ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ପାରାଦୀପ: ବିଜୟଚାନ୍ଦପୁର ତାରିଣୀଗଡାରେ ଅଷ୍ଟାଦଶ ତମ ଦୁର୍ଗା ପୂଜା ମହାଆଡମ୍ବର ପାଳିତ

ପାରାଦୀପ: ବିଜୟଚାନ୍ଦପୁର ତାରିଣୀଗଡାରେ ଅଷ୍ଟାଦଶ ତମ ଦୁର୍ଗା ପୂଜା ମହାଆଡମ୍ବର ପାଳିତ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦୀପ ତାରିଣୀଗଡା ରେ ନାଗରିକପରିସଦ ତରଫରୁ ମା ଦୁର୍ଗତି ନାଶିନୀ ମା ଦୂର୍ଗାଙ୍କ ଦୀର୍ଘ 18ବର୍ଷ ଧରି ମହା ଆଡମ୍ବରରେ ପାଳନ କରାଯାଇ ଥିବା ବେଳେ ଏଥିରେ ନାଗରିକପରିଷଦ ର ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆଉ ସଭାକୁ ଉଦଘାଟନ କରିଥିଲେ ସଭାପତି ପ୍ରଭାତ ନଦୀ ତାଙ୍କ ସାଙ୍ଗରେ ଥିଲେ ପୌରପାରିଷଦ ଅଦକ୍ଷ ବସନ୍ତ କୁମାର ବିଶ୍ୱାଳ ମହୋଦୟ, ଅନ୍ତତ ଜେନା ନଗଦ୍ର ରାଉତ, ସର୍ବେଶ୍ୱର ବାବୁ,ମା ଦୁର୍ଗତି ନାସିନି ଦୁର୍ଗା ଙ୍କ ପୂଜା ମହା ସମାରୋହରେ ଦୀର୍ଘ ଦିନ ହେବ ପାଳନ କରାଯାଉ ଥିବା ଦେଖିବାକୁ ମିଳିଛି l ଏହି ପୂଜାର କଲୋନୀରେ ବହୁ ଭକ୍ତ ମା ଙ୍କ ଦର୍ଶନ କରିବା ସହ ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି l ଏଥିରେ ନାଗରିକପରିଷଦ ର ବହୁ ମହିଳା ଜୋଗ ଦେଇ ମା ଙ୍କ ପୂଜାରେ ନିଓଜିତ୍ ଥିବା ଦେଖାଯାଇଛି l ଏହି ପୂଜାର ବିଭିନ୍ନ ରୀତି ନୀତି ପାଳିତ ହୋଇ ଥିବା ବେଳେ ସମସ୍ତ ଙ୍କ ସାହଯ୍ୟ ସହଯୋଗ ରେ ସୁରୁଖୁରୁରେ ପାଳନ ହୋଇଥିବା ଦେଖିବାକୁ ମିଳିଛି l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର :ଘାସଫୁଲ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ