ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ରାଜଧାନୀ ଭୁବନେଶ୍ୱରରେ ଏଥର ଶାରଦୀୟ ଦୁର୍ଗାପୂଜା:ଜାଣନ୍ତୁ କେଉଁଠି କେଉଁ ତୋରଣ

ରାଜଧାନୀ ଭୁବନେଶ୍ୱରରେ ଏଥର ଶାରଦୀୟ ଦୁର୍ଗାପୂଜା:ଜାଣନ୍ତୁ କେଉଁଠି କେଉଁ ତୋରଣ – ସମୀକ୍ଷା ଖବର

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ଓଡ଼ିଶାରେ ଦୁର୍ଗାପୂଜା ପାଇଁ ମଣ୍ଡପଗୁଡ଼ିକରେ ଜୋରଦାର ପ୍ରସ୍ତୁତି ଚାଲିଛି। ଚଳିତ ବର୍ଷ ସହରରେ ୧୯୫ଟି ପୂଜା ମେଢ଼ ନିର୍ମାଣ କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ୨୦୨୬ ଭୁବନେଶ୍ୱର ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ଏବଂ ଖବରଗୁଡ଼ିକ ନିମ୍ନରେ ଦିଆଗଲା:

ରାଜଧାନୀ ଭୁବନେଶ୍ୱରରେ ଏଥର ଶାରଦୀୟ ଦୁର୍ଗାପୂଜା:ଜାଣନ୍ତୁ କେଉଁଠି କେଉଁ ତୋରଣ – ସମୀକ୍ଷା

ପ୍ରମୁଖ ମଣ୍ଡପର ଆକର୍ଷଣୀୟ ତୋରଣ :

  • ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ: ଏଥର ରସୁଲଗଡ଼ରେ ୟୁରୋପର ପ୍ରସିଦ୍ଧ ଭାଟିକାନ ସିଟିର ଝଲକ ଦେଖିବାକୁ ମିଳିବ।
  • ଲକ୍ଷ୍ମୀସାଗର ଦୁର୍ଗାପୂଜା ମଣ୍ଡପ: ଏହି ମଣ୍ଡପରେ ମାଲେସିଆର କଳା ଚାପ ଏବଂ ସେଠାକାର ଶୈଳୀର ପ୍ରତିରୂପ ଦେଖିବାକୁ ମିଳିବ।
  • ଷ୍ଟେସନ ବଜାର: ଏଠାରେ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏକ ମନମୁଗ୍ଧକର ଓ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଛି। ମଣ୍ଡପ ଭିତରେ ମଣିଷର ଦୈନନ୍ଦିନ ସଂଘର୍ଷର କାହାଣୀ ଓ ବାହାରେ ମାଙ୍କ ବିଭିନ୍ନ ଅବତାର କାହାଣୀ ଶୋଭା ପାଇଛି |
  • ନୟାପଲ୍ଲୀ: ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ମା’ଙ୍କର ଷୋଡ଼ଶ ଦିନାତ୍ମକ ପୂଜା ଉତ୍ସବ ବେଶ୍ ଆଡମ୍ବର ସହକାରେ ଆରମ୍ଭ ହୋଇଛି। ଏଠାରେ ମଧ୍ୟ ଅତି ସୁନ୍ଦର ବିଶାଳ ତୋରଣ ଶୋଭାପାଇଛି |
  • ପଳାଶୁଣୀ : ପଳାଶୁଣୀ ମଣ୍ଡପରେ ଜୟପୁରର ହାୱା ମହଲ ଡିଜାଇନ ସ୍ଥାନ ପାଇଛି |
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ