ଓଡ଼ିଆ ଚଳଚ୍ଚିତ୍ର “ଜଙ୍ଖ” ର ଶୁଭ ମହୁରତ ଏବଂ ଟାଇଟଲ ଘୋଷଣା
ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି : ପିପିଲି ଉପକଣ୍ଠସ୍ଥିତ ଏକ ତାରକା ହୋଟେଲରେ ଶଗୁନ ଏଣ୍ଟରଟେଣ୍ଡମେଣ୍ଟ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଓଡ଼ିଆ ସିନେମା “ଜଙ୍ଖ” ର ଶୁଭ ମହୁରତ ଏବଂ ଟାଇଟିଲ ଘୋଷଣା ମହାସମାରୋହରେ ପାଳିତ ହୋଇଯାଇଛି। ଟାଇଟିଲ ଘୋଷଣା ଅବସରରେ ଫିଲ୍ମର ସମସ୍ତ ଅଭିନେତା, ଅଭିନେତ୍ରୀ , କଣ୍ଠଶିଳ୍ପୀ, କଳାକାର ଉପସ୍ଥିତ ଥିଲେ। ନୂଆ ପୀଢ଼ିର ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକଙ୍କ ଭିନ୍ନ ଏକ ପରିକଳ୍ପନାରେ ନିର୍ମିତ ଜଙ୍ଖ ଚଳଚିତ୍ର…