Headlines

ନୂଆପଡ଼ାରେ ଆଡାପ୍ଟ-୪-ଆର୍ ପ୍ରକଳ୍ପର ଦ୍ବିତୀୟ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ତେଜୁରାମ ନାଏକ/ କୋମନା ରିପୋର୍ଟର/ ସମୀକ୍ଷା ନ୍ୟୁଜ :

ନୂଆପଡା/ 03-08-2026: ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ନେଇ ଲୋକଙ୍କୁ ସଚେତନ କରିବା ଏବଂ ‘କ୍ଲାଇମେଟ୍ ଚାମ୍ପିଅନ୍’ମାନଙ୍କର ତାଲିମ ଓ ଦକ୍ଷତା ବିକାଶ ଉପରେ ମଧ୍ୟ ନୂଆପଡ଼ା (କୋଶଳ ପ୍ରହରୀ) ନୂଆପଡ଼ା ଜିଲ୍ଲାରେ ଆଡାପ୍ଟ-୪- ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ପରିବର୍ତ୍ତନଜନିତ (ADAPT4R-Adaptation for Resilience) ପ୍ରକଳ୍ପର କାର୍ଯ୍ୟାନ୍ଵୟନର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା କରିବା ଦିଗରେ ପ୍ରକଳ୍ପକୁ ଅଧିକ ପ୍ରଭାବଶାଳୀ କରିବାକୁ ସେ ସମୀକ୍ଷା ନେଇ ଦ୍ବିତୀୟ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ଵୟନ କମିଟି ନିର୍ଦ୍ଦେଶ ଦେଇଥିଲେ। ଆଡାପ୍ଟ-୪-ଆର୍ ପ୍ରକଳ୍ପର ନିୟମିତ (DPIC-2) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ନିରୀକ୍ଷଣ ଓ ସମୀକ୍ଷା ସହିତ ସମ୍ପୂକୁ ବିଭାଗଗୁଡ଼ିକର ସକ୍ରିୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମନ୍ଵୟ ମାଧ୍ୟମରେ ନୂଆପଡ଼ାକୁ ଏକ ‘ଜଳବାୟୁ ସହନଶୀଳ ପ୍ରକଳ୍ପର ଏପର୍ଯ୍ୟନ୍ତ ଅଗ୍ରଗତି, ପ୍ରଥମ DPIC ବୈଠକର ନିଷ୍ପତ୍ତର ମଡେଲ୍‌ ଜିଲ୍ଲା ଭାବେ ଗଢ଼ିତୋଳିବା ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ବୋଲି ଅନୁପାଳନ ଏବଂ ଆଗାମୀ ମାସଗୁଡ଼ିକର କାର୍ଯ୍ୟଯୋଜନା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ମଡେଲ୍‌କୁ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଜୀବିକା ସୁଦୃଢ଼ୀକରଣ, ସମ୍ପତ୍ତିକୁ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲା ଓ ରାଜ୍ୟରେ ପ୍ରୟୋଗ କରିବାର ଜଳବାୟୁ ସହନଶୀଳ କରିବା, ଲାଷ୍ଟ ମାଇଲ୍ କ୍ଲାଇମେଟ୍ ସର୍ଭିସେସ୍ ଲକ୍ଷ୍ୟ ରହିଛି। ବୈଠକରେ ଡିଏଫ୍‌ଓ, ସୁନାବେଡ଼ା ବନ୍ୟପ୍ରାଣୀ (LMCS) ଏବଂ ଜଳବାୟୁ ଅନୁକୂଳନ ଓ ସମାବେଶୀ ସମୁଦାୟ ବିଭାଗ ସମୀର ସାହୁ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା (CAICs) ସହିତ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ନେଇ ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧୂ ଭୋଇଙ୍କ ଆଲୋଚନା ହୋଇଥିଲା। ପ୍ରକଳ୍ପର ଜିଲ୍ଲା ନୋଡାଲ୍ ଅଧୂକାରୀ ତଥା ସମେତ ଜିଲ୍ଲା ଜରୁରୀକାଳୀନ ଅଧୁକାରୀ, ମୁଖ୍ୟ ଜିଲ୍ଲା କୃଷି ଡିଏଫ୍‌ଓ, ଖଡ଼ିଆଳ ଅଜିଜ ଖାନ୍ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ କାର୍ଯ୍ୟଯୋଜନା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଜିଲ୍ଲାର ଅଧିକାରୀ, ପ୍ଲାନିଂ ଆଣ୍ଡ କନଭର୍ଜେନ୍ସ ବିଭାଗର ଉପନିର୍ଦ୍ଦେଶକ, ତୃଣମୂଳସ୍ତରରେ ପ୍ରକଳ୍ପର ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ବିଭାଗ ବୋଡେନ ଓ ଖଡ଼ିଆଳ ବିଡିଓ, ଜିଲ୍ଲା ଶ୍ରମ ଅଧିକାରୀ, ଜଳସମ୍ପଦ ମଧ୍ୟରେ ଅଧିକ ସମନ୍ୱୟ ଓ ସମ୍ମିଳିତ ପ୍ରୟାସର ଆବଶ୍ୟକତା ବିଭାଗର ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା କଲ୍ୟାଣ ଅଧୂକାରୀ, ଓଡ଼ିଶା ଉପରେ ସେ ଆଲୋକପାତ କରିଥିଲେ।ଜିଲ୍ଲାପାଳ ପ୍ରକଳ୍ପ ଜୀବିକା ମିଶନର ଡିପିଏମ୍, ନାବାର୍ଡର ଡିଡିଏମ୍, ଏଲ୍‌ଡିଏମ୍, ଅଧୀନରେ ଥ‌ିବା ସମସ୍ତ ଯୋଜନା ଓ ସୁବିଧା ଯୋଗ୍ୟ KVK-ନୂଆପଡ଼ାର ବରିଷ୍ଠ ବୈଜ୍ଞାନିକ, ଏସିଏଫ୍ ଓ ସମ୍ପୂକୁ ରେଞ୍ଜ ହିତାକାରୀଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବାକୁ ଗୁରୁତ୍ବ ଅଧିକାରୀମାନେ ଯୋଗଦେଇଥିଲେ। ପ୍ରକଳ୍ପ କାର୍ଯ୍ୟାନ୍ଵୟନ ସଂସ୍ଥା ଦେଇଥିଲେ। ପ୍ରକଳ୍ପ ଅଞ୍ଚଳରେ ସରକାରୀ ଯୋଜନାଗୁଡ଼ିକର AJSA-Indiaର କର୍ମଚାରୀ ଏବଂ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଶତପ୍ରତିଶତ ପରିପୂରଣ ପାଇଁ ବିଭାଗୀୟ ସମନ୍ୱୟ ବଢ଼ାଇବା ସହ (WFP)ର SPMU କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ବିଶ୍ବ ଆବଶ୍ୟକସ୍ଥଳେ ସ୍ବତନ୍ତ୍ର ଅଭିଯାନ ଆୟୋଜନ କରିବାକୁ ସେ ଖାଦ୍ୟ କାର୍ଯ୍ୟକ୍ରମ (WFP), ନୂଆଦିଲ୍ଲୀର NPMU ଟିମ୍ ଏବଂ ପରାମର୍ଶ ଦେଇଥିଲେ। ଆର୍ଥକ ଅନୁର୍ଭୁକ୍ତିକରଣ ଓ ଆର୍ଥିକ WFP ଓଡ଼ିଶା ମୁଖ୍ୟାଳୟ, ଭୁବନେଶ୍ଵରର ପ୍ରତିନିଧୂମାନେ ସାକ୍ଷରତା ବୃଦ୍ଧି ପାଇଁ ସ୍ବତନ୍ତ୍ର ଡ୍ରାଇଭ୍, ଜଳବାୟୁ ପରିବର୍ତ୍ତନର ଭର୍ତୁଆଲ୍ ମାଧ୍ଯମରେ ବୈଠକରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *