖ ଯୋଗାଯୋଗ ରାସ୍ତା ଫାଷ୍ଟଗେଟ୍ ଛକରୁ ହାଣ୍ଡିଧୁଆଁ ପର୍ଯ୍ୟନ୍ତ ପ୍ରାୟ ୩.୪ କିଲୋମିଟର ରାସ୍ତାକୁ ଦୁଇ ଲେନ୍ (ଡବଲ୍ ରୋଡ୍) କରିବା ପାଇଁ ସରକାରୀ ସ୍ତରରେ ଅନୁଦାନ ମଞ୍ଜୁର ହୋଇସାରିଥିଲେ ମଧ୍ୟ ପ୍ରଶାସନ ଓ ପୌରପାଳିକାର ଉଦାସୀନତା ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ।ମୁଖ୍ୟ ସମସ୍ୟା ଓ ଜବରଦଖଲ:ଅଣଓସାରିଆ ରାସ୍ତା ଓ ଟ୍ରାଫିକ୍ ଜାମ୍: ଏହି ୩.୪ କି.ମି. ରାସ୍ତା…